ବିଧାନ ସଭା ନିର୍ବାଚନ ମଣ୍ଡଳୀ ଚମ୍ପୁଆ

ଚମ୍ପୁଆ (କ୍ରମିକ ସଂଖ୍ୟା: ୨୫) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଯୋଡ଼ା (ପୌ), ବଡ଼ବିଲ (ପୌ), ଯୋଡ଼ା ବ୍ଳକ ଓ ଚମ୍ପୁଆ ବ୍ଳକର କିଛି ଅଂଶ ।

ଚମ୍ପୁଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୮,୩୧୨
ଜିଲ୍ଲା: କେନ୍ଦୁଝର
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦୁଝର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ସନାତନ ମହାକୁଡ଼ ତାଙ୍କ ନିକଟତମ ସ୍ୱାଧୀନ ପ୍ରାର୍ଥୀ କୁଶ ଆପଟଙ୍କଠାରୁ ୧୪୬୭୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଜିତୁ ପଟ୍ଟନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କଠାରୁ ୧୪୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଚମ୍ପୁଆ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ସ୍ୱାଧୀନ ଜିତୁ ପଟ୍ଟନାୟକ ୨୭,୭୦୦ ୨୨.୧୦ -
କଂଗ୍ରେସ ସନାତନ ମହାକୁଡ଼ ୨୭,୫୫୫ ୨୧.୯୮ -
ସ୍ୱାଧୀନ କୁଶ ଆପଟ ୨୬,୨୮୦ ୨୦.୯୬ -
ଭାଜପା ମୁରଲୀ ମନୋହର ଶର୍ମା ୧୮,୮୮୧ ୧୫.୦୬ -
ସିପିଆଇ ବିଦ୍ୟାଧର ମହନ୍ତ ୯,୩୫୬ ୭.୪୬ -
ସ୍ୱାଧୀନ ବୁଟା ସିଂହ ୧,୮୫୬ ୧.୪୮ -
ବସପା ଚିତ୍ତରଞ୍ଜନ ନାୟକ ୧,୫୧୭ ୧.୨୧ -
ସମୃଦ୍ଧ ଓଡ଼ିଶା କେଶବ ମହନ୍ତ ୧,୩୮୯ ୧.୧୧ -
ସ୍ୱାଧୀନ ପୂର୍ଣ୍ଣ ଚନ୍ଦ୍ର ମହନ୍ତ ୧,୨୪୬ ୦.୯୯ -
ଝାମୁମୋ ଲକ୍ଷ୍ମଣ କୁମାର ସେଠୀ ୧,୧୫୦ ୦.୯୨ -
ସ୍ୱାଧୀନ ସଞ୍ଜିତା ନାୟକ ୧,୦୩୫ ୦.୮୩ -
ସ୍ୱାଧୀନ ଦୀପକ ମହାରଣା ୯୩୬ ୦.୭୫ -
ସ୍ୱାଧୀନ ଭବାନୀ ମହନ୍ତ ୮୭୨ ୦.୭୦ -
ସ୍ୱାଧୀନ ପ୍ରଭୁପାଦ ମିଶ୍ର ୮୨୩ ୦.୬୬ -
ସ୍ୱାଧୀନ ଅଭିମନ୍ୟୁ ମହନ୍ତ ୬୯୦ ୦.୫୫ -
ସ୍ୱାଧୀନ ମନୋଜ କୁମାର ମହନ୍ତ ୬୮୨ ୦.୫୪ -
ସ୍ୱାଧୀନ ଅଶୋକ ମହନ୍ତ ୬୩୩ ୦.୫୦ -
ଓଡ଼ିଶା ମୁକ୍ତି ମୋର୍ଚ୍ଚା କ୍ଷିତିଶ ଚନ୍ଦ୍ର ମହନ୍ତ ୬୦୫ ୦.୪୮ -
ସ୍ୱାଧୀନ ଅରବିନ୍ଦ ବେହେରା ୫୮୯ ୦.୪୭ -
ସ୍ୱାଧୀନ ଅଖିଳ କୁମାର ମହନ୍ତ ୫୫୦ ୦.୪୪ -
ସପା ଯଦୁମଣୀ ପାତ୍ର ୫୪୩ ୦.୪୩ -
ସ୍ୱାଧୀନ ଅଖିଳେଶ୍ୱର ଗିରି ୪୬୪ ୦.୩୭ -
ଭୋଟ ବ୍ୟବଧାନ ୧୪୫ ୦.୧୨* -
ମତଦାନ ହାର ୧,୨୫,୩୬୩ ୬୬.୫୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାକେନ୍ଦୁଝର ଜିଲ୍ଲାବଡ଼ବିଲଯୋଡ଼ା

