ବିଧାନ ସଭା ନିର୍ବାଚନ ମଣ୍ଡଳୀ ଚମ୍ପୁଆ

ଚମ୍ପୁଆ (କ୍ରମିକ ସଂଖ୍ୟା: ୨୫) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଯୋଡ଼ା (ପୌ), ବଡ଼ବିଲ (ପୌ), ଯୋଡ଼ା ବ୍ଳକ ଓ ଚମ୍ପୁଆ ବ୍ଳକର କିଛି ଅଂଶ ।

ଚମ୍ପୁଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୮,୩୧୨
ଜିଲ୍ଲା: କେନ୍ଦୁଝର
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦୁଝର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ସନାତନ ମହାକୁଡ଼ ତାଙ୍କ ନିକଟତମ ସ୍ୱାଧୀନ ପ୍ରାର୍ଥୀ କୁଶ ଆପଟଙ୍କଠାରୁ ୧୪୬୭୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଜିତୁ ପଟ୍ଟନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କଠାରୁ ୧୪୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଚମ୍ପୁଆ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ସ୍ୱାଧୀନ ଜିତୁ ପଟ୍ଟନାୟକ ୨୭,୭୦୦ ୨୨.୧୦ -
କଂଗ୍ରେସ ସନାତନ ମହାକୁଡ଼ ୨୭,୫୫୫ ୨୧.୯୮ -
ସ୍ୱାଧୀନ କୁଶ ଆପଟ ୨୬,୨୮୦ ୨୦.୯୬ -
ଭାଜପା ମୁରଲୀ ମନୋହର ଶର୍ମା ୧୮,୮୮୧ ୧୫.୦୬ -
ସିପିଆଇ ବିଦ୍ୟାଧର ମହନ୍ତ ୯,୩୫୬ ୭.୪୬ -
ସ୍ୱାଧୀନ ବୁଟା ସିଂହ ୧,୮୫୬ ୧.୪୮ -
ବସପା ଚିତ୍ତରଞ୍ଜନ ନାୟକ ୧,୫୧୭ ୧.୨୧ -
ସମୃଦ୍ଧ ଓଡ଼ିଶା କେଶବ ମହନ୍ତ ୧,୩୮୯ ୧.୧୧ -
ସ୍ୱାଧୀନ ପୂର୍ଣ୍ଣ ଚନ୍ଦ୍ର ମହନ୍ତ ୧,୨୪୬ ୦.୯୯ -
ଝାମୁମୋ ଲକ୍ଷ୍ମଣ କୁମାର ସେଠୀ ୧,୧୫୦ ୦.୯୨ -
ସ୍ୱାଧୀନ ସଞ୍ଜିତା ନାୟକ ୧,୦୩୫ ୦.୮୩ -
ସ୍ୱାଧୀନ ଦୀପକ ମହାରଣା ୯୩୬ ୦.୭୫ -
ସ୍ୱାଧୀନ ଭବାନୀ ମହନ୍ତ ୮୭୨ ୦.୭୦ -
ସ୍ୱାଧୀନ ପ୍ରଭୁପାଦ ମିଶ୍ର ୮୨୩ ୦.୬୬ -
ସ୍ୱାଧୀନ ଅଭିମନ୍ୟୁ ମହନ୍ତ ୬୯୦ ୦.୫୫ -
ସ୍ୱାଧୀନ ମନୋଜ କୁମାର ମହନ୍ତ ୬୮୨ ୦.୫୪ -
ସ୍ୱାଧୀନ ଅଶୋକ ମହନ୍ତ ୬୩୩ ୦.୫୦ -
ଓଡ଼ିଶା ମୁକ୍ତି ମୋର୍ଚ୍ଚା କ୍ଷିତିଶ ଚନ୍ଦ୍ର ମହନ୍ତ ୬୦୫ ୦.୪୮ -
ସ୍ୱାଧୀନ ଅରବିନ୍ଦ ବେହେରା ୫୮୯ ୦.୪୭ -
ସ୍ୱାଧୀନ ଅଖିଳ କୁମାର ମହନ୍ତ ୫୫୦ ୦.୪୪ -
ସପା ଯଦୁମଣୀ ପାତ୍ର ୫୪୩ ୦.୪୩ -
ସ୍ୱାଧୀନ ଅଖିଳେଶ୍ୱର ଗିରି ୪୬୪ ୦.୩୭ -
ଭୋଟ ବ୍ୟବଧାନ ୧୪୫ ୦.୧୨* -
ମତଦାନ ହାର ୧,୨୫,୩୬୩ ୬୬.୫୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାକେନ୍ଦୁଝର ଜିଲ୍ଲାବଡ଼ବିଲଯୋଡ଼ା

