ଘିମିରି

ଘିମିରି ଏକ ଚର୍ମଜନିତ ରୋଗ ।ସାଧାରଣତଃ ଝାଳ ଅଧିକ ବୋହିଲେ ଘିମିରି ହେବାର ଆଶଙ୍କା ଅଧିକ ଥାଏ । ଏହା ବ୍ୟତିତ ଝାଳ ବାହାରୁ ନଥିବା ବ୍ୟକ୍ତିଙ୍କଠାରେ ମଧ୍ୟ ଘିମିରି ଦେଖାଯାଇଥାଏ । ଶରୀରରୁ ସ୍ୱେଦ ନ ବାହାରିବା ଫଳରେ ଚର୍ମରେ ଲୋମକୂପଗୁଡିକ ବନ୍ଦ ହେଇଯାଏ । ଏହା ଫଳରେ ଶରୀରରେ ଝାଳ ବାହାରି ନଥାଏ । ସାଧାରଣତଃ ଖରାଦିନେ ପ୍ରାୟ ଲୋକଙ୍କଠାରେ ଘିମିରି ବାହାରି ଥାଏ ।

ଘିମିରି
ଛାତି, ବେକ ଏବଂ କାନ୍ଧରେ ସାଧାରଣ ଲାଲ ଦାଗ ଦେଖାଯାଉଥିବା ଘିମିରିର ଏକ ଛବି

ଏହା ବାହାରିବାର କେତେକ କାରଣ ରହିଛି, ଯଥା-ପେଟ ସଫା ନ ରହିବା, ହର୍ମୋନରେ ଅସନ୍ତୁଳ ଦେଖାଗଲେ, ରକ୍ତ ବିଶୁଦ୍ଧ ନ ରହିଲେ, ସନ୍ତୁଳିତ ଖାଦ୍ୟ ନ ଖାଇଲେ, କୌଣସି କାରଣରୁ ଆଲର୍ଜି ହେଇଥିଲେ, ପ୍ରଦୂଷିତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିଲେ ।

ଉପଚାର

ଘିମିରର ଉପଚାର ପାଇଁ ନିମ୍ମୋକ୍ତ ଘରୋଇ ଉପଚାର କରାଯାଇପାରେ ।

  • ଗାଧୋଇବା ପାଣିରେ ଡେଟଲ ପକାଇ ଗାଧାନ୍ତୁ ।
  • ନିମ୍ବଯୁକ୍ତ ସାବୁନ ବ୍ୟବହାର କରନ୍ତୁ ନଚେତ ପାଣିରେ ନିମ୍ବପତ୍ରକୁ ଫୁଟାଇ ସେହି ଫୁଟାପାଣି ଥଣ୍ଡା ହେଲେ ଗାଧାନ୍ତୁ ।
  • ସଫା କଟନ ଡ୍ରେସ ବା ଶାଢି ପିନ୍ଧନ୍ତୁ ।
  • ଫ୍ରିଜ ପାଣି ନ ପିଇ ମାଠିଆ ବା ସୁରେଇର ପାଣି ପିଅନ୍ତୁ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଅଚ୍ୟୁତାନନ୍ଦ ଦାସ୭ (ସଂଖ୍ୟା)ଛବିଳ ମଧୁ ବର୍ଣ୍ଣବୋଧଅନ୍ନପୂର୍ଣ୍ଣା ମହାରଣାଗୋଲୋକ ବିହାରୀ ଧଳରାଧାନାଥ ରାୟ୧୮ ଅଗଷ୍ଟଗଣନ ସଂଖ୍ୟାକାର୍ଲ ମାର୍କସମ୍ୟାଲେରିଆଲିଓନୟୁନେସ୍କୋଶକ୍ତିବଡ଼ପଡ଼ାଭାରତୀୟ ସମ୍ବିଧାନପାଟଦେଇଗୌତମ ବୁଦ୍ଧସମାଜ (ଖବରକାଗଜ)କନକ ମଞ୍ଜରୀ ମହାପାତ୍ରମେଟାବୋଲିଜିମଓଡ଼ିଶାର ଭୂଗୋଳଓଡ଼ିଶାର ଲୋକକଳାବର୍ଷାରାଜୀବ ଗାନ୍ଧୀନୀଳମାଧବ ମନ୍ଦିରପୂର୍ଣ୍ଣିମାରତ୍ନାକର ଚଇନିଶାରଳା ପୁରସ୍କାରଓଡ଼ିଶାନେଲସନ ମଣ୍ଡେଲାଧଉଳିଚୋଡ଼ଗଙ୍ଗ ଦେବବସନ୍ତ କୁମାରୀ ଦେବୀମନୋରଞ୍ଜନ ଦାସ୧ (ସଂଖ୍ୟା)ଭାଇ ଭାଇପ୍ରଦୂଷଣଦେବାଶିଷ ପାଣିଗ୍ରାହୀସଉରା ଜନ‌ଜାତିପୌଷ ପୂର୍ଣ୍ଣିମାଲିଙ୍ଗରାଜ ମନ୍ଦିରୟୁକ୍ରେନଢଗ ଢମାଳିଚିଙ୍ଗୁଡ଼ିଚିତ୍ତରଞ୍ଜନ ଦାସବସନ୍ତ ରୋଗ୧୯୭୫ବ୍ରହ୍ମା ମନ୍ଦିର, ବିନ୍ଦୁସାଗରକଳ୍ପନା କୁମାରୀ ଦେବୀଓଡ଼ିଆବିଜୟ ମିଶ୍ରଦୁର୍ଗାଦଧି ନାଟଓଡ଼ିଆ ଭାଷା ଆନ୍ଦୋଳନସର୍ବିଆହରପ୍ରସାଦ ଦାସହରେକୃଷ୍ଣ ବେହେରା୧୯୯୩ଧର୍ମପଦଅର୍ଚ୍ଚନା (କବିତା ସଙ୍କଳନ)ଫତୁରାନନ୍ଦନିଓୱାଇଜ ଧୂମକେତୁ୮୮୭ରେବତୀ (କ୍ଷୁଦ୍ରଗଳ୍ପ)ସାପବିପିନ ବିହାରୀ ମିଶ୍ରନବୀନ ପଟ୍ଟନାୟକପରିସଂଖ୍ୟାନଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)ଅଣଚାଶ ପବନ🡆 More