ଅଭିଲେଖ: ୧ · ୨ · ୩ · ୪ · ୫ · ୬ · ୭ · ୮ · ୯ · ୧୦ · ୧୧ · ୧୨ · ୧୩ · ୧୪ · ୧୫ · ୧୬ · ୧୭ · ୧୮ · ୧୯ · ୨୦ · ୨୧ · ୨୨ · ୨୩
ଆଲୋଚନା ସଭା ଅଭିଲେଖ | |
---|---|
ଏହି ପୃଷ୍ଠାରେ ଥିବା ଆଲୋଚନାଗୁଡ଼ିକୁ ଆଲୋଚନା ସଭାରୁ ଆଣି ଏଠାରେ ସାଇତାଯାଇଛି । ଦୟାକରି ଏହି ପୃଷ୍ଠାରେ କିଛି ବଦଳ କରନ୍ତୁ ନାହିଁ । ଯଦି ଆପଣ ଏଠାରେ ଆଲୋଚନା ହୋଇଥିବା କୌଣସି ବିଷୟ ଉପରେ ପୁଣି ଆଲୋଚନା କରିବାକୁ ଚାହୁଁଛନ୍ତି, ତେବେ ଏଠାରେ କ୍ଲିକ କରି ନୂଆ ଆଲୋଚନାଟିଏ ଆରମ୍ଭ କରନ୍ତୁ କିମ୍ବା ସେହି ବିଷୟ ଉପରେ ଥିବା ପୃଷ୍ଠାର ଆଲୋଚନା ପୃଷ୍ଠାରେ ଆଲୋଚନା କରନ୍ତୁ । | |
|
ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆରେ ୧୨୨୮ଟି ପ୍ରସଙ୍ଗରେ ଗୋଟିଏବି ଫୋଟୋ ନାହିଁ। ଏହି ପ୍ରକଳ୍ପ ଦ୍ୱାରା ଆମେ ଏହି ସବୁ ଲେଖାରେ ଫୋଟୋ ଯୋଡ଼ିବାକୁ ପ୍ରଯତ୍ନ କରିବା। ଆମେ ଏହି ପ୍ରକଳ୍ପ ପାଇଁ ଗଣସମ୍ପାଦନାର ସବୁ ନିୟମ ପାଳନ କରାଯିବ ଓ ଶ୍ରେଷ୍ଠ ଯୋଗଦାନ-କର୍ତ୍ତାଙ୍କୁ ଉଇକିପିଡ଼ିଆ Goodies ପ୍ରଦାନ କରାଯାଉ।--Sailesh Patnaik ଶୈଳେଶ (ମୋ ଆଲୋଚନା) ୦୦:୫୮, ୭ ମଇ ୨୦୧୬ (IST)
ପୁରୀ ଉଇକିଟୁଙ୍ଗି ମେଳଣ ସମୟରେ ଆମେ ଉଇକିଡ଼ାଟା ସହ Image-a-thon ଗୋଟେ Phase 1 ବା Pilot ପ୍ରକଳ୍ପ କରିଥିଲୁ, ଯେଉଁଥିରେ କିଛି ଲେଖାରେ ଛବି ଯୋଡ଼ାହେଇଥିଲା। ଫୋଟୋ ନଥିବା ପ୍ରସଙ୍ଗଗୁଡ଼ିକର ତାଲିକାରେ ଲାଗିଥିବା ଲେଖା ଗୁଡ଼ିକରେ ଛବି ଯୋଡ଼ାହେଇଛି। ମଇ ମାସର query ହିସାବରେ ୧୨୦୦ରୁ ଉର୍ଦ୍ଧ ଲେଖାରେ ଛବି ନାହିଁ, ବର୍ତ୍ତମାନର query ହିସାବରେ ୧୪୦୦ରୁ ଉର୍ଦ୍ଧ ଲେଖାରେ ଛବି ନାହିଁ। ଏହି ନିୟମ ହିସାବରେ, Image-a-thon ପ୍ରକଳ୍ପ ଦ୍ୱାରା ଆମେ ଓଡ଼ିଆ ଉଇକିପିଡ଼ିଆର ଲେଖାଗୁଡ଼ିକୁ ଉନ୍ନତ କରିପାରିବା। ମୁଁ ଏହି ପ୍ରକଳ୍ପକୁ ଫେବୃୟାରୀରେ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଉଛି, ଓ ବାକି ଉଇକିଆଳିଙ୍କ ମତ ନେବା ପାଇଁ ଅନୁରୋଧ କରୁଛି।--ଶୈଳେଶ (ପଚାରିବେ କିଛି?) ୧୧:୩୦, ୧୧ ଜାନୁଆରୀ ୨୦୧୭ (IST)
ଓଡିଶା ର ପ୍ରାଚୀନ ଧର୍ମସ୍ଥଳୀ ଗୁଡିକର ଫୋଟୋ , ମନ୍ଦିର ଭିତରେ ଥିବା ଉଲ୍ଲେଖନୀୟ ମୂର୍ତି , ଶିଳାଲେଖ ଗୁଡିକ ର ଫୋଟୋ ମଧ୍ୟ ଉଇକି କମନ୍ସ ରେ ଉପଲବ୍ଧ ନାହି । ସେ ସବୁ ଉଠେଇ ଅପଲୋଡ କରାଗଲେ ସେ ସମ୍ପର୍କିତ ଲେଖା ରେ ତାହା ଯୋଡା ଯାଇ ପାରନ୍ତା । ତାହା ଦ୍ଵାରା ଲେଖା ଆହୁରି ଉନ୍ନତ ହେଇ ପାରନ୍ତା । ଏ ଦିଗରେ ମଧ୍ୟ କିଛି ସଙ୍କଳ୍ପବଦ୍ଧ ଭାବରେ ଉଦ୍ୟମ କରାଯାଉ । Susant purohit (ମୋ ଆଲୋଚନା) ୦୯:୦୮, ୩୦ ଜାନୁଆରୀ ୨୦୧୭ (IST)
Apologies for posting this message in English,
I am Tanveer Hasan, working with CIS-A2K, Bangalore. I will be visiting Bhubaneswar from 6th to 9th of February, 2017 to participate ina series of meetings that aim to grow, provide support and explore opportunities for Odia Wiki projects. A tentative schedule of these meetings is as follows:
6 Feb, 2017: Meeting with Mr. Vineel Krishna to discuss the QRCoding project for Bhubaneswar 6 Feb, 2017: Meeting with Commissioner, BMC
7 Feb, 2017: Meeting with VC, NLU Cuttack 7 Feb, 2017: Meeting with Prof. D.P. Pattanayak and Prof. Chandrabhanu Pattanaik
8 Feb, 2017: Meeting at Sambhalpur University
9 Feb, 2017: Meeting at Utkal University with the Librarian 9 Feb, 2017: Meeting with MD of Odisha Knowledge Corporation Limited
I also have a plan of meeting Wikimedians both from Bhubaneswar and Puri based on their availability.
I request Odia Wikimedians to suggest if I can be of any help during my visit. I shall be sharing the outcomes of these meetings on the mailing list and also on the Odia Wikipedia Village Pump.
