ଚଢ଼େଇ ଚଟିଆ

ଘର ଚଟିଆ ବା ଚଟିଆ (English: sparrows) ଏକ ପେସେରିଡେ (Passeridae) ପରିବାରର ଚଢ଼େଇ । ଏମାନେ ଛୋଟ ପେସେରିନ (passerine) ଚଢ଼େଇ । ଏମାନେ ବଡ଼ ବଡ଼ ଦଳରେ ମିଶି ରହିଥାନ୍ତି, ଘର ଚଟିଆମାନେ ଘରମାନଙ୍କରେ ରହିଥାନ୍ତି ଓ ଇଉରାସିଆନ ଗଛ ଚଟିଆ (Eurasian Tree Sparrow)ମାନେ ବେଶୀ ନଗରମାନଙ୍କରେ ରହିଥାନ୍ତି । ଚଟିଆମାନେ ବାକି ବଣୁଆ ଚଢ଼େଇମାନଙ୍କ ତୁଳନାରେ ବେଶୀ ଜଣାଶୁଣା । ଘରର ଚାଳ ଓ କାନ୍ଥ ସନ୍ଧିରେ, କୋଠା ଘରର ସ୍କାଇ ଲାଇଟର କିମ୍ବା କୌଣସି ଖୋପରେ, ବତୀ ଖୁଣ୍ଟରେ ଥ\ବା କେବୁଲ ବକ୍ସରେ ଚଢ଼େଇଟି ତା ଛୋଟ ସଂସାର ମେଲିଥାଏ |

ଚଟିଆ
ଚଢ଼େଇ ଚଟିଆ
ଘର ଚଟିଆ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Passeriformes
ଉପଗଣ: Passeri
ଅବଗଣ: Passerida
ଅଧିକୁଳ: Passeroidea
କୁଳ: Passeridae
Illiger, 1811
Genera

PasserPetroniaCarpospizaMontifringilla

ପ୍ରଜନନ

ଏପ୍ରିଲରୁ ଆଗଷ୍ଟ ମାସ ପର୍ଯ୍ୟନ୍ତ ଘରଚଟିଆର ପ୍ରଜନନ ଋତୁ | ଅଣ୍ଡା ଦେବାର ମାତ୍ର ଦଶ ଦିନ ମଧ୍ୟରେ ଅଣ୍ଡା ଫୁଟାଇ ଛୁଆ ଜନ୍ମ କରିଥାନ୍ତି |ଅଣ୍ଡାର ଲମ୍ବ ୦.୮ରୁ ୦.୯ ଇଞ୍ଚ | ଛୁଆ ଫୁଟିବାର ୧୪ ଦିନ ମଧ୍ୟରେ ଏହାର ଶାବକ ଉଡିବା ଆରମ୍ଭ କରିଥାଏ |

ଆଧାର

ଆଗକୁ ପଢିବେ

ବାହାର ଲିଙ୍କ

Tags:

ଚଢ଼େଇ ଚଟିଆ ପ୍ରଜନନଚଢ଼େଇ ଚଟିଆ ଆଧାରଚଢ଼େଇ ଚଟିଆ ଆଗକୁ ପଢିବେଚଢ଼େଇ ଚଟିଆ ବାହାର ଲିଙ୍କଚଢ଼େଇ ଚଟିଆ

🔥 Trending searches on Wiki ଓଡ଼ିଆ:

ଦେବସ୍ନାନ ପୂର୍ଣ୍ଣିମାହୃଷୀକେଶ ପଣ୍ଡାଜହ୍ନିଓଷାକାଳୀଚରଣ ପଟ୍ଟନାୟକଦୁଃଶାସନସୁଦଶା ବ୍ରତବେଲ ପଣାଆମ୍ବଓଡ଼ିଆ ସାହିତ୍ୟଚମ୍ପୂଋଷିଆଜୟ ଜଗନ୍ନାଥରାଜେନ୍ଦ୍ର ନାରାୟଣ ସିଂହଦେଓ୧୫ ଅପ୍ରେଲଯାଜପୁରଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ଆପେଣ୍ଡିସାଇଟିସଭାରତୀୟ ଜନଗଣନାବସନ୍ତ କୁମାରୀ ପଟ୍ଟନାୟକଚନ୍ଦ୍ରଶେଖର ନନ୍ଦମହାପାତ୍ର ନୀଳମଣି ସାହୁଭି. କାର୍ତ୍ତିକେୟ ପାଣ୍ଡିଆନତୁଷାରକାନ୍ତି ବେହେରାwiki.phtmlଜୈନ ଧର୍ମଦହି ହାଣ୍ଡିବଡ଼ଦିନନଟବର ଶତପଥୀ୨୬ ଅପ୍ରେଲଜଗନ୍ନାଥ ମନ୍ଦିରଅଶ୍ରୁମୋଚନ ମହାନ୍ତିଝୁମର୩୦ ଅପ୍ରେଲଚିଲିକା ହ୍ରଦଶଙ୍ଖବୀରକିଶୋର ଦାସଇତିହାସଦୁର୍ଗାଷ୍ଟମୀମିଆ ଖଲିଫାହଳଧର ନାଗଦି ଟାଇମସ୍ ଅଫ୍ ଇଣ୍ଡିଆଧର୍ମରାଜା ରାମମୋହନ ରାୟକାନନ ମିଶ୍ରସିପାହୀ ବିଦ୍ରୋହରାମ ନବମୀଗିରିଧର ଗମାଙ୍ଗସୁରେନ୍ଦ୍ର ମହାନ୍ତିବିଶ୍ୱତାପନଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଭଗବତ ଗୀତା୧୯୮୪ଭାରତର ରାଷ୍ଟ୍ରପତିହନୁମାନ ଜୟନ୍ତୀମିଳିମିଳାହିଡ଼ିମ୍ବଯକ୍ଷ୍ମାଅମିୟ କୁମାରୀ ପାଢ଼ୀଛବିଳ ମଧୁ ବର୍ଣ୍ଣବୋଧବନମାଳୀ ଦାସ୩ ଅପ୍ରେଲପଦାର୍ଥଚନ୍ଦନ ଯାତ୍ରାସମୟ (କାଳ)🡆 More