ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ

ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ରାୟଗଡ଼ାରେ ଅବସ୍ଥିତ ଏକ ଓଡ଼ିଆ ମାଧ୍ୟମ ଉଚ୍ଚବିଦ୍ୟାଳୟ ।

ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ, ରାୟଗଡ଼ା
ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ
ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ,ରାୟଗଡ଼ା
ଅବସ୍ଥାନ
ରାୟଗଡ଼ା, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୧୯୩୮
ଶ୍ରେଣୀ ଶ୍ରେଣୀ ୬ରୁ ୧୦ମ

ଇତିହାସ

ଏହି ବିଦ୍ୟାଳୟ ୧୯୩୮ ମସିହାରେ ରାୟଗଡ଼ା ଜିଲ୍ଲାର ରାୟଗଡ଼ାଠାରେ ସ୍ଥାପନା କରାଯାଇଥିଲା । ପ୍ରାକ୍‌ ସ୍ୱାଧୀନତା ସମୟରେ କୋରାପୁଟରେ ଥିବା ଜିଲ୍ଲା ବୋର୍ଡ ରାୟଗଡାର ଉଚ୍ଚତର ଏଲିମେଣ୍ଟାରୀ ବିଦ୍ୟାଳୟକୁ ଏକ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରିଥିଲେ । ତତ୍କାଳୀନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏହି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ଏହି ଓଡ଼ିଆ ମାଧ୍ୟମ ବିଦ୍ୟାଳୟଟି ଓଡ଼ିଶା ସରକାରଙ୍କ ବୋର୍ଡ ଅଫ୍‌ ସେକେଣ୍ଡରି ଏଡୁକେସନ୍‌, ଓଡ଼ିଶା ଅଧୀନରେ ପରିଚାଳିତ । ବିଦ୍ୟାଳୟରେ ଏକ ଇକୋ କ୍ଳବ୍‌ ସଂସ୍ଥାପିତ । ବିଶିଷ୍ଟ ସମାଜସେବୀ କୃଷ୍ଣଚନ୍ଦ୍ର ବକ୍ସିପାତ୍ର ୧୯୫୦ରୁ ୧୯୫୨ ଦୁଇ ବର୍ଷ ପାଇଁ ଏଠାରେ ଅବୈତନିକ ଶିକ୍ଷକ ରୂପେ ଶିକ୍ଷାଦାନ କରିଥିଲେ ।

ସ୍କୁଲ୍ ପୋଷାକ

ଆହୁରି ଦେଖିବେ

ଆଧାର

Tags:

ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ଇତିହାସଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ସ୍କୁଲ୍ ପୋଷାକଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ଆହୁରି ଦେଖିବେଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ଆଧାରଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲରାୟଗଡ଼ା

🔥 Trending searches on Wiki ଓଡ଼ିଆ:

କୃଷ୍ଣଚନ୍ଦ୍ର ପାଣିଗ୍ରାହୀଗଞ୍ଜାମ ଜିଲ୍ଲାଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟନିମୋନିଆ୫୬୪ଜଗନ୍ନାଥ ଦାସପଞ୍ଜାବୀ ଉଇକିପିଡ଼ିଆଶେଷ ବସନ୍ତର ଚିଠିଦୁର୍ଗାଓଡ଼ିଆ ସାହିତ୍ୟର ଇତିହାସଚିକୁନ‌ଗୁନିଆବିଜାଣ୍ଟିନୀୟ ସାମ୍ରାଜ୍ଯଚନ୍ଦ୍ରଶେଖର ରଥଦାମୋଦର ରାଉତହାଇଦ୍ରାବାଦଉଦର ଚାପହିନା ରବାନି ଖରଶାରଳା ପୁରସ୍କାରଓଡ଼ିଆ କବି ମାନଙ୍କର ତାଲିକାଭାରତଉଇକିବିଦ୍ୟାଳୟଧର୍ମେନ୍ଦ୍ର ପ୍ରଧାନମହାପାତ୍ର ନୀଳମଣି ସାହୁବୁଏନ୍ସ ଏଆରସଲୋମୁଷ୍ଟାଇନଶଙ୍ଖ କ୍ଷେତ୍ରସୁଦାମ ମାରାଣ୍ଡିସଂଗୀତକୋଣାର୍କଜଳ ପ୍ରଦୂଷଣବୀଣାପାଣି ମହାନ୍ତି୧୯୨୭ସୁରେନ୍ଦ୍ର ସିଂହ ଭୋଇଅଚ୍ୟୁତ ସାମନ୍ତଗ୍ରହକ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡ୧୮୦୬କଳାହାଣ୍ଡି ଜିଲ୍ଲାଦୟାନନ୍ଦ ସରସ୍ୱତୀତୁର୍କୀକୁନ୍ତଳା କୁମାରୀ ସାବତଓଡ଼ିଶା ସରକାରଭିଏତନାମଓଡ଼ିଆ ଭାଷାଫୁସଫୁସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରମହୁଲରାଉରକେଲାଉତ୍କଳ ସମ୍ମିଳନୀକଟକ ଜିଲ୍ଲାରମାକାନ୍ତ ରଥଜଗନମୋହ‌ନ ଲାଲମଧୁମେହରାୟଗଡ଼ାନାରୀବାଦସ୍ୱାମୀ ବିବେକାନନ୍ଦଗୋବିନ୍ଦ ତ୍ରିପାଠୀଡୋନାଲ୍ଡ ଟ୍ରମ୍ପକାର୍ଲ ମାର୍କସଓଷାଫିଲିପାଇନ୍ସବୀର ସୁରେନ୍ଦ୍ର ସାଏମିରା ଅଲଫାସାଜ୍ଞାନକୋଷଉର୍ବଶୀ୧୪୦୭ମଧୁସୂଦନ ରାଓସୁଦୀପ ତ୍ୟାଗୀଲକ୍ଷ୍ମଣ ନାୟକ🡆 More