Regards,
Dear ସୁଭାସିସ ପାଣିଘରି and Odia Wikimedians ,
Apologies for posting this message in English,
I apologise for the delay in providing the updates regarding my Odisha visit. I realise that this was unprofessional on behalf of me and would like to assure you that any further activities by CIS-A2K will be reported to the community members with due diligence.
During my visit to Bhubaneswar (6-9 February, 2017) the meeting with Mr. Vineel Krishna did not take place due to his busy schedule and last minute engagements. The scheduled visit to Sambalpur University was also canceled due to the unavailability of the Vice Chancellor and the strike in University.
Following action points emerged out of this meeting:
A2K team along with Ms. Chinamyee Mishra, Odia Wikimedian also met with Mr. Santosh Birari, Odisha Knowledge corporation Limited, OKCL and explained A2K's partnership with Maharashtra Knowledge Corporation Limited and requested similar kind of collaboration in digitising and setting up of a digital lab similar to the one set up by MKCL in Pune.
I also met with Prof. Chandrabhanu Pattanaik, Director, Centurion University and took forward the discussions regarding Wikisource Digitisation Project at the Centurion University, Paralakhemundi Campus. A2K team is planning to facilitate a partnership between Centurion University and OKCL for the proposed digitisation project.
My meeting with Prof. D.P. Pattanaik, resulted in further conversations with Mr. Manoranjan Panigrahi, Commissoner, Culture and PR Odisha Government regarding the Centre for Classical Odia Language. We have sent out our annual plan as per their request.
A2K team also met with Mr. Subrato Bagchi, Chairman, Odia Skill Development Corporation regarding the introduction of Digital Literacy in their proposed Skill Building Modules. A2K team has been unable to take this idea forward due to regulation issues and lack of expertise in developing the Digital Literacy content.
A2K team has been able to conduct the Sambad Edit-a-thon and will be soon launching a digitisation project with Utkal University. We would also be coordinating with Department of Women Studies, Utkal University in conducting an awareness event under Gender Gap Bridging initiative. A2K team has also been able to initiate the QR Pedia Edit-a-thon partnering with BDA.
A2K team also had the good fortune of participating in the anniversary celebrations of the Bhubaneswar Tungi Meet-up and discussed the future activities that the Tungi Meetup can be associated with. Inviting a prominent global Wikimedian to participate remotely in the Tungi meet-up was discussed and the idea of financially supporting Tungi Meetups was also discussed.
Lahariyaniyathi (ମୋ ଆଲୋଚନା) ୧୭:୦୪, ୬ ଜୁନ ୨୦୧୭ (IST)
ଆଦରର ଉଇକିଆଳିମାନେ, ଅଭିନନ୍ଦନ!! !! !!ଏହି ବର୍ଷ ଓଡ଼ିଆ ଉଇକିପିଡ଼ିଆର ୧୫ ବର୍ଷ ପୁରଣ ହେଉଛି । ସେଥିପାଇଁ ଆମେମାନେ ଉଇକିପିଡ଼ିଆ ୧୫ ବୋଲି ଗୋଟିଏ କାର୍ଯ୍ୟକ୍ରମ କରିବା ପାଇଁ ଚିନ୍ତା କାରୁଛୁ । ଏହି ବର୍ଷ ଜୁନରେ ଆମେ ଏହାକୁ ପାଳନ କରିବା । ଏଠି ଆମେ କିଛି ଆନୁମାନିକ ରାଶି ଲେଖୁଛୁ । ଆପଣମାନଙ୍କୁ ଅନୁରୋଧ ଯେ, ଆପଣମାନେ ନିଜର ମତାମତ ଦିଅନ୍ତୁ । ଆପଣ ମତାମତ ଦେଇପାରିବେ ଯେ କେଉଁଠି ପାଳନ କରାଗଲେ ଭଲ ହେବ । କଣ କଣ କରାଗଲେ ଭଲ ହେବ । କିମ୍ବା ଏହି କାର୍ଯ୍ୟକ୍ରମ ବିଷୟରେ କିଛି ବି । ଅପଡେଟ ୧ - ଫେବୃୟାରୀ ୨୮ କାର୍ଯ୍ୟକ୍ରମ ବାବଦରେ ଅଧିକ ଯୋଜନା
