ସୁବର୍ଣ୍ଣପୁର: ଓଡ଼ିଶାର ଏକ ସହର, ଭାରତ

]

ସୋନପୁର
ସୁବର୍ଣ୍ଣପୁର
ସହର
ଦେଶସୁବର୍ଣ୍ଣପୁର: ଭୂଗୋଳ, ଇତିହାସ, ପର୍ଯ୍ୟଟନ India
ରାଜ୍ୟଓଡ଼ିଶା
ଜିଲ୍ଲାସୁବର୍ଣ୍ଣପୁର
Area
 • ସମୁଦାୟ2,284.89 km2 (882.20 sq mi)
Elevation
121 m (397 ft)
Population
 (2001)
 • Total୧୭,୫୩୫
 • Density7.7/km2 (20/sq mi)
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
PIN
767017
Telephone code06654
ଯାନବାହାନ ପଞ୍ଚୀକରଣOD 31
Websitesubarnapur.nic.in

ସୋନପୁର ଭାରତର ଓଡ଼ିଶାରେ ଥିବା ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର ।

ଭୂଗୋଳ

ଇତିହାସ

ପର୍ଯ୍ୟଟନ

ହିନ୍ଦୁ ମନ୍ଦିର

  • ଶଶିସେଣା ମନ୍ଦିର: ଏହିମନ୍ଦିରର କୌଣସି ପ୍ରବେଶ ପଥ ନଥିବାରୁ ଏହା ଆଞ୍ଚଳିକ ଭାଷାରେ ନିମୁଁହ ଦେଉଳ ଭାବେ ପରିଚିତ । ଅମରାବତୀ ରାଜ୍ୟ ରାଜକୁମାରୀ ଶଶିସେଣା ଓ ସୁବର୍ଣ୍ଣପୁର ରାଜ୍ୟର ମନ୍ତ୍ରୀଙ୍କ ପୁଅ ଅହିମାଣିକ୍ୟର ଅନାବିଳ ପ୍ରେମର ସ୍ମୃତିରେ ଏହି ମନ୍ଦିର ନିର୍ମିତ । କବି ପ୍ରତାପ ରାୟ ଶଶିସେଣା କାବ୍ୟରେ ଏହି କିମ୍ବଦନ୍ତୀକୁ ଜୀବନ୍ତ ରୂପ ଦେଇଛନ୍ତି ।
  • ସୁବର୍ଣ୍ଣମେରୁ ମନ୍ଦିର: ଏହା ସୋନପୁର ସହରର ଦକ୍ଷିଣ ଦିଗରେ ତେଲ ନଦୀ କୂଳରେ ଅବସ୍ଥିତ ।
  • ରାମେଶ୍ୱର ମନ୍ଦିର: ଏହା ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳରେ ଅବସ୍ଥିତ । କିମ୍ବଦନ୍ତୀ ମତେ ଲଙ୍କାବିଜୟ ପରେ ରାମଚନ୍ଦ୍ର ରାମେଶ୍ୱର ଶିବଙ୍କ ପ୍ରତିଷ୍ଠା କରିଥିଲେ ।
  • ଗୋକର୍ଣ୍ଣେଶ୍ୱର ମନ୍ଦିର: ଏହା ସୋନପୁର ସହରର ପଶ୍ଚିମ ଦିଗରେ ଅବସ୍ଥିତ । ଏଠାରେ ରାମଚଣ୍ଡୀଙ୍କ ସହ ଗୋକର୍ଣ୍ଣେଶ୍ୱରଙ୍କୁ ପୂଜା କରାଯାଏ ।
  • ପଶ୍ଚିମ ସୋମନାଥ ମନ୍ଦିର: ଏହା ସୋନପୁର ସହରର ପଶ୍ଚିମ ଦିଗରେ ଅବସ୍ଥିତ ଏକ ଶିବ ମନ୍ଦିର । ସୋମନାଥ ସୋମବଂଶୀ ରାଜବଂଶର ଇଷ୍ଟଦେବତା ଥିବା କହାଯାଏ ।
  • ପଞ୍ଚରଥ ମନ୍ଦିର: ଏହା ସହରର ମଧ୍ୟସ୍ଥଳରେ ଅବସ୍ଥିତ । ରଥାକୃତିରେ ନିର୍ମିତ ପାଞ୍ଚଟି ମନ୍ଦିରର ଗର୍ଭଗୃହରେ ଶିବ, ପାର୍ବତୀ, ଗଣେଶ, କାର୍ତ୍ତିକେୟ ଓ ବୃଷଭଙ୍କ ବିଗ୍ରହ ସ୍ଥାପିତ ହୋଇ ପୂଜା ପାଉଛନ୍ତି । କିମ୍ବଦନ୍ତୀ ମତେ ଯୁବରାଜ ସୋମଭୂଷଣଙ୍କ ଅକାଳ ବିୟୋଗରେ ମର୍ମାହତ ହୋଇ ରାଜା ବୀରମିତୋଜୟ ସିଂହଦେବ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏହି ମନ୍ଦିରକୁ ନିର୍ମାଣ କରିଥିଲେ ।
  • ସୁରେଶ୍ୱରୀ ମନ୍ଦିର ସହରର ସର୍ବପ୍ରାଚୀନ ଚଣ୍ଡୀମନ୍ଦିର । କିମ୍ବଦନ୍ତୀ ମତେ ପର୍ଶୁରାମ କ୍ଷତ୍ରୀୟ ସଂହାର ପରେ ସୁରେଶ୍ୱରୀ ଦେବୀଙ୍କୁ ସ୍ଥାପନ କରିଥିଲେ । ସୋମବଂଶୀ ରାଜା ପ୍ରଥମ ଜନ୍ମେଜୟଙ୍କ ରାଜତ୍ୱ କାଳରେ ସୁରେଶ୍ୱରୀ ଦେବୀ ଦୁର୍ଗଦ୍ୱାରରେ ଅଧିଷ୍ଠିତ ହୋଇ ନଗର ଦେବୀ ଭାବରେ ପୂଜିତା ହେଉଥିଲେ । କାଳକ୍ରମେ ଏହି ଦୁର୍ଗ ଧ୍ୱଂସ ପାଇ ପୁଷ୍କରଣୀରେ ପରିଣତ ହୋଇ ମନ୍ଦିର ନିକଟରେ ଅଛି ।
  • ମାଣିକେଶ୍ୱରୀ ମନ୍ଦିର ସହରର କୈବର୍ତ୍ତମାନଙ୍କ ଇଷ୍ଟଦେବୀଙ୍କ ମନ୍ଦିର । ଏହା ସହରର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ । ମାଣିକେଶ୍ୱରୀ ଗଙ୍ଗରାଜ ବଂଶର ଇଷ୍ଟଦେବୀ ଭାବେ ପୂଜା ପାଉଥିଲେ ।

