ଆଫ୍ଲିବରସେପ୍ଟ

ଆଫ୍ଲିବରସେପ୍ଟ, ବେପାର ନାମ ଇଲିଆ ଏବଂ ଜାଲ୍ଟ୍ରାପ୍, ଏକ ଔଷଧ ଯାହା ମାକୁଲାର ଡିଜେନେରେସନ ଏବଂ ଶରୀରର ବିଭିନ୍ନ ଅଂଶକୁ ବ୍ୟାପିଥିବା କଲୋରେକ୍ଟାଲ୍ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । କୋଲୋନ୍ କର୍କଟ ପାଇଁ ଏହା ଫ୍ଲୋରୋୟୁରେସିଲ୍, ଲ୍ୟୁକୋଭୋରିନ୍ ଏବଂ ଇରିନୋଟେକାନ୍ ସହିତ ଦିଆଯାଏ । ଏହା ଆଖିରେ ଇଞ୍ଜେକ୍ସନ କିମ୍ବା ଶିରାଭ୍ୟନ୍ତର ଇନଫ୍ୟୁଜନ‌ଦ୍ୱାରା ବ୍ୟବହୃତ ହୁଏ।|

ଆଫ୍ଲିବରସେପ୍ଟ
Clinical data
Trade namesEylea, Zaltrap
SynonymsZiv-aflibercept
AHFS/Drugs.comAflibercept monograph
Ziv-aflibercept monograph
MedlinePlusa612004
data
Pregnancy
category
  • AU: D
  • US: C (Risk not ruled out)
  • Not recommended
Routes of
administration
Intravenous, intravitreal injection
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
  • ℞ (Prescription only)
Chemical and physical data
FormulaC4318H6788N1164O1304S32
Molar mass୯୬,୮୯୮.୫୭ g·mol−1
  (verify)

ଆଖିରେ ବ୍ୟବହୃତ ହେଉଥିବା ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସବକଞ୍ଜକ୍ଟାଇଭାଲ୍ ରକ୍ତସ୍ରାବ, ଆଖି ଯନ୍ତ୍ରଣା ଏବଂ ମୋତିଆବିନ୍ଦୁ ହୋଇପାରେ । କର୍କଟ ପାଇଁ ବ୍ୟବହୃତ ହେଉଥିବା ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ତରଳ ଝାଡ଼ା, ଅଧିକ ଯକୃତ ଏନଜାଇମ୍ ଏବଂ କମ୍ ପ୍ଲାଲେଟ୍ ହୋଇପାରେ । କର୍କଟ ନିମନ୍ତେ ବ୍ୟବହୃତ ହେଉଥିବା ଔଷଧର ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ଜଠରାନ୍ତ୍ର ଛିଦ୍ର ଏବଂ କ୍ଷତ ଉତ୍ତମ ରୂପେ ଭଲ ନ ହେବା ଦେଖାଯାଏ । ଏହା ଭାସ୍କୁଲାର ଏଣ୍ଡୋଥେଲିଆଲ୍ ବୃଦ୍ଧି ଫ୍ୟାକ୍ଟର୍ (VEGF) ଏବଂ ପ୍ଲାସେଣ୍ଟାଲ୍ ବୃଦ୍ଧି ଫ୍ୟାକ୍ଟର୍ (PlGF)ର ଏକ ଅବରୋଧକାରୀ ଔଷଧ ।

ଆଫ୍ଲିବରସେପ୍ଟ ୨୦୧୨ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ନିମନ୍ତେ ଅନୁମୋଦନ କରାଯାଇଥିଲା । ଆଖି ଉପଚାର ନିମନ୍ତେ ଯୁକ୍ତରାଷ୍ଟ୍ରରେ ମାସକୁ ଥରେ ଦିଆଯାଉଥିବା ମାତ୍ରାର ମୂଲ୍ୟ ୧୯୫୦ ଡଲାର ଥିଲା । ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୪୧ ପାଉଣ୍ଡ ।ଅଟେ । କର୍କଟ ରୋଗ ପାଇଁ ବ୍ୟବହୃତ ୨୫ମିଗ୍ରା/ମିଲି ଥିବା 4 ମି.ଲି. ଦ୍ରବଣର ମୂଲ୍ୟ ଯୁକ୍ତରାଷ୍ଟ୍ରରେ ୧୬୮୦ ଡଲାର ଓ ଯୁକ୍ତରାଜ୍ୟରେ ୧୯୬ ପାଉଣ୍ଡ ।