ଏହି ଖର୍ଚ୍ଚ ଆକଳନକୁ ଟିକେ ବଦଳା ଗଲା ।
ଖର୍ଚ୍ଚ | ପରିମାଣ ରାଶି | ଆକଳନ |
---|---|---|
ଖାଦ୍ୟ | ୪୧୪୦୦ | ଜଳଖିଆ (2 nos .70/person), Lunch (2 times, 200/person), High tea+ Dinner (40 nos), Dinner (20 nos, 200/person) |
ବ୍ୟାଗ | ୨୦୦୦୦ | Bag (150), ID (155), Pen+Pad (40) + Keyring (50) |
ଇଣ୍ଟରନେଟ | ୨୦୦୦୦ | 2 conference days |
ଟି ସାର୍ଟ | ୨୬୦୦୦ | 650/piece |
ଯାତାୟତ (ଗସ୍ତଖର୍ଚ୍ଚ) | ୧୩୦୦୦୦ | 15000/person (flight) + 3000/person (train)+10000 (taxii) |
ହଲ (ସଭା ସ୍ଥାନ) | ୨୦୦୦୦ | ଦୁଇଦିନ |
ଷ୍ଟିକର ଓ ବ୍ୟାନର | ୭୦୦୦ | Sticker (2 types, 15 INR/piece), Banner (500/piece*3), gate (1500) |
ରହଣୀ | ୪୫୦୦ | 1400/double room/night, 5 rooms (Day 1), 20 rooms (Day 2), 5 rooms (Day 3) |
ସମୁଦାୟ | ୩୦୯୪୦୦ | |
| ||
ଯଦି ଆଇଆଇଏମସି ଭଳି କିଛି ଶିକ୍ଷାନୁଷ୍ଠାଙ୍କୁ ଡକାଗଲା କିମ୍ବା ଅନ୍ୟ କମୁନିଟିରୁ କାହାକୁ ଡକାଗଲା | ||
ଯାତାୟତ (ଗସ୍ତଖର୍ଚ୍ଚ) | ୪୨୦୦୦ | 400/person (roundtrip)*total 30 pax, 15000/person*3 pax (other community) |
ରହଣି | ୪୫୦୦୦ | |
ଖାଦ୍ୟ | ୩୨୦୦୦ | Breakfast (2), Lunch (2), High tea+ Dinner (40 nos), Dinner (20) |
ସମୁଦାୟ | ୧୧୯୦୦୦ |
ଏହି ହିସାବ ଅଟକଳ ଓ ଯୋଜନା ୨ୟ ସ୍ତରରେ କରାଯାଇଛି । ସମସ୍ତଙ୍କ ମତାମତ ପରେ ଯୋଜନାରେ ସଂଶୋଧନ କରାଯାଇ କାର୍ଯକାରୀ କରାଯିବା । ତେଣୁ ସମସ୍ତଙ୍କୁ ଅନୁରୋଧ ଯେ ଏଥିରେ ଶିଘ୍ର ମତାମତ ଦେଲେ ସେହି ହିସାବାରେ ଅନୁଦାନ ପାଇଁ ଅବେଦନ କରାଯିବ । ଧନ୍ୟବାଦ--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୦:୧୩, ୧୬ ଫେବୃଆରୀ ୨୦୧୭ (IST)
ସମର୍ଥନ -ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୨୨:୧୭, ୧୮ ଫେବୃଆରୀ ୨୦୧୭ (IST)
ଏଇଟିକୁ ଯେତେ ଚଞ୍ଚଳ ପଢ଼ିଲେ ଭଲ ।
ଉଇକିମିଡ଼ିଆ ଫାଉଣ୍ଡେସନର କାର୍ଯ୍ୟକ୍ରମ ଓ ସମ୍ମିଳନୀ ପାଇଁ ପାଣ୍ଠି ଆବେଦନର ଶେଷ ତାରିଖ ମଇ ୨୮ । ଯଦି ଆମେ ଏଥର ଆବେଦନ କରିନ ପାରୁଛୁ ତାହେଲେ ସେପ୍ଟେମ୍ବରରେ ଯାଇ ଆବେଦନ କରିପାରିବୁ । ଆଉ ସେ ପାଣ୍ଠି ଆସିବା ବେଳକୁ ନଭେମ୍ବର । ତେଣୁ ଏତେ ବିଳମ୍ବ କରିବା ଅପେକ୍ଷା ଆଗରୁ ଆରମ୍ଭ ହୋଇଥିବା ଏ ଆଲୋଚନାରେ ଆଉଥରେ ଅନୁରୋଧ କରୁଛି ଯେ ଆମେମାନେ ଶନିବାର ସକାଳେ ଆଇଆରସିରେ ଘଣ୍ଟେ ପାଖାପାଖି କଥା ହୋଇପାରିଲେ ଭଲହୁଅନ୍ତା (ମୁଁ ନିଜେ କାଲି ବ୍ୟସ୍ତଥିବାରୁ କାଲି ଭାଗନେଇପାରୁନି ତେବେ ବାକିମାନଙ୍କୁ କାଲି ସୁବିଧା ହେଉଥିଲେ କାଲି ମଧ୍ୟ ଭେଟି ଆଲୋଚନା କରିପାରିବେ) ।
ଉଇକିମିଡ଼ିଆର ଆବେଦନ ଫର୍ମଟିଏ ରହିଛି । ଆମେ ଏଇଠି ସେ ଫର୍ମଟିକୁ କପିକରିଆଣି ଡ୍ରାଫ୍ଟରେ ଲେଖିବା ଆରମ୍ଭ କରିବା ଆଉ ସରିଗଲେ ରବିବାର ଦିନ ସଞ୍ଜ ସୁଦ୍ଧା ଆବେଦନ କରିବା ।
--ସୁଭାସିସ ପାଣିଘରି (ଆଳାପ) ୧୮:୫୮, ୨୫ ମଇ ୨୦୧୭ (IST)
ଭିନ୍ନ ଭିନ୍ନ କାରଣ ହେତୁ ଏଯାଏ ଆବେଦନ ଫର୍ମରେ କେହି ନିଜ ମତ ଆଦି ଦେଇପାରିନାହାନ୍ତି । ତେବେ ଏଥି ପାଇଁ କାହାରିକୁ ଦୋଷ ବି ଦେଇହେବନି କାରଣ ଆମ ହାତରେ ସମୟ ଖୁବ କମ ଥିଲା । ତେବେ ପଛ କଥା ଭାବିଲେ ଦୁଃଖ ଲାଗିବ ଭାବି ମୁଁ ବି ବେଶୀ ଭାବୁନି ଆମେ କେତେ ବଡ଼ ଜିନିଷ ହରେଇଲେ । ତେଣୁ ବଡ଼ ଶିକ୍ଷା ଯୋଡ଼ିଏ ହେଲା:
ଆମ ପାଇଁ ଆଗାମୀ ଉଇକିମିଡ଼ିଆ ଗ୍ରାଣ୍ଟ ଆବେଦନ କରିବା ପାଇଁ ୩ ମାସ ରହିଲା (ଅନ୍ୟଆଡ଼ୁ ପାଣ୍ଠି ଆଣି ଆମେ ତା ଆଗରୁ ବି କରିପାରିବା ତେଣୁ କେହି କିଛି କରିପାରିଲେ ଭଲ ହେବ) । ଏମାସର ଆଉ କିଛି ଦିନ, ଜୁନ, ଜୁଲାଇ ଓ ଅଗଷ୍ଟ ଭିତରେ ଆପଣ ସମସ୍ତେ ଯେତେ ପାରିବେ ଏଇଠିକି ଯାଇ ବିଭିନ୍ନ ବିଷୟରେ ଲେଖୁଥିବେ । ସବୁକୁ ମିଶାଇ ଆମେ ଶେଷରେ ସେପ୍ଟେମ୍ବର ୨୦ ଆଡ଼କୁ ଆବେଦନ କରିବା । ସମୟ ଅଧିକ ଥିଲେ ମଧ୍ୟ ଏବେଠୁ ଲେଖା ଆରମ୍ଭ କରିବାକୁ ଅନୁରୋଧ । ଫଳରେ ଶେଷ ବେଳକୁ ଏଥର ଭଳି ଅସୁବିଧା ଆଉ ନହେଉ ।--ସୁଭାସିସ ପାଣିଘରି (ଆଳାପ) ୧୨:୫୮, ୨୭ ମଇ ୨୦୧୭ (IST)