ଆଧାର

ବାହାର ତଥ୍ୟ

Tags:

ସୁବର୍ଣ୍ଣପୁର ଭୂଗୋଳସୁବର୍ଣ୍ଣପୁର ଇତିହାସସୁବର୍ଣ୍ଣପୁର ପର୍ଯ୍ୟଟନସୁବର୍ଣ୍ଣପୁର ଆଧାରସୁବର୍ଣ୍ଣପୁର ବାହାର ତଥ୍ୟସୁବର୍ଣ୍ଣପୁର

🔥 Trending searches on Wiki ଓଡ଼ିଆ:

୨୬ ଅପ୍ରେଲମାସସ୍ୱାଧୀନତା ଦିବସ‌ (ଭାରତ)ଅଂଶୁପା ହ୍ରଦପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷସମୁଦ୍ରସଞ୍ଜୁ ସାମସନଗୁରୁବାରଚୈତ୍ର ମଙ୍ଗଳବାର ଓଷାକୁଜିବର ପ‌ତ୍ରମଙ୍ଗଳା ମନ୍ଦିର୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନପ୍ରଧାନ ପୃଷ୍ଠାଭୁବନେଶ୍ୱର ବେହେରାଇଣ୍ଡୋନେସିଆଜଳ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନମରିସସଚାଣକ୍ୟପ୍ରାଣୀଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଭାରତୀୟ ସ୍ୱାଧୀନତା ଆନ୍ଦୋଳନଆକବରଜୀଜାଜୀ ଛତ୍ ପର୍ ହେଁଔଷଧୀୟ ଗଛଲତାମାନଙ୍କର ତାଲିକାରାଣୀ ଲକ୍ଷ୍ମୀବାଈପ୍ରଥମାଷ୍ଟମୀଆଚାର୍ଯ୍ୟ ହରିହରରାସାୟନିକ ମୌଳିକଚତୁର ବିନୋଦଅଣସରଯଶୋବନ୍ତ ଦାସରତ୍ନାକର ଚଇନିଜବାହରଲାଲ ନେହେରୁକାନାଡ଼ାଭୀମ ଭୋଇଆଜାଦ ହିନ୍ଦ୍ ଫୌଜତାରିଣୀ ମନ୍ଦିର, ଘଟଗାଁଜୀବସାର ଖ୧୦ ଅଗଷ୍ଟଉଇକିମିଡ଼ିଆ ଫାଉଣ୍ଡେସନସଚ୍ଚିଦାନନ୍ଦ ରାଉତରାୟଜ୍ଞାନପୀଠ ପୁରସ୍କାରବୁଧବାରଭକ୍ତ ଚରଣ ଦାସସମ୍ବଲପୁରୀ ଭାଷାସାଧୁ ମେହେରକରଣ (ଜାତି)ବିଅରସଞ୍ଜୁ ଆଉ ସଞ୍ଜନାଚକ୍ରଧର ମହାପାତ୍ରଚଉତିଶାସମ୍ବଲପୁରଓଡ଼ିଶାର ସଂସ୍କୃତିରାମଚନ୍ଦ୍ର ମିଶ୍ରପଖାଳବୈଷ୍ଣବ ପାଣିମୌଳିକ ସଂଖ୍ୟାନବକଳେବରବୀଜାଣୁଓଡ଼ିଶା ପ୍ରିମିଅର ଲିଗହନୁମାନରବୀନ୍ଦ୍ରନାଥ ଠାକୁରସ୍ନେହସାର🡆 More