କୈଳାଶ ଲେଙ୍କା: ଓଡ଼ିଆ ସାହିତ୍ୟିକ

କୈଳାଶ ଲେଙ୍କା (ଜନ୍ମ: ୧୭ ସେପ୍ଟେମ୍ବର ୧୯୩୭) ଜଣେ ଓଡ଼ିଆ ସାହିତ୍ୟିକ ଓ ସାହିତ୍ୟ ସଂଗଠକ ଅଟନ୍ତି । ବୃତ୍ତିରେ ସେ ଜଣେ ଆଇନୀଜୀବି ।

କୈଳାଶ ଲେଙ୍କା
ଜନ୍ମ(1937-09-17)୧୭ ସେପ୍ଟେମ୍ବର ୧୯୩୭
ମୁକୁନ୍ଦପୁର, କଟକ, ଓଡ଼ିଶା

ଜୀବନୀ

କୈଳାଶ, ୧୯୩୭ ମସିହାରେ କଟକ ଜିଲ୍ଲାର ମୁକୁନ୍ଦପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୬୦ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ 'ଆଧୁନିକ ଇତିହାସ'ରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ୧୯୬୫ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲଏଲବି ପଢ଼ିଥିଲେ । ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ସେ ଓକିଲାତି କରୁଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ ଓ ଏକାଡେମିକ କାଉନସିଲର ସଦସ୍ୟ ଥିଲେ । 'ବାସରୀୟ ସାହିତ୍ୟ ସଂସଦ'ର ସେ ପ୍ରତିଷ୍ଠାତା ଅଧ୍ୟକ୍ଷ ଥିଲେ । ସେ 'ଓଡ଼ିଆ ଯୁବ ଲେଖକ ସମ୍ମେଳନ' ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଥିଲେ ।

ରଚନାବଳୀ

  • ପ୍ରଥମ ପୁଷ୍ପ - ୧୯୫୮
  • ନେତା ଓ ନେତୃତ୍ୱ - ୧୯୮୦
  • ରାଜନୈତିକ ରଣସଯ୍ୟା - ୧୯୮୦
  • ଶ୍ରୀକ୍ଷେତ୍ର - ୧୯୮୭
  • କାଠ ବେଙ୍ଗ କାଠର ବେଙ୍ଗୁଲୀ
  • କେତେ ରାସ୍ତା ଆନନ୍ଦ ମଠକୁ

ସମ୍ମାନ ଓ ପୁରସ୍କାର

  • ମାତୃଭୂମୀ ସାହିତ୍ୟ ସମ୍ମାନ

ଆଧାର

Tags:

କୈଳାଶ ଲେଙ୍କା ଜୀବନୀକୈଳାଶ ଲେଙ୍କା ରଚନାବଳୀକୈଳାଶ ଲେଙ୍କା ସମ୍ମାନ ଓ ପୁରସ୍କାରକୈଳାଶ ଲେଙ୍କା ଆଧାରକୈଳାଶ ଲେଙ୍କା

🔥 Trending searches on Wiki ଓଡ଼ିଆ:

ବୁଧକୋଳିକଟକ ଜିଲ୍ଲାସତ୍ୟବାଦୀ ବନ ବିଦ୍ୟାଳୟରାଧାନାଥ ରଥଜାହାଙ୍ଗୀରଲଣ୍ଡନପ୍ରସନ୍ନ କୁମାର ପଣ୍ଡାବୈଜୟନ୍ତ ପଣ୍ଡାଭାରତୀୟ ମହାକାଶ ଗବେଷଣା ସଂସ୍ଥାମନୋଜ ଦାସଆମ୍ବଭାରତର ନଦୀ ସମୂହର ତାଲିକାସାରଳା ଦାସବ୍ରାଉଜର୨୦ ଅଗଷ୍ଟରାଜକିଶୋର ରାୟନେଲସନ ମଣ୍ଡେଲାଟିଣରୋହିତ ଶର୍ମାରଥଯାତ୍ରାଆଶୁତୋଷ ପରିଡ଼ାତରୁଣକାନ୍ତି ମିଶ୍ରଲକ୍ଷ୍ମୀଓମ'ଙ୍କ ନିୟମସୌଭାଗ୍ୟ କୁମାର ମିଶ୍ରୟୁରୋପବି. ଆର. ଆମ୍ବେଦକରଉତ୍କଳ ଦୀପିକାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଦେବୁ ବୋଷଧରିତ୍ରୀ (ଖବରକାଗଜ)କୁନ୍ତଳା କୁମାରୀ ସାବତପାର୍ବତୀରାମଜୟୀ ରାଜଗୁରୁଦେବଗଡ଼ ଜିଲ୍ଲାକବିସୂର୍ଯ୍ୟ ବଳଦେବ ରଥଜିନା ସାମଲବିଜୟ ଶଙ୍କର ଦାସହୀରାକୁଦ ବନ୍ଧରାଜନୀତି ବିଜ୍ଞାନକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବଳରାମ ଦାସୟୁକ୍ରେନସୋନପୁର ରାଜ୍ୟବଳଅଖିଳ ମୋହନ ପଟ୍ଟନାୟକବୀର ସୁରେନ୍ଦ୍ର ସାଏଜାଭା (ପ୍ରୋଗ୍ରାମିଂ ଭାଷା)ଗର୍ଭାଶୟ କର୍କଟଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଓଡ଼ିଶାର ଭୂଗୋଳଜର୍ମାନୀଉତ୍କଳ ବିଶ୍ୱବିଦ୍ୟାଳୟବିଷମ କଟକଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଗୋଦର ରୋଗମେସିନ ଲର୍ଣ୍ଣିଙ୍ଗ୍ଶ୍ୱେତସାରଛାୟାପଥବିଦ୍ୟୁତପ୍ରଭା ଦେବୀଆଜାଦ ହିନ୍ଦ୍ ଫୌଜଭଣ୍ଡ ଗଣେଶଭାରତୀୟ ସଂଖ୍ୟା ପ୍ରଣାଳିବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାସାୟନିକ ମୌଳିକନିତ୍ୟାନନ୍ଦ ଶତପଥୀ🡆 More