ଏଇଠି ତଳେ ଆମ ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ୧୫ ତମ ଜନ୍ମତିଥିରେ ଆଉ କଣ କରିପାରିବା ସେ ବାବଦରେ ନିଜ ମତ ଦିଅନ୍ତୁ । ହାତରେ ଖୁବ କମ ସମୟ ଥିବାରୁ ବେଶୀ ବଡ଼ କିଛି କରିହେବନି । ତେବେ ଆମେ ସମସ୍ତେ ଅଲଗା ଅଲଗା ସ୍ଥାନରେ ଥିବାରୁ ଅନଲାଇନ ଗଣ-ସମ୍ପାଦନା ଭଳି କିଛି କରି ଆଗରୁ ଲେଖାଥିବା ପ୍ରସଙ୍ଗରେ ଫଟୋ, ଆଧାରଆଦି ଯୋଡ଼ିବା ଓ ମିଡ଼ିଆରେ ଓଡ଼ିଆ ଉଇକିପିଡ଼ିଆ ବାବଦରେ ପ୍ରଚାର ପ୍ରସାର ଆଦି ଭଳି କିଛି କାମ କରିପାରିବା । ତେବେ ଆପଣ ସମସ୍ତେ ନିଜ ନିଜ ମତ ତଳେ ଦେଲେ ଭଲ ହେବ ।--ସୁଭାସିସ ପାଣିଘରି (ଆଳାପ) ୧୨:୫୮, ୨୭ ମଇ ୨୦୧୭ (IST)
ମୁଁ କାଲି ଗୋଟେ କଥା ଭାବୁଥିଲି । ଆମର ଏମିତିରେ ତ ସବୁ ବିଳମ୍ବ ହେଲାଣି । ହେଲେ ବଡ଼ ସଭା ହେଲାନି ବୋଲି ଆଉ ମୁଣ୍ଡ କୋଡ଼ି କିଛି ଲାଭ ନାହିଁ । ଆମେ ଏ ତିନିଦିନିଆ ଗଣସମ୍ପାଦନାକୁ କିଛି ମାସ ପାଇଁ ବଢ଼େଇଦେଲେ କେମିତି ହୁଅନ୍ତା? ସେ ପୃଷ୍ଠାରେ କୌଣସି ଆଗରୁ ଥିବା ପୃଷ୍ଠାକୁ ଉଇକିଆଳିଏ ଉନ୍ନତ କରନ୍ତେ । ଆଉ ଆମେ ଅକ୍ଟୋବର/ନଭେମ୍ବର ଆଡ଼କୁ ବଡ଼ ସଭାଟେ କଲେ ସବୁଠୁ ଅଧିକ ସମ୍ପାଦନା କରିଥିବା ଉଇକିଆଳିଙ୍କୁ କିଛି ପୁରସ୍କାରରେ ସମ୍ମାନୀତ କରନ୍ତେ । ତେବେ ସମସ୍ତେ ଏଠି ତଳେ ନିଜ ନିଜର ମତ ଦିଅନ୍ତୁ । ମନକୁ ପାଇଲେ ଜନ୍ମଦିନ ପୃଷ୍ଠାରେ ଗୋଟେ ଉପପୃଷ୍ଠା ତିଆରି କରି ଏ କାମ ଆରମ୍ଭ କରିଦେବା । (--ସୁଭାସିସ ପାଣିଘରି (ଆଳାପ) ୦୯:୧୫, ୪ ଜୁନ ୨୦୧୭ (IST)) ଆଉ ଗତକାଲି ବ୍ୟବହାରକାରୀ:MKar ଫେସବୁକରେ ସେଆରିଥିବା ଲିଙ୍କଗୁଡ଼ିକ ଏ କାମରେ ଢେର ଲାଗିବ:
ଓଡିଆ ଉଇକିପିଡିଆର ୧୫ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରରେ ଥିବା ଉଇକିଆଳି ମାନେ ଭେଟ ହେଇଥିଲୁ । ଟୁଙ୍ଗୀ ସଭାର ଆଲୋଚନାରେ ଆଗକୁ ହେବାକୁ ଥିବା ଅନ୍ୟାନ୍ୟ ପ୍ରକଳ୍ପ ସହ ଉଇକିପିଡିଆର ଜନ୍ମଦିନ ଉତ୍ସବ ପାଳନ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଏଥର ଉଇକିଆଳି ମାନଙ୍କ ମଧ୍ୟରେ ଯୋଗାଯୋଗ ଓ ସମୟର ଅଭାବରୁ ଜନ୍ମ ଦିନ ପାଳନ ପାଇଁ ବ୍ୟାଘାତ ସୃଷ୍ଟି ହୋଇଛି ଏବଂ ଆମେ ସମୟରେ ଏଥିପାଇଁ ଗ୍ରାଣ୍ଟ ମଧ୍ୟ ଆବେଦନ କରିପାରିନୁ । ତେଣୁକରି ଏଥର ନଭେମ୍ବର ଶେଷ ସପ୍ତାହ କିମ୍ବା ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଉଇକିପିଡିଆ, ଉଇକି ପାଠାଗାର ଓ ଉଇକି ଅଭିଧାନର ବର୍ଷପୁରାଣୀ ଏକାଠି ଏକ ବଡ ଧରଣର ଉତ୍ସବ ସହ ପାଳନ କରିବାକୁ ଟୁଙ୍ଗୀସଭାରେ ଆଲୋଚନା କରିଛୁ । ସେଥିପାଇଁ ତା ଆଗରୁ ଆଗାମୀ ଗ୍ରାଣ୍ଟ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ଏଥିରେ ସଭିଙ୍କୁ ମତ ଦେବାକୁ ଅନୁରୋଧ ରହିଲା । --Chinmayee Mishra (ମୋ ଆଲୋଚନା) ୦୩:୧୮, ୫ ଜୁନ ୨୦୧୭ (IST)
ସମ୍ବାଦ '୧୦୦' ମହିଳା ଗଣସମ୍ପାଦନା, ସମ୍ବାଦ, ଓଡ଼ିଆ ଉଇକିପିଡ଼ିଆ ଓ ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି ଦ୍ୱାରା ଆୟୋଜିତ ଏକ ଗଣସମ୍ପାଦନା । ଏହି ଗଣସମ୍ପାଦନାରେ ଲକ୍ଷ୍ୟ ଓଡ଼ିଶାର ୧୦୦ଜଣ ମହିଳାଙ୍କ ଉପରେ ପ୍ରସଙ୍ଗ ତିଆରି କରିବା କିମ୍ବା ଉନ୍ନତ କରିବା । ଗଣ-ସମ୍ପାଦନାଟି ମାର୍ଚ୍ଚ ୧୮ ଓ ୧୯ରେ ସମ୍ବାଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଗଣସମ୍ପାଦନାରେ ପ୍ରସଙ୍ଗ ଗୁଡ଼ିକ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ମହିଳା ଶିକ୍ଷା ବିଭାଗ ଓ ସମ୍ବାଦ ତଥ୍ୟ ପ୍ରଦାନ କରିବ । ଭୁବନେଶ୍ୱରରେ ରହୁଥିବା ମହିଳା ଉଇକିଆଳି ମାନଙ୍କୁ ଏଥିରେ ଭାଗ ନେବାକୁ ଅନୁରୋଧ।--ଶୈଳେଶ (ପଚାରିବେ କିଛି?) ୧୧:୨୬, ୨୪ ଫେବୃଆରୀ ୨୦୧୭ (IST)
ଆପଣମାନେ ସଭିଏଁ ବୋଧେ ଜାଣିଥିବେ ଯେ ଓଡ଼ିଆ ଉଇକିପିଡ଼ିଆ ଭାରତୀୟ ଉପମହାଦେଶରେ ପ୍ରଚଳିତ ଭାଷାମାନଙ୍କ ଭିତରୁ ସବା ଆଗେ ତିଆରି ଉଇକିପିଡ଼ିଆ । ୨୦୦୧ ରେ ଇଂରାଜୀ ଉଇକିପିଡ଼ିଆ ତିଆରି ହେବାର ବର୍ଷେ ପରେ ଓଡ଼ିଆ ଉଇକିପିଡ଼ିଆର ଆରମ୍ଭ । ଯଦିଓ ପାଖାପାଖି ୯ ବର୍ଷ ଧରି ଏହା ଏକ ରକମ ନିଷ୍କ୍ରିୟ ହୋଇପଡ଼ିଥିଲା କିନ୍ତୁ ୨୦୧୧ ପରଠାରୁ ଏହା ସମ୍ପୂର୍ଣ୍ଣ ସକ୍ରିୟ ଓ ଏଥିରେ ସକ୍ରିୟ ଉଇକିଆଳିଙ୍କ ଯୋଗୁ ଉଇକିପାଠାଗାର ଓ ଉଇକିଅଭିଧାନ ଭଳି ସହ ପ୍ରକଳ୍ପ ଆରମ୍ଭ ହୋଇଛି । ଆମ ଓଡ଼ିଆ ଉଇକିଆଳି ସଂଘ କାଳକ୍ରମେ ବାକି ଭାରତୀୟ ଭାଷାର ଉଇକିଆଳି ସଂଘ ତୁଳନାରେ ଖୁବ ଅଧିକ ବିକଶିତ ହୋଇଛନ୍ତି ଓ ତାହାର ସିଧାସଳଖ ପ୍ରଭାବ ଆମ ଉଇକି-ପ୍ରକଳ୍ପମାନଙ୍କର ମାନରେ ଦେଖିହେବ । ଏହି ଦୃଷ୍ଟିରୁ ବିଚାର କଲେ ଓଡ଼ିଆ ଉଇକିଆଳି ସଂଘର ନିଜର ସ୍ୱାଧୀନ ପରିଚାଳନା ନିମନ୍ତେ ଏକ ବ୍ୟବହାରକାରୀ ଦଳ ବା "ଇଉଜର ଗ୍ରୁପ"ର ଆବଶ୍ୟକତା ପରିଲକ୍ଷିତ ହୋଇଛି । ଏ ବାବଦରେ ୨୦୧୫ରୁ ବିଭିନ୍ନ ସ୍ଥାନରେ ଆଲୋଚନା ହୋଇଛି ଆଉ ୨୦୧୬ ଉଇକି କନଫରେନ୍ସ ଇଣ୍ଡିଆ ଓ ଉଇକିମାନିଆରେ ଏକଯୁଟ ହୋଇଥିବା ଉଇକିଆଳିଏ ବିଧିବଦ୍ଧ ଭାବେ କିଛି ଆଲୋଚନା କରିଥିଲେ ।