🔥 Trending searches on Wiki ଓଡ଼ିଆ:

ତରୁଣକାନ୍ତି ମିଶ୍ର୧୯ ଜାନୁଆରୀସୁକନ୍ୟା ସମୃଦ୍ଧି ଯୋଜନାଶ୍ରୀନିବାସ ଉଦ୍‌ଗାତାସାହି ଯାତ୩୦ ଜୁନସାଧାରଣତନ୍ତ୍ର ଦିବସ (ଭାରତ)ହଳଦୀଅଶୋକାଷ୍ଟମୀ୪ ମାର୍ଚ୍ଚଓଡ଼ିଶୀଭୀମ ପୃଷ୍ଟିହିନ୍ଦୁକୁପୋଷଣସାମବେଦସମ୍ବାଦରାମଗୋପାଳ ଛୋଟରାୟଓଡ଼ିଶାର ଭୂଗୋଳବଲାଙ୍ଗୀର ଜିଲ୍ଲାଚୁମ୍ବନଜଗନ୍ନାଥ ମନ୍ଦିରସିନ୍ଧୁ ନଦୀଜଗଦୀଶ ମହାନ୍ତିଉଇକିପିଡ଼ିଆବ୍ରାହ୍ମଣତାରାତାରିଣୀ ମନ୍ଦିରଲକ୍ଷ୍ମୀକାନ୍ତ ମହାପାତ୍ରକୁନ୍ତଳା କୁମାରୀ ଆଚାର୍ଯ୍ୟଦୀନକୃଷ୍ଣ ଦାସକୋଣାର୍କ୧୮ ଅଗଷ୍ଟସୁସ୍ମିତା ରଥଚଳନ୍ତି ଠାକୁରଅଖିଳ ମୋହନ ପଟ୍ଟନାୟକଜଗନ୍ନାଥ ଦାସସୀସାଉତ୍କଳ ଦିବସଅନ୍ନପୂର୍ଣ୍ଣା ମହାରଣାକୃଷ୍ଣ ଜନ୍ମାଷ୍ଟମୀମନମୋହନ ସାମଲବୈଷୟିକ ବିଜ୍ଞାନମାକ୍ସ ୱେବରସୁଚିତ୍ରା ପାଣିଗ୍ରାହୀସୁନାମିକାତ୍ୟାୟିନୀ୧୯୫୧ହରପ୍ରସାଦ ଦାସପ୍ରଶାନ୍ତ ପଟ୍ଟନାୟକଫୁଲଛ ମାଣ ଆଠ ଗୁଣ୍ଠକମଳା ଶତପଥୀତାଜମହଲବିଶ୍ୱତାପନଅନନ୍ତ ପଟ୍ଟନାୟକବଡ଼ଓଷା୭ (ସଂଖ୍ୟା)ଗଜପତି ମହାରାଜାନେଲସନ ମଣ୍ଡେଲାଅପର୍ଣ୍ଣା ମହାନ୍ତିସୂଚନା ଅଧିକାର ଆଇନ ୨୦୦୫ଆଖଣ୍ଡଳମଣି ମନ୍ଦିରଓଡ଼ିଶାର ସଂସ୍କୃତିସ୍ୱର ବର୍ଣ୍ଣକୁଲନ ବାଗେଏ ଭି ସ୍ୱାମୀ🡆 More