ଚନ୍ଦନନାଥ ମନ୍ଦିର

ଚନ୍ଦନନାଥ ମନ୍ଦିର (/'ʧʌndʌn'nʌθ 'tɛmpl/ listen (help·info); ନେପାଳର ଜୁମଲା ଟାଉନଠାରେ (Jumla) ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ଏହା ଚନ୍ଦନନାଥ ମ୍ୟୁନିସିପାଲଟି ଅନ୍ତର୍ଗତ ଖଲଙ୍ଗା ବଜାରରେ ଅଛି ।

Chandannath Temple
चन्दननाथ मन्दिर
Chandannath and Bhairabnath Temple
Chandannath and Bhairabnath Temple during Ghatasthapana, when yearly-lingo replacement ceremony is held
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictJumla District
ଦେବାଦେବୀDattatreya
Location
ସ୍ଥାନChandannath Municipality
StateKarnali Province
CountryNepal
ଚନ୍ଦନନାଥ ମନ୍ଦିର is located in Nepal
ଚନ୍ଦନନାଥ ମନ୍ଦିର
Shown within Nepal
ଭୌଗଳିକ ଅବସ୍ଥିତି29°16′27.15″N 82°11′0.65″E / 29.2742083°N 82.1835139°E / 29.2742083; 82.1835139
Elevation2,514 m (8,248 ft)

ଇତିହାସ

ଏହି ମନ୍ଦିର କଲଲା ରାଜବଂଶ ଅମଳରେ ତିଆରି କରାଯାଇଥିବା ଜଣାଯାଏ । କଲାଲ ରାଜବଂଶ ତଥା ମନ୍ଦିର ବିଷୟରେ କୌଣସି ଲିଖିତ ତଥ୍ୟ ନାହିଁ । ପୁରୁଷ ପୁରୁଷ ଧରି ଲୋକ ମୁଖରେ ଏହାର କାହାଣୀ ଚାଲିଛି ।

କାଶ୍ମୀରର ଚନ୍ଦନନାଥ ବାବା

କାଶ୍ମୀରର ଚନ୍ଦନନାଥ ଏଠାକୁ ଦତ୍ତାତ୍ରେୟଙ୍କ (ଅନ୍ୟ ନାମ ତ୍ରିମୂର୍ତ୍ତି) ଆଣିଥିଲେ । ସେହି ସ୍ଥାନରେ ସେ ପ୍ରତିମା ରଖିବାରୁ କଲଲା ରାଜବଂଶ ଏକ ମନ୍ଦିର ତିଆରି କରିବାର ପ୍ରେରଣା ପାଇଥିଲେ । ଏହାର ଜଳବାୟୁର କାଶ୍ମୀର ସାଥିରେ ସାମଞ୍ଜସ୍ୟ ଥିବାରୁ ଚନ୍ଦନନାଥ ଜୁମଳାରେ ପ୍ରଥମେ ଉଷୁନା ଚାଉଳ (brown rice (मार्सी चामल)) ପ୍ରଚଳନ କରିଥିଲେ ।

Cow offering milk at sacred place

ଯେଉଁଠାରେ ଏବେ ମନ୍ଦିର ଅଛି ସେଠାରେ କେବେ କ୍ଷୀର ଦେଉନଥିବା ଗୋଟିଏ ଗାଈ ଠିଆ ହୋଇଥିବା ବେଳେ ତାହାର ପହ୍ନାରୁ କ୍ଷୀର ଝରିବାକୁ ଲାଗିଲା । ଗାଈ ମାଲିକ ଏହା ଦେଖି ଗ୍ରାମବାସୀଙ୍କୁ ଖବର ଦେଲେ । ଲୋକମାନେ ଭାବିଲେ ତାହା ଏକ ପବିତ୍ର ସ୍ଥାନ ଯେହେତୁ ସେଠାରେ ଗାଈ କ୍ଷୀର ଦେଉଛି । ତେଣୁ ସେହି ପବିତ୍ର ସ୍ଥାନରେ ସେମାନେ ଏକ ମନ୍ଦିର ତିଆରି କରେଇଥିଲେ ।

ଆଚରଣ

ଏହି ମନ୍ଦିରରେ ପ୍ରତି ବର୍ଷ ସ୍ଥାନୀୟ ଲୋକମାନେ ଲିଙ୍ଗ ପରିବର୍ତ୍ତନ କରନ୍ତି । କାଠରେ ତିଆରି ଏହି ଲିଙ୍ଗର ଉଚ୍ଚତା ୫୨ ଫୁଟ, ଇଟା ରଙ୍ଗରେ ରଙ୍ଗେଇ ଦିଆଯାଏ ଓ ଏକ ବିରାଟ କନା ତାହା ଚାରି ପାଖରେ ସିଲେଇ କରିଦିଆଯାଏ । ଲିଙ୍ଗ ବଦଳ ସମୟରେ ଭାଂଗିଥିଲେ ତାହାକୁ ଏକ ଅଶୁଭ ସୂଚନା ଧରାଯାଉଥିଲା । ଏହାକୁ ଘାଟ ପରିବର୍ତ୍ତନ କୁହାଯାଏ ଓ ଏହା ନିମନ୍ତେ ବହୁତ ଭକ୍ତ ସମାଗମ ହୁଏ । କୃଷ୍ଣ ଜନ୍ମାଷ୍ଟମୀମହା ଶିବରାତ୍ରି ଓ ଅନ୍ୟାନ୍ୟ ହିନ୍ଦୁ ପର୍ବମାନଙ୍କରେ ଏହି ମନ୍ଦିରରେ ଅନେକ ଭକ୍ତ ସମାଗମ ହୁଏ ।

