ଆଘାତ

ଆଘାତ ପ୍ରାଣୀମାନଙ୍କର ଶାରୀରିକ କ୍ଷତିକୁ ବୁଝାଏ । ଦୁର୍ଘଟଣା, ପତନ, ମାଡ଼, ଅସ୍ତ୍ର ଓ ଅନ୍ୟାନ୍ୟ କାରଣମାନଙ୍କଦ୍ୱାରା ଏହା ସଂଘଟିତ ହୁଏ ।

ଆଘାତ
The knee of a patient is examined with the help of radiography after an injury.

ଗୁରୁ ଆଘାତ ଗମ୍ଭୀର ଫଳପ୍ରଦ ହୋଇ ଅବଶେଷରେ ବିକଳାଙ୍ଗ ଓ ମୃତ୍ୟୁ ହୋଇପାରେ ।

ସନ ୧୯୯୦ରେ ଆଘାର ଯୋଗୁ ୪.୩ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ୪.୮ ମୃତ୍ୟୁ ହୋଇଥିଲା । ୩୦%ରୁ ଅଧିକ ମୃତ୍ୟୁ ପରିବ‌ହନ ଜନିତ ଆଘାର ଯୋଗୁ ହୋଇଥିଲା । ପାଞ୍ଚ ବର୍ଷରୁ କମ୍ ପିଲାଙ୍କ ମଧ୍ୟରୁ ସନ ୧୯୯୦ରେ ୭୬୬,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୩୬୭,୦୦୦ ମୃତ୍ୟୁ ହୋଇଥିଲା । ସମୁଦାୟ ମୃତ୍ୟୁ ସଂଖ୍ୟାର ୯% ଆଘାତ ଯୋଗୁ ହୋଇଥିବା ବେଳେ ସାରା ପୃଥିବୀରେ ମୃତ୍ୟୁ ସଂଖ୍ୟାର ସପ୍ତମ ସ୍ଥାନରେ ଏହାର ନାମ ଅଛି ।

ବର୍ଗୀକରଣ

ଆମେରିକାର ବୁରୋ ଅଫ ଲେବର ସ୍ଟାଟିସ୍‌ଟିକ୍‌ସ୍ ସଂସ୍ଥା, ରୋଗ (The United States Bureau of Labor Statistics) ଓ ବ୍ୟବସାୟୀକ (occupational) ଆଘାତକୁ ନେଇ ଏକ ବର୍ଗୀକରଣ ସିଷ୍ଟମ ଓ.ଆଇ.ଆଇ.ସି.ଏସ. (Occupational Injury and Illness Classification System ବା OIICS) ତିଆରି କରିଛନ୍ତି । ଏହି ସିଷ୍ଟମରେ ନିମ୍ନଲିଖିତ ବିଷୟକୁ ବିଚାରକୁ ନିଆଯାଇଛି ।

  • ଗୁଣ
  • ଶରୀରର ଅଂଶ
  • ଉତ୍ସ ଓ ଦ୍ୱିତୀୟକ ଉତ୍ସ
  • ଘଟଣା

ସନ ୧୯୯୨ରେ ଓ.ଆଇ.ଆଇ.ସି.ଏସ. ପ୍ରଥମେ ଛପା ହୋଇଥିଲା ଓ ତାପରେ ଅନେକ ଥର ଅଦ୍ୟତନ କରାହୋଇଛି ।

ଆଧାର

Tags:

ପ୍ରାଣୀ

🔥 Trending searches on Wiki ଓଡ଼ିଆ:

ପୂର୍ଣ୍ଣଚ୍ଛେଦକଟକଚିଲିକା (ବହୁବିକଳ୍ପ)ଓଡ଼ିଶାର ମାପ ବ୍ୟବସ୍ଥାବାରବାଟି ଦୁର୍ଗଦଶାବତାରନେତୃତ୍ୱଆଖିନଅତୁଣ୍ଡୀବିର୍ସା ମୁଣ୍ଡାପୂରଣବାଚକ ସଂଖ୍ୟାପକ୍ଷକଖାରୁ ଫୁଲ ଭଜାବୈଶାଖହେପାଟାଇଟିସବିଶ୍ୱନାଥ କରଗର୍ଭାଶୟ ଅନ୍ତଃସ୍ତର କର୍କଟସ୍ଥୌଲ୍ୟତାକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ସୋନପୁର ରାଜ୍ୟଗଙ୍ଗାଧର ମେହେରତପସ୍ୱିନୀତିଳ ଚତୁର୍ଥୀବିଜୁ ଜନତା ଦଳହେପାଟାଇଟିସ ବିପୁନମ ମିଶ୍ରବିଷମ କଟକରାସାୟନିକ ମୌଳିକବିରଳା ମନ୍ଦିର, କୋଲକାତାରକ୍ତରାଶି ଓ ନକ୍ଷତ୍ରଭକ୍ତ ଚରଣ ଦାସଜଗନମୋହ‌ନ ଲାଲଶିବଭାରତର ଜାତୀୟ ପତାକାରାଧାମୋହନ ଗଡ଼ନାୟକସାମାଜିକ ଆନ୍ଦୋଳନସ୍ତନଅନନ୍ତ ପଟ୍ଟନାୟକହୃଷୀକେଶ ପଣ୍ଡାପଖିଆସୁଭାଷ ଚନ୍ଦ୍ର ବୋଷବିରିୟାନୀନରେନ୍ଦ୍ର ମୋଦୀମଧୁସୂଦନ ରାଓନଅଙ୍କ ଦୁର୍ଭିକ୍ଷମଇ ଦିବସଛତୁ ତରକାରୀବୈକୁଣ୍ଠନାଥ ପଟ୍ଟନାୟକକାଶୀ ବିଶ୍ୱନାଥ ମନ୍ଦିରଉତ୍କଳ ସମ୍ମିଳନୀସ୍ତନ୍ୟପାୟୀଗୋପାଳ ଛୋଟରାୟପୁରୀ ଜିଲ୍ଲାଶ୍ରବଣା (ନକ୍ଷତ୍ର)ଅଲାରନାଥ ମନ୍ଦିରବର୍ଷା ପ୍ରିୟଦର୍ଶିନୀଖାଦ୍ୟତାଳଧ୍ୱଜଅନ୍ନଦା ଶଙ୍କର ରାୟଚାରି ଧାମନବଗୁଞ୍ଜରବଣଭୋଜି ବେଶଉପନିଷଦ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରଥଯାତ୍ରାବେଣୁଧର ରାଉତଶ୍ୱେତସାରରଥମୁକୁନ୍ଦ ଦେବ🡆 More