ଇଉଜର ଗ୍ରୁପ ହେଲେ ଆମେ କଣ କଣ ଅଧିକ କରିପାରିବୁ ତାହା ତଳେ ଦେଖନ୍ତୁ:
ଏବେ କେଉଁଥିରେ ଅସୁବିଧା ଭୋଗୁଛୁ | ଇଉଜର ଗ୍ରୁପ ହେଲେ କଣ ସୁବିଧା ହେବ |
---|---|
| ଇଉଜର ଗ୍ରୁପ ଏକ ଆନୁଷ୍ଠାନିକ ପରିଚୟ ଏଣୁ ଏ ଅସୁବିଧାଟି ଦୂର ହେବ ଓ ଆମେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିଙ୍କୁ ସହଜରେ କିଛି ମିଳିତ କାମ ନିମନ୍ତେ ଆବେଦନ କରିପାରିବୁ । ବିଶେଷ କରି ବିଭିନ୍ନ ପ୍ରକଳ୍ପରେ ସରକାରୀ ସହଯୋଗ ଓ ବହିର କପିରାଇଟ ଆଣିବାରେ ଏହା ବିଶେଷ ସହାୟକ ହେବ । ଏହା ଛଡ଼ା ଉଇକିମିଡ଼ିଆ ଆଫିଲିଏସନ କମିଟିଠାରୁ ନିୟମିତ ପରାମର୍ଶ ମଧ୍ୟ ମିଳିପାରିବ । |
| ଏକ ଉଇକିମିଡ଼ିଆ ସହଯୋଗୀ ଅନୁଷ୍ଠାନ ଭାବେ କେବଳ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅନୁଦାନ ନୁହେଁ ବରଂ ନିୟମିତ ଅନ୍ୟାନ୍ୟ ସାହାଯ୍ୟ ମଧ୍ୟ ପାଇବ । |
| ଅନେକ ସ୍ଥାନରେ ଉଇକିମିଡ଼ିଆର ଅଫିସିଆଲ ଲୋଗୋ ଆଦିର ବ୍ୟବହାର ପାଇଁ ପ୍ରତିଥର ଉଇକିମିଡ଼ିଆ ଫାଉଣ୍ଡେସନଠାରୁ ଅନୁମତି ନେବାକୁ ପଡ଼ିବନାହିଁ । |
ଆଫିଲିଏସନ କମିଟିରେ ଥିବା ନିୟମ ମୁତାବକ ଆମ ଉଇଜର ଗ୍ରୁପର ନାମ "Odia Wikimedians User Group" ଦେବା ବାବଦରେ ଆପଣଙ୍କ ମତ ଲୋଡ଼ା । ଏଥି ସହିତ ଆପଣଙ୍କର କୌଣସି ଭିନ୍ନ ମତ ବା ପ୍ରଶ୍ନ ଥିଲେ ତଳେ ଲେଖନ୍ତୁ ।
--ସୁଭାସିସ ପାଣିଘରି (ଆଳାପ) ୧୦:୩୨, ୩୧ ମାର୍ଚ୍ଚ ୨୦୧୭ (IST)
ସମସ୍ତଙ୍କୁ ଇଉଜର ଗ୍ରୁପ ଗଠନ ସପକ୍ଷରେ ମତ ଦେଇଥିବାରୁ ଆପଣ ସଭିଙ୍କୁ ଅଶେଷ ସାଧୁବାଦ । ଯଦିଓ ଶୈଳେଶର ଓ ମୋର "Odia Uikiali User Group" ସପକ୍ଷରେ ମତ ଥିଲା ବାକି କେହି ସେ ବାବଦରେ ଜଣାଇ ନଥିବାରୁ ସାମୁହିକ ମତକୁ ଭିତ୍ତି କରି "Odia Wikimedians User Group" ନାଁ ରେ ଏକ ଉଇକି ପୃଷ୍ଠା ତିଆରି କରାଗଲା । ଯଦି କେହି କିଛି ବଦଳ ପାଇଁ ମତ ପୋଷଣ କରିବାକୁ ଚାହାଁନ୍ତି ତାହେଲେ ଉପର ବିଭାଗ "ଭିନ୍ନମତ" ଭିତରେ ଲେଖିବେ ।
ଆଗାମୀ କାମ ହେଉଛି ଆବେଦନ । ତେବେ ତା' ଆଗରୁ ଆପଣମାନଙ୍କୁ ତଳେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଭାଗ ନେବା ପାଇଁ ଅନୁରୋଧ:
User:USERNAME
କିମ୍ବା ପ୍ରକୃତ ନାମ
ଧାରାରେ ଲେଖିବେ ।name domain.com
ଧାରାରେ) ଓ ବ୍ୟବହାରକାରୀ ନାମ ଲେଖିବେ । ଜାଣି ରଖିବେ: ପ୍ରାଥମିକ ଯୋଗାଯୋଗ ପାଇଁ ଥିବା ଏହି ତିନି ଉଇକିଆଳିଙ୍କୁ ଛାଡ଼ି ଆହୁରି ଅଧିକ ଉଇକିଆଳି ପରିଚାଳନା ଦାୟିତ୍ୱରେ ରହିପାରିବେ । --ସୁଭାସିସ ପାଣିଘରି (ଆଳାପ) ୧୨:୦୩, ୭ ଅପ୍ରେଲ ୨୦୧୭ (IST)ଓଡ଼ିଆ ଉଇକିଆଳି ସଂଘର କିଛି ବିଶିଷ୍ଟ କାମ |
---|
|
ଉଇକିମିଡ଼ିଆ ଫାଉଣ୍ଡେସନ ତରଫରୁ ଆମକୁ ଆଉ କିଛି ପ୍ରଶ୍ନ ପଚରାଯାଇଛି । ସେ ଭିତରୁ ଗୋଟିଏ ହେଲା ଆମେ କିଭଳି ଭାବେ ନୂଆ ସଭ୍ୟମାନଙ୍କୁ ଏହି ଇଉଜର ଗ୍ରୁପ ଅନ୍ତର୍ଭୁକ୍ତ କରିବା । ତା'ର ଉତ୍ତରରେ ତଳଲିଖିତ ଉତ୍ତରଟି କିପରି ଲାଗୁଛି ଜଣାଇବେ (--ସୁଭାସିସ ପାଣିଘରି (ଆଳାପ) ୧୨:୩୭, ୨୨ ମଇ ୨୦୧୭ (IST)):
Existing and new members—that are active over six months on Wiki projects and preferably in Odia-language Wiki projects with more than 200 edits—who are interested to participate in various different activities of this user group can add their usernames below. If you are a new member and have not already contributed to Odia Wikipedia or any other Odia-language Wiki project, then we would recommend to start doing that. For Odia Wikipedia, visit the Chatasabha, a help desk for Odia Wiki ଓଡ଼ିଆ. You are free to ask questions about the two other active projects in Odia—Wikisoruce, and Wiktionary—in the same place. Anyone who can contribute to our activities can become a member. Please note that there is a need for some time commitment for each member while conducting activities. We would like to assume good faith for user's contributions rather than mandating it.