ଆଧାର

Tags:

ଆରିନୋଟେକାନଫଲିନିକ ଏସିଡଫ୍ଲୋରୋୟୁରାସିଲବୃହଦନ୍ତ୍ର-ମଳାଶୟ କର୍କଟମାକୁଲାର ଡିଜେନେରେସନ

🔥 Trending searches on Wiki ଓଡ଼ିଆ:

ରାଜନୀତି ବିଜ୍ଞାନଇଣ୍ଡୋନେସିଆ ସରକାରସଦାଶିବ ପ୍ରଧାନୀଜଗମୋହନଭାରତର ରାଷ୍ଟ୍ରପତିବୀଜାଣୁଫକୀର ମୋହନ ସେନାପତିଦଶାବତାରବଣ୍ଡା ଜନଜାତିଆଖିଓଡ଼ିଆ କଥାଚିତ୍ର ଜଗତଫତୁରାନନ୍ଦସମ୍ବାଦ (ଖବରକାଗଜ)୨୫ ମାର୍ଚ୍ଚପୁଷ୍ପେନ୍ଦ୍ର ସିଂହ ଦେଓଶରତ କୁମାର ମହାନ୍ତିନିର୍ମଳା (ଉପନ୍ୟାସ)ପାର୍ବତୀ ଘୋଷଖ୍ରୀଷ୍ଟ ଧର୍ମପରିସଂଖ୍ୟାନକଟକସମାଜ ବିଜ୍ଞାନସରୋଜିନୀ ନାଇଡୁରାଧାପଶ୍ଚିମ ଓଡ଼ିଶାନଳିନୀକାନ୍ତ ମହାନ୍ତିମିଳିମିଳାରାମଚନ୍ଦ୍ର ବେହେରାରବର୍ଟ ମୂଗଦେବଦୀପାବଳିସୀସାପଞ୍ଚସଖାଟୁକୁନି ସାହୁହଜଉପେନ୍ଦ୍ର ଭଞ୍ଜ୧୫୭୯ଇଣ୍ଡୋନେସିଆବ୍ରତଚେକ୍ ଗଣରାଜ୍ୟ୧୭୯୦୨୭ ମାର୍ଚ୍ଚଓଡ଼ିଆ ନାଟକଆକବରକନଫୁସିଅସବାଦଓଡ଼ିଆ ସାହିତ୍ୟସୁବର୍ଣ୍ଣପୁର ଜିଲ୍ଲାଗୋବିନ୍ଦ ତ୍ରିପାଠୀଶ୍ୱେତସାରଚାଉଳବିଜୁ ଜନତା ଦଳଉତ୍କଳ ବ୍ରାହ୍ମଣଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ପ୍ରଫୁଲ୍ଲ ସାମଲନୀଳକଣ୍ଠ ଦାସଗୁରୁବାରଆର୍ଟିଫିସିଆଲ ଇଣ୍ଟେଲିଜେନ୍ସବିଶ୍ୱ ତମାଖୁହୀନ ଦିବସକଳାହାଣ୍ଡି (କବିତା)ଅଚ୍ୟୁତ ସାମନ୍ତଏଚଆଇଭି/ଏଡସକିଏ ଦବ ଟକ୍କରକପିଳେନ୍ଦ୍ର ଦେବମାଂସର ବିଳାପଗୁଜରାଟଭାସ୍କୋ ଡା ଗାମାକଳ୍ପନା ଚାୱଲାପଣା ସଂକ୍ରାନ୍ତିମେଧା ପାଟକରଇସଲାମ ଧର୍ମ୧ ମାର୍ଚ୍ଚରତି ରଞ୍ଜନ ମିଶ୍ରରଶ୍ମି ରାଉଳ🡆 More