କେଦାର ମିଶ୍ର: ସାମ୍ବାଦିକ, ସମ୍ପାଦକ ଓ ସାହିତ୍ୟିକ

କେଦାର ମିଶ୍ର, ଜଣେ ଓଡ଼ିଆ ସାହିତ୍ୟିକ, ସାମ୍ବାଦିକ ଏବଂ ସମ୍ପାଦକ । ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ କବିତା, ପ୍ରବନ୍ଧ, ସ୍ତମ୍ଭରଚନା ସହ ଏକାଧିକ ପତ୍ରିକାର ସମ୍ପାଦନା ସହିତ ଜଡ଼ିତ ରହିଆସିଛନ୍ତି । ନୃତ୍ୟ, ଚଳଚ୍ଚିତ୍ର, ସଙ୍ଗୀତ ଏବଂ ମଞ୍ଚ ଉପରେ ସେ ନିୟମିତ ସମୀକ୍ଷା ଲେଖନ୍ତି । ଏତଦ ଭିନ୍ନ ଜଣେ ସାହିତ୍ୟ ସଙ୍ଗଠକ ଓ ମଞ୍ଚ ପରିଚାଳକ ଭାବରେ ମଧ୍ୟ ସେ କାର୍ଯ୍ୟ କରିଥାନ୍ତି ।

କେଦାର ମିଶ୍ର
କେଦାର ମିଶ୍ର: ସାହିତ୍ୟ ସର୍ଜନା, ସମ୍ମାନ ଓ ପୁରସ୍କାର, ଆଧାର
ଜନ୍ମ (1972-04-15) ୧୫ ଅପ୍ରେଲ ୧୯୭୨ (ବୟସ ୫୨)
ଜାତୀୟତାଭାରତୀୟ

କେଦାର, ୧୯୭୧ ମସିହାରେ ସୋନପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।

ସାହିତ୍ୟ ସର୍ଜନା

କବି, ପ୍ରାବନ୍ଧିକ ଏବଂ ଜଣେ ସ୍ତମ୍ଭକାର ଭାବରେ କେଦାରଙ୍କ ପରିଚୟ । ତାଙ୍କର ୫ଟି କବିତା ପୁସ୍ତକ ଏବଂ ୨ଟି ପ୍ରବନ୍ଧ ପୁସ୍ତକ ପ୍ରକାଶିତ ହୋଇସାରିଛି । ସାମ୍ବାଦିକ ବୃତ୍ତିରେ ରହି ସେ ବିଭିନ୍ନ ପତ୍ର ପତ୍ରିକାର ସମ୍ପାଦନା ସହିତ ମଧ୍ୟ ଜଡ଼ିତ ରହିଆସିଛନ୍ତି । ତାଙ୍କ କବିତା ଓ ପ୍ରବନ୍ଧ ବିଭିନ୍ନ ପତ୍ର ପତ୍ରିକାରେ ନିୟମିତ ପ୍ରକାଶ ପାଇ ଆସିଛି । ତାଙ୍କ କବିତା ଜର୍ମାନ, ଇଂରାଜୀ, ଋଷିଆନ, ସ୍ପାନିଶ, ବଙ୍ଗଳା, ହିନ୍ଦୀ, ନେପାଳୀ, ମାଲାଲାୟମ, ଅହମିୟା, ତାମିଲ ଆଦି ଭାଷାକୁ ଅନୁବାଦିତ ହୋଇଛି ।

କବିତା

  • ଶବ୍ଦକୁ ଚାରିପାଦ - ୨୦୦୦
  • ଅଶାସୂକ୍ତ - ୨୦୦୦
  • ପ୍ରେମର ଦୂର ଗୀତ - ୨୦୧୩
  • ରାଗ କେଦାର - ୨୦୦୮
  • ଶୂନ୍ୟ ଅଭିସାର - ୨୦୦୩
  • ଶୂନ୍ୟ ଶୃଙ୍ଗାର
  • ଉଦୟ ରାଗ - ୨୦୦୯

ଗଳ୍ପ

  • ବାଗ୍ ବିଶେଷ - ୨୦୦୮
  • ଶେଷ ସ୍ପର୍ଶ - ୨୦୧୩

ଅନ୍ୟାନ୍ୟ

  • Popular Religion and Ascetic Practices: New Studies on Mahimā Dharma
  • Caterpillar and the Mahua Flower: Tremors in India's Mining Fields