🔥 Trending searches on Wiki ଓଡ଼ିଆ:

ଅଶୋକାଷ୍ଟମୀରବି ଶତପଥୀକନ୍ୟା (ରାଶି)୨୬ ଜୁନରାମଚନ୍ଦ୍ର ବେହେରାଗଜ ଉଦ୍ଧାରଣ ବେଶଢଗ ଢମାଳିଗୁରୁବୃଷ (ରାଶି)ମହାରାଷ୍ଟ୍ରସଫ୍ଟୱେରପ୍ରଦୂଷଣସମ୍ବଲପୁର ଜିଲ୍ଲାସୋଫିଆ ଆଲାମବେଲାଋଷରାମାୟଣଦୀନକୃଷ୍ଣ ଦାସଯୁକ୍ତରାଷ୍ଟ୍ର ଆମେରିକା୧ମ ଲୋକ ସଭାଲାଓସବାଇଶି ପାହାଚଚିକୁନ‌ଗୁନିଆସୁକନ୍ୟା ସମୃଦ୍ଧି ଯୋଜନାଜ୍ୟୋତିର୍ଲିଙ୍ଗହାଡ଼ଫୁଟିଗୋପବନ୍ଧୁ ଦାସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଗୋପୀନାଥ ଦାସଦକ୍ଷିଣ ଆଫ୍ରିକାwiki.phtmlଉତ୍ସବ ଚରଣ ଜେନାରାଜକିଶୋର ରାୟଅଷ୍ଟ୍ରେଲିଆକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ସେଇ ଝିଅଟିଅଚ୍ୟୁତାନନ୍ଦ ଦାସଓଡ଼ିଆ ରାମାୟଣବୈକୁଣ୍ଠନାଥ ପଟ୍ଟନାୟକଜାତୀୟ ଆୟଚିତାଲାଗି ଅମାବାସ୍ୟାଜଗନ୍ନାଥ ଦାସମୂଳା (ନକ୍ଷତ୍ର)ପଖାଳ ଦିବସସୁକାନ୍ତ କୁମାର ନାୟକ୧୧ ମାର୍ଚ୍ଚଶଶି ଭୂଷଣ ବେହେରାଅପାମାର୍ଗପ୍ଲୀହାଅକ୍ଷୟ ତୃତୀୟାସେହି ଦିନନୃସିଂହନାଥ ମନ୍ଦିରସୂର୍ଯ୍ୟପରାଗପଞ୍ଚକନ୍ୟାଅବକାଶ ବେଶଛାତ୍ରବୃତ୍ତିରମାଦେବୀ ଚୌଧୁରୀଉଇକିପିଡ଼ିଆ ସମୂହର ତାଲିକାଭଦଭଦଳିଆରଘୁନାଥ ପରିଚ୍ଛାମୌଳିକ ସଂଖ୍ୟା୨୬ ଅପ୍ରେଲସେପ୍ଟେମ୍ବରମଦର ଟେରେସାଖବର (ଖବରକାଗଜ)ଭଗବତ ଗୀତାଶବ୍ଦ (ପଦ)ରାମଚନ୍ଦ୍ର ମିଶ୍ର🡆 More