ଚଢ଼େଇ ଚଟିଆ

ଘର ଚଟିଆ ବା ଚଟିଆ (English: sparrows) ଏକ ପେସେରିଡେ (Passeridae) ପରିବାରର ଚଢ଼େଇ । ଏମାନେ ଛୋଟ ପେସେରିନ (passerine) ଚଢ଼େଇ । ଏମାନେ ବଡ଼ ବଡ଼ ଦଳରେ ମିଶି ରହିଥାନ୍ତି, ଘର ଚଟିଆମାନେ ଘରମାନଙ୍କରେ ରହିଥାନ୍ତି ଓ ଇଉରାସିଆନ ଗଛ ଚଟିଆ (Eurasian Tree Sparrow)ମାନେ ବେଶୀ ନଗରମାନଙ୍କରେ ରହିଥାନ୍ତି । ଚଟିଆମାନେ ବାକି ବଣୁଆ ଚଢ଼େଇମାନଙ୍କ ତୁଳନାରେ ବେଶୀ ଜଣାଶୁଣା । ଘରର ଚାଳ ଓ କାନ୍ଥ ସନ୍ଧିରେ, କୋଠା ଘରର ସ୍କାଇ ଲାଇଟର କିମ୍ବା କୌଣସି ଖୋପରେ, ବତୀ ଖୁଣ୍ଟରେ ଥ\ବା କେବୁଲ ବକ୍ସରେ ଚଢ଼େଇଟି ତା ଛୋଟ ସଂସାର ମେଲିଥାଏ |

ଚଟିଆ
ଚଢ଼େଇ ଚଟିଆ
ଘର ଚଟିଆ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Passeriformes
ଉପଗଣ: Passeri
ଅବଗଣ: Passerida
ଅଧିକୁଳ: Passeroidea
କୁଳ: Passeridae
Illiger, 1811
Genera

PasserPetroniaCarpospizaMontifringilla

ପ୍ରଜନନ

ଏପ୍ରିଲରୁ ଆଗଷ୍ଟ ମାସ ପର୍ଯ୍ୟନ୍ତ ଘରଚଟିଆର ପ୍ରଜନନ ଋତୁ | ଅଣ୍ଡା ଦେବାର ମାତ୍ର ଦଶ ଦିନ ମଧ୍ୟରେ ଅଣ୍ଡା ଫୁଟାଇ ଛୁଆ ଜନ୍ମ କରିଥାନ୍ତି |ଅଣ୍ଡାର ଲମ୍ବ ୦.୮ରୁ ୦.୯ ଇଞ୍ଚ | ଛୁଆ ଫୁଟିବାର ୧୪ ଦିନ ମଧ୍ୟରେ ଏହାର ଶାବକ ଉଡିବା ଆରମ୍ଭ କରିଥାଏ |

ଆଧାର

ଆଗକୁ ପଢିବେ

ବାହାର ଲିଙ୍କ

Tags:

ଚଢ଼େଇ ଚଟିଆ ପ୍ରଜନନଚଢ଼େଇ ଚଟିଆ ଆଧାରଚଢ଼େଇ ଚଟିଆ ଆଗକୁ ପଢିବେଚଢ଼େଇ ଚଟିଆ ବାହାର ଲିଙ୍କଚଢ଼େଇ ଚଟିଆ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଲିପିସମାଜ (ଖବରକାଗଜ)ଦଧି ନାଟ୧୩୮୫ପାର୍ବତୀ ଘୋଷଧ୍ୱନି ପ୍ରତିଧ୍ୱନିଭାରତୀୟ ମୁଦ୍ରାବି. ଆର. ଆମ୍ବେଦକର୧୯୯୧ଲୁହାଦୁର୍ଗାସାଇକେଲଓଡ଼ିଆଜାପାନୀ ୟେନ୍କୃଷ୍ଣ ଜନ୍ମାଷ୍ଟମୀଓଡ଼ିଆ ସାହିତ୍ୟକୁଲନ ବାଗେଭୁବନେଶ୍ୱର ବେହେରାଗୋପୀନାଥ ମହାନ୍ତିଯବକ୍ଷାରଜାନରବର୍ଟ ମୂଗବାମାଚରଣ ମିତ୍ରଗୀତଗୋବିନ୍ଦଗଙ୍ଗାଧର ରଥନିତ୍ୟାନନ୍ଦ ଶତପଥୀଜୁଲିଅସ ସିଜର୧୯୮୪ଜଗନ୍ନାଥବାୟୁ (ଦେବତା)ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଗଣନ ସଂଖ୍ୟାସୋଫୋସବୁଭିର/ଭେଲପାଟାସଭିରଡାଇନୋସରହୃଦାନନ୍ଦ ପାଣିଗ୍ରାହୀଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସଉରା ଜନ‌ଜାତିପଣା ସଂକ୍ରାନ୍ତିତରୁଣକାନ୍ତି ମିଶ୍ରକାତ୍ୟାୟିନୀକୋଣାର୍କ ସୂର୍ଯ୍ୟ ମନ୍ଦିରଓଡ଼ିଆ ନାଟକଯୌନ ସମ୍ଭୋଗମନୋଜ ଦାସ୮୯୪ରାଧାଚନ୍ଦନ ଯାତ୍ରାଓଡ଼ିଶାର ଭୂଗୋଳହିନ୍ଦୁସୌଭାଗ୍ୟ କୁମାର ମିଶ୍ରକନକ ମଞ୍ଜରୀ ମହାପାତ୍ରଟାଇଫଏଡଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଶ୍ରୀକୃଷ୍ଣବ୍ୟାଙ୍କଯୁଗଳ କିଶୋର ଦତ୍ତମହାତ୍ମା ଗାନ୍ଧୀଗୋଦାବରୀଶ ମହାପାତ୍ରରାଧାନାଥ ରାୟଲିସବନ୧୯୮୬ସମ୍ବାଦଓଡ଼ିଶା ଉଚ୍ଚ ନ୍ୟାୟାଳୟକେନ୍ଦୁଝର ଜିଲ୍ଲାସାରଳା ଦାସଅନୁରାଧା ବିଶ୍ୱାଳଅଚ୍ୟୁତାନନ୍ଦ ପ‌ତି🡆 More