ଆମ ଇଉଜର ଗ୍ରୁପ ଲାଗି ଏଠାରେ ବର୍ଣ୍ଣିତ ନିୟମ ଅନୁସାରେ ତିଆରି ଲୋଗୋଟିଏ ଲୋଡ଼ା । ତଳେ ସେହି ଅନୁସାରେ ତିଆରି ଚାରୋଟି ଲୋଗୋ ଦିଆଗଲା । ତା ଭିତରୁ କେଉଁଟି ଠିକ ଲାଗୁଛି ଜଣାଇବେ ।
ଲୋଗୋ ୪ ଚଳନୀୟ । -- ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୨୩:୩୮, ୩୦ ମଇ ୨୦୧୭ (IST)
ଆଜି ଆଫକମ ଓ ଉଇକିମିଡ଼ିଆ ଫାଉଣ୍ଡେସନ ତରଫରୁ ଆମକୁ ଅନୁମୋଦନ ମିଳିଯାଇଛି । ଆମେ ସେମାନଙ୍କୁ ଦେଇଥିବା ୪ଟି ଲୋଗୋ ଭିତରୁ ଗୋଟିଏ ସେମାନେ ଅନୁମୋଦନ କଲାପରେ ଆମେ ସେହି ଲୋଗୋଟିକୁ ସବୁଠି ବ୍ୟବହାର କରିପାରିବା । ଆପଣ ସଭିଙ୍କୁ ଏ ଲମ୍ବା ପ୍ରକ୍ରିୟାରେ ସକ୍ରିୟ ଭାବେ ଭାଗନେଇଥିବାରୁ ଅଶେଷ ସାଧୁବାଦ ।
ଆଜିଠୁ ଆମ ଆଗାମୀ କାର୍ଯ୍ୟକ୍ରମସବୁ "ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ" ବା "ଓଡ଼ିଆ ଉଇକିଆଳି ଇଉଜର ଗ୍ରୁପ" ଦ୍ୱାରା ପରିଚାଳିତ ବୋଲି ଆମେ ଲେଖିପାରିବା । ଆମେ ଏବେ ଏକ ସଂଗଠନ ଭାବେ ନିଜର ପରିଚୟ ଦେଇପାରିବା । ତେଣୁ ଏଠାରେ ନିଜ ନାମ ଉଲ୍ଲେଖ କରିଥିବା ସଭିଏଁ ଏହି ସଂଗଠନର ସଭ୍ୟ । ଯେଉଁମାନେ ଏଠାରେ ନିଜ ନାମ ଉଲ୍ଲେଖ କରିନଥିଲେ କିନ୍ତୁ ଏବେ ସଂଗଠନରେ ସଭ୍ୟ ଭାବେ ଯୋଗଦେବାକୁ ଇଚ୍ଛୁକ ସେମାନେ ଏଠାରେ ସମସ୍ତ ନିୟମାବଳୀ ପଢ଼ି ନିଜ ନାମ ଲେଖାଇପାରିବେ । ସଭ୍ୟମାନେ ଆଗକୁ ଉଇକିଆଳି ଆଗକୁ କାହା ସହ କୌଣସି ସହବନ୍ଧନ କିମ୍ବା ଅନ୍ୟ କୌଣସି ଉଇକିପିଡ଼ିଆ/ଉଇକିମିଡ଼ିଆ ବିଷୟରେ କଥା ହେବାବେଳେ ନିଜକୁ "ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ" ବା "ଓଡ଼ିଆ ଉଇକିଆଳି ଇଉଜର ଗ୍ରୁପ"ର ଏକ ସଭ୍ୟ ଭାବେ ନିଜ ପରିଚୟ ଦେଇପାରିବେ ।--ସୁଭାସିସ ପାଣିଘରି (ଆଳାପ) ୧୩:୦୫, ୬ ଜୁଲାଇ ୨୦୧୭ (IST)
ଆମର ଆଗରୁ ଥିବା ଫେସବୁକ ପୃଷ୍ଠା ଓ ଦଳ ତଥା ଟୁଇଟର ଓ ଇନଷ୍ଟାଗ୍ରାମରେ ନାମ (ଇଉଜରନାମ ନୁହେଁ) ସେଥିରେ ଥିବା ଅକ୍ଷର ସୀମା ଅନୁସାରେ ବଦଳାଇବା । ତେବେ ତଳ ଲିଖିତ ନାମ ବଦଳ ପାଇଁ କାହାରି ଆପତ୍ତି/ଭିନ୍ନ ମତ ଥିଲେ ଆସନ୍ତା ରବିବାର ଆଗରୁ ଜଣାଇବେ । ନ ଥିଲେ ରବିବାର ଦିନ ରାତିରେ ସବୁ ନାମ ବଦଳାଯିବ । ଆମ ଲୋଗୋଟିକୁ ଅନୁମୋଦନ ପରେ ବଦଳାଯିବ ।--ସୁଭାସିସ ପାଣିଘରି (ଆଳାପ) ୧୫:୨୭, ୬ ଜୁଲାଇ ୨୦୧୭ (IST)
ସୋସିଆଲ ମିଡ଼ିଆ | ଏବେ ଥିବା ନାମ | ପ୍ରସ୍ତାବିତ ନୂଆ ନାମ |
---|---|---|
ଟୁଇଟର | ଓଡ଼ିଆ ଉଇକିଆଳି | ଓଡ଼ିଆ ଉଇକିଆଳି UG କେବଳ ୨୦ଟି ଅକ୍ଷର ରହିପାରିବ । ଓଡ଼ିଆରେ ଲେଖିଲେ ମାତ୍ରା, ଫଳା, "ଡ଼"ର ବିନ୍ଦୁ ଆଦି ମଧ୍ୟ ଗୋଟେ ଗୋଟେ ଅକ୍ଷର ଭାବେ ଗଣା ହେଉଥିବାରୁ ପୂରା User Group ଲେଖିହେଉନି |
ଫେସବୁକ ପୃଷ୍ଠା | ଓଡ଼ିଆ ଉଇକିପିଡ଼ିଆ (Odia Wikipedia) | ଓଡ଼ିଆ ଉଇକିଆଳି (Odia Wikimedians UG) |
ଫେସବୁକ ଦଳ | ଓଡ଼ିଆ ଉଇକିପିଡ଼ିଆ (Odia Wikipedia) | ଓଡ଼ିଆ ଉଇକିଆଳି (Odia Wikimedians UG) |
ଇନଷ୍ଟାଗ୍ରାମ | ଓଡ଼ିଆ ଉଇକିଆଳି UG | ଲୋଗୋ ଛଡ଼ା ଆଉ କିଛି ବଦଳାଇବା ଆବଶ୍ୟକତା ନାହିଁ |
Dear friends,
In an unfortunate turn of events, Wikipedia is currently blocked in Turkey, as can be seen from en: 2017 block of Wikipedia in Turkey
In order to express solidarity with the Turkish Wikipedia editors and readers, it is proposed that Indian Wikipedians write articles related to Turkey in their respective languages. Our message is clear — we are not motivated by any politics; we just want the Wikipedia to be unblocked in Turkey.
