ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅତାବିରା

ଅତାବିରା (କ୍ରମିକ ସଂଖ୍ୟା: ୪) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଅତାବିରା (ବି), ଅତାବିରା ବ୍ଳକ ଓ ଭେଡେନ ବ୍ଳକ ।

ଅତାବିରା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୦୯): ୧,୮୯,୧୪୪
ଜିଲ୍ଲା: ବରଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବରଗଡ଼
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କଠାରୁ ୨୫୪୭୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।ବିଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ, ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କଠାରୁ ୧୩,୩୨୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ୨୦୧୯ ନିର୍ବାଚନରେ ମଧ୍ୟ ସ୍ନେହାଙ୍ଗିନୀ ଛୁରିଆ ପୁଣି ଥରେ ବିଜୟୀ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, କୋରାପୁଟ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ନିହାର ରଞ୍ଜନ ମହାନନ୍ଦ ୪୯,୩୯୬ ୩୯.୬୫ -
ବିଜଦ ସ୍ନେହାଙ୍ଗିନୀ ଛୁରିଆ ୩୬,୦୬୭ ୨୮.୯୫ -
ସ୍ୱାଧୀନ ମିଲନ ସେଠ ୧୬,୩୦୮ ୧୩.୦୯ -
ଭାଜପା ବିପିନ ଭୁସାଗର ୧୧,୦୬୬ ୮.୮୮ -
ବସପା ମୁକ୍ତେଶ୍ୱର ମେହେର ୩,୯୩୨ ୩.୧୬ -
ସପା ପ୍ରେମରାଜ ନିଆଳ ୩,୪୬୨ ୨.୭୮ -
ସ୍ୱାଧୀନ ଚମାର ମହାନନ୍ଦ ୧,୨୨୬ ୦.୯୮ -
ସ୍ୱାଧୀନ ବ୍ରଜ ମୋହନ କାଲେଟ ୧,୧୨୨ ୦.୯୦ -
ଓଡ଼ିଶା ମୁକ୍ତି ମୋର୍ଚ୍ଚା ଶୁକ୍ର ମୁଦୁଲି ୧୮୧୮ ୨.୨୨ -
ଆରପିଆଇ (ଆ) ପ୍ରେମାନନ୍ଦ କହଁର ୧,୦୧୬ ୦.୮୨ -
ଭୋଟ ବ୍ୟବଧାନ ୧୩,୩୨୯ ୧୦.୭୦* -
ମତଦାନ ହାର ୧,୨୪,୬୨୦ ୬୫.୮୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ପ୍ରଥମ ଥର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ହେଲେ:

ଆଧାର

ବାହାର ତଥ୍ୟ

Tags:

ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅତାବିରା ୨୦୦୯ ନିର୍ବାଚନ ଫଳାଫଳବିଧାନ ସଭା ନିର୍ବାଚନ ମଣ୍ଡଳୀ ଅତାବିରା ନିର୍ବାଚିତ ବିଧାୟକଗଣବିଧାନ ସଭା ନିର୍ବାଚନ ମଣ୍ଡଳୀ ଅତାବିରା ଆଧାରବିଧାନ ସଭା ନିର୍ବାଚନ ମଣ୍ଡଳୀ ଅତାବିରା ବାହାର ତଥ୍ୟବିଧାନ ସଭା ନିର୍ବାଚନ ମଣ୍ଡଳୀ ଅତାବିରାଅତାବିରାଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବରଗଡ଼ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଚାରି ଧାମଶୀତଳ ଷଷ୍ଠୀ ଯାତ୍ରାକଟକବିଶ୍ୱଜିତ ଦାସଉତ୍କଳ ଦିବସ୧୯୯୪ଦାମୋଦର ରାଉତକୁକୁରଖୋର୍ଦ୍ଧା ଜିଲ୍ଲାନୀଳକଣ୍ଠ ଦାସକୋଣାର୍କଭୌଗଳିକ ଦିଗବାରେଣିବିଜୁ କୃଷକ କଲ୍ୟାଣ ଯୋଜନା୧୯୮୩ବିଭୂତି ପଟ୍ଟନାୟକସମ୍ବଲପୁର ଜିଲ୍ଲାଭାରତ ଛାଡ଼ ଆନ୍ଦୋଳନବନ୍ଦେ ମାତରମପାରଦବଡ଼ ଭାଉଜଓଡ଼ିଆ ନାଟକକେନ୍ଦୁଝର ଜିଲ୍ଲାଓଡ଼ିଆ କାବ୍ୟ କବିତାଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯କାଳିନ୍ଦୀ ଚରଣ ପାଣିଗ୍ରାହୀପଦାର୍ଥ୮ ଅପ୍ରେଲରାମତ୍ରିପୁରା ମିଶ୍ରଜବାହରଲାଲ ନେହେରୁରବୀନ୍ଦ୍ରନାଥ ଠାକୁରଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଜୟୀ ରାଜଗୁରୁରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିର୨୭ ଅପ୍ରେଲମନୋଜ ଦାସଜହ୍ନିଓଷାଅଶୋକ (ଗଛ)ଜଗନ୍ନାଥ ମନ୍ଦିରବେଙ୍ଗାଳୁରୁଜର୍ଜ କ୍ୟାଣ୍ଟରଗୋଦାବରୀଶ ମିଶ୍ରମଧୁସୂଦନ ରାଓ୨୧ ଅପ୍ରେଲଇତିହାସବିଶ୍ୱର ବ୍ୟସ୍ତତମ ବନ୍ଦରଜଗନ୍ନାଥଙ୍କ ବେଶଯମୁନାକଟକ ଚଣ୍ଡୀ ମନ୍ଦିରମୁସଲମାନକବାଡିଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଦମନ (୨୦୨୨ର କଥାଚିତ୍ର)ସିପାହୀ ବିଦ୍ରୋହଗଙ୍ଗାଧର ମେହେରଯଶୋବନ୍ତ ଦାସଚିକିତ୍ସା ବିଜ୍ଞାନବିନୋଦ କାନୁନଗୋବ୍ୟାଙ୍କ୧୬୩🡆 More