ଫଟୋ ଗ୍ୟାଲେରି

ଆଧାର

Tags:

ଚନ୍ଦନନାଥ ମନ୍ଦିର ଇତିହାସଚନ୍ଦନନାଥ ମନ୍ଦିର ଆଚରଣଚନ୍ଦନନାଥ ମନ୍ଦିର ଫଟୋ ଗ୍ୟାଲେରିଚନ୍ଦନନାଥ ମନ୍ଦିର ଆଧାରଚନ୍ଦନନାଥ ମନ୍ଦିରAbout this soundChandannath Temple.oggen:Jumla (town)ଉଇକିପିଡ଼ିଆ:Media helpନେପାଳଫାଇଲ:Chandannath Temple.ogg

🔥 Trending searches on Wiki ଓଡ଼ିଆ:

ଭୀମ ପୃଷ୍ଟିହୋମୱାର୍ଡ଼ଜଗନ୍ନାଥଙ୍କ ଧୂପ୨୭ ମାର୍ଚ୍ଚକବିସୂର୍ଯ୍ୟ ବଳଦେବ ରଥଅଭିମନ୍ୟୁ ସାମନ୍ତସିଂହାରମାସରଶ୍ମି ରାଉଳମନୋଜ ଦାସଗୋଦାବରୀଶ ମିଶ୍ରସୂଚନା ଅଧିକାର ଆଇନ ୨୦୦୫କାଳିନ୍ଦୀ ଚରଣ ପାଣିଗ୍ରାହୀଗ୍ରହନେଲସନ ମଣ୍ଡେଲାଅକ୍ଷୟ ତୃତୀୟାଓମାନହିମାଳୟାନ ଏକ୍ସପ୍ରେସୱେକୃଷ୍ଣଚନ୍ଦ୍ର ପାଣିଗ୍ରାହୀଶାରଳା ପୁରସ୍କାରପାଟଦେଇସମ୍ବାଦଜୟପୁର, ରାଜସ୍ଥାନକମ୍ପ୍ୟୁଟର ବିଜ୍ଞାନଲାଲ ବାହାଦୁର ଶାସ୍ତ୍ରୀକୃଷ୍ଣସାପଦୀନକୃଷ୍ଣ ଦାସ୨ ଅଗଷ୍ଟମହାନଦୀଅବୁଜାଖ୍ରୀଷ୍ଟ ଧର୍ମପ୍ରଧାନ ପୃଷ୍ଠାସୂର୍ଯ୍ୟ ଦେବତାସଉରା ଜନ‌ଜାତିଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଇଟାଲୀ୨୧ ମାର୍ଚ୍ଚଜୈନ ଧର୍ମଓଡ଼ିଆ ଭାଷା ଆନ୍ଦୋଳନରେବତୀ (କ୍ଷୁଦ୍ରଗଳ୍ପ)ଅଚିହ୍ନା ବାସଭୂମିବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାରହୃଷୀକେଶ ମଲ୍ଲିକବ୍ରାଉଜର୮ ଜୁଲାଇକାର୍ତ୍ତିକେୟସ୍ୱର ବର୍ଣ୍ଣକେନ୍ଦ୍ରାପଡ଼ାୟୁକ୍ରେନଓଡ଼ିଆ କବି ମାନଙ୍କର ତାଲିକାତେଜସ୍କ୍ରିୟ କ୍ଷୟତାରକାସୁରଧଉଳିଓଡ଼ିଆ ଭାଷାଗୁଗଲଦଶହରାଭାରତୀୟ ଆଇନରେ ବ୍ୟଭିଚାରଉପେନ୍ଦ୍ର ଭଞ୍ଜସୁନ୍ଦରଗଡ଼ସରୋଜ ବଳଗୋବିନ୍ଦ ତ୍ରିପାଠୀସୁଶାସନ ଦିବସପ୍ରଯୁକ୍ତି ବିଦ୍ୟାବ୍ରାହ୍ମଣଅଷ୍ଟ୍ରିଆଓଳାଶୁଣି ଗୁମ୍ଫାଭୁଟାନସୌଭାଗ୍ୟ କୁମାର ମିଶ୍ରଯଶୋଧାରା ମିଶ୍ର🡆 More