Participating members can create new articles on Turkish language, culture, political structure, religion, sports, etc. But the essential condition is that the articles should be related to Turkey.
Note: The normal Wikipedia rules also apply to all new articles. Wikipedia admins can facilitate other member contributions by creating project pages where users can list their newly written articles. --Hindustanilanguage (ମୋ ଆଲୋଚନା) ୦୦:୫୮, ୧ ମଇ ୨୦୧୭ (IST)
ଉଚ୍ଚାରଣ ଲାଗି ଓଡ଼ିଆ→ଇଣ୍ଟରନ୍ୟାସନାଲ ଫୋନେଟିକ ଲାଙ୍ଗୁଏଜ (IPA) ଓ ରୋମାନ/ଲାଟିନ ଲିପିକୁ ରୂପାନ୍ତର ପାଇଁ ଆମ କନଭର୍ଟର ଏବେ ସଜିଲ । ପ୍ରତୀକ ଓ ମୁଁ ଗତ କିଛି ସପ୍ତାହ ଧରି ଏଇଟିକୁ ତିଆରି କରିବାରେ ଲାଗିଥିଲୁ । ଆଜି ସେ କାମ ସରିଲା ।
ଓଡ଼ିଆ ଲିପିରେ ଲିଖିତ କୌଣସି ଶବ୍ଦ/ବାକ୍ୟର ଉଚ୍ଚାରଣ ଓଡ଼ିଆ ଜାଣିନଥିବା ଲୋକଙ୍କୁ ଦେଖାଇବା ପାଇଁ ତଥା ବିଭିନ୍ନ ଧରଣର ଭାଷା-ସମ୍ବନ୍ଧୀୟ ଗବେଷଣା ନିମନ୍ତେ ଇଣ୍ଟରନ୍ୟାସନାଲ ଫୋନେଟିକ ଲାଙ୍ଗୁଏଜ (ଆଇପିଏ-IPA) ଓ ରୋମାନ/ଲାଟିନ ଅକ୍ଷର ବ୍ୟବହାର କରାଯାଏ । ଆପଣ ସେସବୁ କାମ ପାଇଁ ଏହି କନଭର୍ଟର ବ୍ୟବହାର କରିପାରିବେ । ଏହା ମୋବାଇଲ ଦେଖଣାରେ ହୁଏତ କାମ କରିନପାରେ । କାମ କରୁନଥିଲେ ତଳକୁ ସ୍କ୍ରୋଲ କରି "ଡେସ୍କଟପ" ଦେଖଣା ସଚଳ କରନ୍ତୁ ।
ଏଥିରେ କିଛି ଭୁଲଭଟକା ଥିଲେ କନଭର୍ଟରର ଆଲୋଚନା ପୃଷ୍ଠାରେ ଯାଇ ଜଣାଇପାରିବେ କିମ୍ବା ଗିଠବରେ ନୂଆ ଇସୁଟିଏ ତିଆରିକରିପାରିବେ ।
ଏହି କନଭର୍ଟରର ମୂଳ କୋଡ଼ ଆମେ ଆଗରୁ ଉଇକିରେ ଥିବା ଗୋଟେ କନଭର୍ଟରରୁ ନେଇଛୁ । ଅତୀତରେ ସୃଜନିକାର କନଭର୍ଟର ଆଧାରରେ ମନୋଜ, ଜ୍ଞାନ, ଶିତି ଓ ମୁଁ ତିଆରି କରିଥିବା ବିଭିନ୍ନ କନଭର୍ଟରକୁ ମିଶାଇ ଜ୍ଞାନ ଉଇକିପିଡ଼ିଆରେ ଓ ଗିଠବରେ ଏକ କନଭର୍ଟର ତିଆରି କରିଥିବା ସଭିଏଁ ଜାଣିଥିବେ । ସେ କନଭର୍ଟରର କୋଡ଼ ଏଇଟିକୁ ତିଆରିବାରୁ ଖୁବ କାମରେ ଲାଗିଲା । ତେବେ ବିକାଶ ଉଇକିଅଭିଧାନରେ ନୂଆ ଶବ୍ଦ ଯୋଡ଼ିଲା ବେଳେ କେମିତି ଉଚ୍ଚାରଣ ଯୋଡ଼ାହେବ ବୋଲି ପଚାରି ନଥିଲେ ହୁଏତ ଏଇଟି ସମ୍ଭବ ହୋଇପାରିନଥାନ୍ତା । ଏହାର ସୋର୍ସ କୋଡ଼ ଏହି ଲିଙ୍କରେ ଉପଲବ୍ଧ (୨୦୧୭ ମସିହା ମଇ ୨ ତାରିଖରେ ଶେଷ ସାଇତା) ଓ ଏହା GNU General Public License v3.0ରେ ଉପଲବ୍ଧ (ଅଧିକ ସୂଚନା) । --ସୁଭାସିସ ପାଣିଘରି (ଆଳାପ) ୨୦:୦୨, ୨ ମଇ ୨୦୧୭ (IST)
Hello all,
(ଦୟାକରି ନିଜ ଭାଷାରେ ଅନୁବାଦ କରିବାରେ ସାହାଯ୍ୟ କରନ୍ତୁ)
The Wikidata development team is about to deploy a new feature on all Wikipedias. It is a new type of notification (via Echo, the notification system you see at the top right of your wiki when you are logged in), that will inform the creator of a page, when this page is connected to a Wikidata item.
You may know that Wikidata provides a centralized system for all the interwikilinks. When a new page is created, it should be connected to the corresponding Wikidata item, by modifying this Wikidata item. With this new notification, editors creating pages will be informed when another editor connects this page to Wikidata.
