ଆଇନ କାନୁନ: ୨୦୧୧ର ଓଡ଼ିଆ କଥାଚିତ୍ର

ଆଇନ କାନୁନ, ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ଦ୍ର ପଣ୍ଡା । ବିଜୟଲକ୍ଷ୍ମୀ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ । ସନ୍ତୋଷ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏସ୍ ଶଙ୍କର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିବା ସ‌ହ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଆଇନ୍ କାନୁନ୍
ନିର୍ଦ୍ଦେଶକଏସ୍ ଶଙ୍କର
ପ୍ରଯୋଜକରବିନ୍ଦ୍ର ପଣ୍ଡା
ସଂଳାପସନ୍ତୋଷ ମିଶ୍ର
ଚିତ୍ରନାଟ୍ୟଏସ୍ ଶଙ୍କର
କାହାଣୀବିଜୟଲକ୍ଷ୍ମୀ ପଣ୍ଡା
କଳାକାରତନ୍ମୟ ମିଶ୍ର, ବବ୍‌ଲି, ମିହିର ଦାସ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ସମରେଶ ରାଉତରାୟ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଅଜିତ ଶ୍ରୀବାସ୍ତବ
ସମ୍ପାଦକକୁନା ରାଉଳ
ମୁକ୍ତିଲାଭ ତାରିଖ
୧୬ ଡିସେମ୍ବର ୨୦୧୧
କଥାଚିତ୍ରର ସମୟ
୧୨୧ ମିନିଟ୍
ଦେଶଆଇନ କାନୁନ: ଅଭିନୟରେ, ଗୀତ ଓ ସଙ୍ଗୀତ, ଆଧାର ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତନ୍ମୟ ମିଶ୍ର ଏବଂ ବବ୍‌ଲି । ମିହିର ଦାସ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ସମରେଶ ରାଉତରାୟ, ସୁମନ, ନୃସିଂହ ମହାନ୍ତି, ଅମର, ପ୍ରିୟଙ୍କା ମହାପାତ୍ର, ମୂଷା, କିଷାନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟରେ

ଗୀତ ଓ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ବାପୁ ଗୋସ୍ୱାମୀ, ନିର୍ମଳ ନାୟକ, ସୁଜିତ ପରିଜା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଜେମସ୍, ଅଭିଜିତ ମଜୁମଦାର, ଇରା ମହାନ୍ତି, ଉଦିତ ନାରାୟଣ, ପମି, କୁମାର ସାନୁ, ଶାନ୍ତନୁ, ବାବୁଲ ସୁପ୍ରିଓ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଗୀତ

କ୍ରମଗୀତସମୟ
1."ମଣ୍ଡା ଫୁଲ" 
2."ଆରେ ନିଦ ଆରେ" 
3."ତମେ ଯେତେ ମୋ ଠାରୁ" 
4."ଏ ଜୀବନ ନୁହେଁ ଲୁହ ସାଗର" 
5."ଆମ୍ବ ବଉଳିଲା" 
6."ଆଖିର ଝରକାକୁ" 
7."ମୋ ମନ‌କୁ" 

ଆଧାର

ବାହାର ଆଧାର

Tags:

ଆଇନ କାନୁନ ଅଭିନୟରେଆଇନ କାନୁନ ଗୀତ ଓ ସଙ୍ଗୀତଆଇନ କାନୁନ ଆଧାରଆଇନ କାନୁନ ବାହାର ଆଧାରଆଇନ କାନୁନ

🔥 Trending searches on Wiki ଓଡ଼ିଆ:

ଗିରିଧର ଗମାଙ୍ଗରୋମୀୟ ସାମ୍ରାଜ୍ୟରାଧାନାଥ ରାୟଓଡ଼ିଆ ଭାଷାରାଖାଲ ମହାନ୍ତିରମଜାନଖୋର୍ଦ୍ଧାଯକୃତବୁଧବାରବସନ୍ତ କୁମାରୀ ପଟ୍ଟନାୟକମହାବୀର ଜୈନଚିତ୍ତରଞ୍ଜନ ଦାସଜାତୀୟ ସାହସିକତା ପୁରସ୍କାରତୁଳସୀ ଦାସଦେବସ୍ନାନ ପୂର୍ଣ୍ଣିମାକିଶୋରଚନ୍ଦ୍ରାନନ୍ଦ ଚମ୍ପୂଓଡ଼ିଆ କଥାଚିତ୍ର ଜଗତବିଶ୍ୱଜିତ ଦାସ୭ ଅପ୍ରେଲବିଶ୍ୱନାଥ କରଦହି ହାଣ୍ଡିରେବତୀ (କ୍ଷୁଦ୍ରଗଳ୍ପ)ବୈଷ୍ଣବ ପାଣିହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାଟୀକା ଗୋବିନ୍ଦ ଚନ୍ଦ୍ରଦୁର୍ଗାତାମିଲ ଭାଷାଭାରତୀୟ ଦଣ୍ଡ ସଂହିତା, ୧୮୬୦ସମୟ (କାଳ)ସୁଦଶା ବ୍ରତଶ୍ରୀତମ ଦାସନୃସିଂହନାଥ ଖୁଣ୍ଟିଆଲିନକ୍ସବନ୍ଦେ ଉତ୍କଳ ଜନନୀସମୀର ରଞ୍ଜନ ଦାଶ୪ ଅପ୍ରେଲବ୍ରହ୍ମୋତ୍ରୀ ମହାନ୍ତିଓଡ଼ିଆ ନବବର୍ଷଚମ୍ପୂଟାଟା ମୋଟରସଲକ୍ଷ୍ମୀ ପୁରାଣଉତ୍କଳ ଦୀପିକାତୁଷାରକାନ୍ତି ବେହେରାପଣାଛତିଶଗଡ଼ଅହଲ୍ୟାଆଣ୍ଟିସାଇକୋଟିକପର୍ଫେନାଜାଇନଝୁମରରାଜା ରାମମୋହନ ରାୟଶିବ ସେନାଲକ୍ଷ୍ମଣ ମିଶ୍ରଆତ୍ମହତ୍ୟାକାଞ୍ଚନ ଅୱସ୍ତିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପାରାଦ୍ୱୀପଅଳତାପୃଥିବୀ ଦିବସଜୁଲିଅସ ସିଜରବଡ଼ଦିନଓଡ଼ିଶାମହାଦେଶ🡆 More