ସମ୍ପାଦନା

ସମ୍ମାନ ଓ ପୁରସ୍କାର

  • ସଂସ୍କୃତି ମିତ୍ର ସମ୍ମାନ - ୨୦୧୨
  • ଉତ୍କଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ - ୨୦୧୪
  • ପ୍ରଫୁଲ୍ଲ ମହାକୂଳ କବିତା ପୁରସ୍କାର
  • ଅଂକୁର କବିତା ପୁରସ୍କାର
  • ସଚ୍ଚି ରାଉତରାୟ ନବ ପର୍ବ କବିତା ପୁରସ୍କାର
  • ଅଭିନନ୍ଦିକା ସମ୍ମାନ
  • ସ୍ୱର ଓ ସ୍ୱାକ୍ଷର କବିତା ପୁରସ୍କାର
  • ସମଦୃଷ୍ଟି ଲେଖକ ପୁରସ୍କାର
  • ସିଂଧୁଜା ସମ୍ମାନ
  • ପକ୍ଷୀଘର ଲେଖକ ସମ୍ମାନ
  • ଅଳକା ଯୁବ କବି ପୁରସ୍କାର
  • ଅବନୀ ବରାଳ ସ୍ମୃତି ସମ୍ମାନ

ଆଧାର

Tags:

କେଦାର ମିଶ୍ର ସାହିତ୍ୟ ସର୍ଜନାକେଦାର ମିଶ୍ର ସମ୍ମାନ ଓ ପୁରସ୍କାରକେଦାର ମିଶ୍ର ଆଧାରକେଦାର ମିଶ୍ରଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

ଆର୍ମେନିଆଉଇକିପାଠାଗାରଇତିହାସଓଡ଼ିଆ ଭାଷାସୁଭାଷ ଚନ୍ଦ୍ର ବୋଷଜାପାନବଲାଙ୍ଗୀରଗଞ୍ଜାମ ଜିଲ୍ଲାବଂଶୀଆବୁଲ କଲାମ ଆଜାଦପେରିକାର୍ଡ଼ାଇଟିସକାରଗିଲ ଯୁଦ୍ଧଡେଭିଡ କାମେରନମହୁଲଭଗବତ ଗୀତାମସ୍ତିଷ୍କସବ୍ୟସାଚୀ ମିଶ୍ରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଶୁଆ୧୪୦୭ଅମୃତାୟନରତ୍ନାକର ଚଇନିଯକ୍ଷ୍ମାଦ୍ରୌପଦୀ ମୁର୍ମୁଅଚ୍ୟୁତ ସାମନ୍ତଭାରତର ନଦୀ ସମୂହର ତାଲିକାମନୋଜ ଦାସକିଲୋଗ୍ରାମକଳାହାଣ୍ଡି ଜିଲ୍ଲାଶକୁନି (ମହାଭାରତ)ଫୁସଫୁସବ୍ୟାଙ୍କ ଅଫ ଇଣ୍ଡିଆ୧୪ ମାର୍ଚ୍ଚମଦନମୋହନ ମିଶ୍ରମଣିଷଓଡ଼ିଶୀବି. ଆର. ଆମ୍ବେଦକରଜନ୍ ଏଫ୍. କେନେଡ଼ିରମାକାନ୍ତ ରଥସର୍ବପଲ୍ଲୀ ରାଧାକୃଷ୍ଣନକମ୍ପ୍ୟୁଟର ବିଜ୍ଞାନବୁଏନ୍ସ ଏଆରସଓଡ଼ିଆ ସାହିତ୍ୟର ଇତିହାସବିହାରରାଶି ଓ ନକ୍ଷତ୍ରଭାରତର ନ୍ୟାୟୀକ ବ୍ୟବସ୍ଥାଅପର୍ଣ୍ଣା ବାସ୍ତାରେନନ୍ଦିନୀ ଶତପଥୀକ୍ରୋଏସିଆଇଟାଲୀଶାନ୍ତନୁ କୁମାର ଆଚାର୍ଯ୍ୟସୁବୋଧ ପଟ୍ଟନାୟକପଦାର୍ଥବାରାକ ଓବାମାମହମ୍ମଦସୁଇଜରଲ୍ୟାଣ୍ଡପୁଷ୍ପେନ୍ଦ୍ର ସିଂହ ଦେଓସିକ୍ଲ ସେଲ୍ ରୋଗକୃଷ୍ଣଗଙ୍ଗାଧର ମେହେରଭୀମ ଭୋଇମାଂସର ବିଳାପକବିସୂର୍ଯ୍ୟ ବଳଦେବ ରଥ୨୦୧୯ ଭାରତୀୟ ସାଧାରଣ ନିର୍ବାଚନ୨୭ ମାର୍ଚ୍ଚଘାତକ ତିମିଗୋପାଳବଲ୍ଲଭ ଦାସ🡆 More