This feature will be deployed on May 30th on all the Wikipedias, excepting English, French and German. This feature will be disable by default for existing editors, and enabled by default for new editors.
This is the first step of the deployments, the Wikipedias and other Wiki projects will follow in the next months.
If you have any question, suggestion, please let me know by pinging me. You can also follow and leave a comment on the Phabricator ticket.
Thanks go to Matěj Suchánek who developed this feature!
ସାଧୁବାଦ! Lea Lacroix (WMDE) (talk)
କୋରାପୁଟର ଜଗନ୍ନାଥ ମନ୍ଦିରରେ ଥିବା ପାଠାଗାର ଜ୍ଞାନ ମନ୍ଦିରରେ ଅନେକ ବହି ଓ ତାଳପତ୍ର ପୋଥି (ପାଖାପାଖି ୫୦୦ ଗୋଟି) ସାଇତା ହୋଇ ରହିଛି । ଗତ ମାସେ ହେଲା ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ତାଙ୍କୁ ପୋଥି ପ୍ରକଳ୍ପ, ସ୍କାନିଂ, ଡିଜିଟାଇଯେସନର ମହତ୍ତ୍ୱ ବାବଦରେ ଅବଗତ କରାଇଛି । ସେମାନେ ରାଜି ଅଛନ୍ତି ଏବଁ ଆଉ ୩-୪ ଦିନ ଗଲେ ମୋ କାମ ଆରମ୍ଭ କରିବା ପାଇଁ ସମ୍ପୂର୍ଣ୍ଣ ଅନୁମତି ମିଳିଯିବ । ଏଣୁ ଏହି କାମ ଲାଗି ଭୁବନେଶ୍ୱରରେ ଥିବା ସ୍କାନର ମୋତେ ଦରକାର ପଡ଼ିବ । ଜ୍ଞାନ ମନ୍ଦିର ସହ ଏହି ମିଳିତ ପ୍ରକଳ୍ପ ଲାଗି ମୁଁ ସ୍କାନରଟି ମାସେ ପାଇଁ କୋରାପୁଟରେ ନିଜ ପାଖରେ ରଖି ଏହି କାମ କରିବାକୁ ଚାହିଁବି । ଏହା ନିମନ୍ତେ ସଭିଙ୍କ ଅନୁମତି ପାଇଁ ଆବେଦନ କରୁଛି । ଦୟାକରି ନିଜ ନିଜ ମତ ତଳେ ଜଣାନ୍ତୁ । - ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୧୭:୫୮, ୩୧ ମଇ ୨୦୧୭ (IST)
ଭୁବନେଶ୍ଵରରେ ଥିବା ସ୍କାନର ନିମନ୍ତେ ସମସ୍ତଙ୍କ ଅନୁମତି ବା ସମର୍ଥନ ଆବଶ୍ୟକ ନାହିଁ ବୋଲି ଭାବୁଛି । ସ୍କାନରଟି 'ସିଆଇଏସ'ର ସମ୍ପତ୍ତି, ତାହା ଓଡ଼ିଆ ଉଇକିଆଙ୍କ ନିମନ୍ତେ ଥିଲେ ମଧ୍ୟ ଓଡ଼ିଆ ଉଇକିଆଳିଙ୍କ ଜିମାରେ ନାହିଁ । ସିଆଇଏସ ପ୍ରୋଗ୍ରାମ ଆସୋସିଏଟ ଶୈଳେଶଙ୍କ ସହ ଯୋଗାଯୋଗ କରି ତମେ ଏହା ନେଇପାରିବ । ତୁମ ଉଦ୍ୟମ ନିମନ୍ତେ ସାଧୁବାଦ, ସମ୍ପୂର୍ଣ୍ଣ ସଫଳତା କାମନା କରୁଛି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୧୭, ୧ ଜୁନ ୨୦୧୭ (IST)
ଏହି ବର୍ଷ କିଛି କାମ ହେଇଛି ଓ କିଛି କାମ ବାକି ରହିଯାଇଛି, ଯାହାକୁ ମୁଁ ଭାବୁଛି ସମସ୍ତେ ଭାଗ ନେଇ ଆରମ୍ଭ କରିବା ।
Hi, you are invited to participate in the discussion on the proposal to make a banner through m: centralnotice to inform more people around the world about what the Turkish government has done about Wikipedia, ie all the language versions of Wikipedia are You are obscured, so in Turkey it is impossible to view the * .wikipedia.org site. To hope that the Turkish government will remove the block, it is necessary to raise awareness of this fact around the world because it is important to succeed in this mission because Wikipedia can not be seen in Turkey. With this message also for those interested, I invite him to sign the Wikimedian appeal.
If you have any questions or questions do not hesitate to contact me. Thanks best regards. --Samuele2002 (Talk!) ୧୭:୩୦, ୮ ଜୁନ ୨୦୧୭ (IST)
Hello, and sorry to write this message in English. You can help translating it.
Starting from today, you will be able to display Wikidata changes in both modes of the recent changes and the watchlist.
Read and translate the full message
ସାଧୁବାଦ! Lea Lacroix (WMDE) ୧୪:୦୩, ୨୯ ଜୁନ ୨୦୧୭ (IST)
(wrong target page? you can fix it here)
ଦୟାକରି ନିଜ ଭାଷାରେ ଅନୁବାଦ କରିବାରେ ସାହାଯ୍ୟ କରନ୍ତୁ
During Wiki Hackathon 2016, the Discovery team worked on one of the items on the 2015 community wishlist, namely enabling searching the archive of deleted pages. This feature is now ready for production deployment, and will be enabled on all wikis, except Wikidata.
Right now, the feature is behind a feature flag - to use it on your wiki, please go to the Special:Undelete
page, and add &fuzzy=1
to the URL, like this: https://test.wikipedia.org/w/index.php?title=Special%3AUndelete&fuzzy=1. Then search for the pages you're interested in. There should be more results than before, due to using ElasticSearch indexing (via the CirrusSearch extension).
We plan to enable this improved search by default on all wikis soon (around August 1, 2017). If you have any objections to this - please raise them with the Discovery team via email or on this announcement's discussion page. Like most Mediawiki configuration parameters, the functionality can be configured per wiki. Once the improved search becomes the default, you can still access the old mode using &fuzzy=0
in the URL, like this: https://test.wikipedia.org/w/index.php?title=Special%3AUndelete&fuzzy=0
Please note that since Special:Undelete is an admin-only feature, this search capability is also only accessible to wiki admins.
ସାଧୁବାଦ! CKoerner (WMF) (talk) ୦୦:୦୯, ୨୬ ଜୁଲାଇ ୨୦୧୭ (IST)
Hello,
CIS-A2K has published their newsletter for the months of June 2017. The edition includes details about these topics:
Hello,
CIS-A2K has published their newsletter for the months of July 2017. The edition includes details about these topics:
Please read the complete newsletter here.
If you want to subscribe/unsubscribe this newsletter, click here. --MediaWiki message delivery (ମୋ ଆଲୋଚନା) ୦୯:୨୮, ୧୭ ଅଗଷ୍ଟ ୨୦୧୭ (IST)
This article uses material from the Wikipedia ଓଡ଼ିଆ article ଅଭିଲେଖ ୨୦, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.