୧୯୮୦ କଥାଚିତ୍ର ଅଗ୍ନି ପରୀକ୍ଷା

ଅଗ୍ନି ପରୀକ୍ଷା, ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାମ ଅବତାର ଜଳନ । ଆଶାପୂର୍ଣ୍ଣା ଦେବୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବଳାଇ ସେନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଅଗ୍ନି ପରୀକ୍ଷା
ନିର୍ଦ୍ଦେଶକବଳାଇ ସେନ
ପ୍ରଯୋଜକରାମ ଅବତାର ଜଳନ
ସଂଳାପବିଜୟ ମିଶ୍ର
କାହାଣୀଆଶାପୂର୍ଣ୍ଣା ଦେବୀ
କଳାକାରଶ୍ରୀରାମ ପଣ୍ଡା
ମହାଶ୍ୱେତା ରାୟ
ପ୍ରସନ୍ନ ପତି
ସୂର୍ଯ୍ୟ ମିଶ୍ର
ସ୍ନିଗ୍ଧା ମହାନ୍ତି
ନାଗେନ ରାୟ
ସରସ୍ୱତୀ
ସଙ୍ଗୀତଶାନ୍ତନୁ ମହାପାତ୍ର
ଚିତ୍ରଗ୍ରହଣବିମଳ ମୁଖାର୍ଜୀ
ମୁକ୍ତିଲାଭ ତାରିଖ
୧୮ ଅପ୍ରେଲ ୧୯୮୦
ଦେଶ୧୯୮୦ କଥାଚିତ୍ର ଅଗ୍ନି ପରୀକ୍ଷା ଭାରତ
ଭାଷାଓଡ଼ିଆ

ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ, ପ୍ରସନ୍ନ ପତି, ସୂର୍ଯ୍ୟ ମିଶ୍ର, ସ୍ନିଗ୍ଧା ମହାନ୍ତି, ନାଗେନ ରାୟ, ସରସ୍ୱତୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ରଗୁରୁକୃଷ୍ଣ ଗୋସ୍ୱାମୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଭିକାରୀ ବଳ, ସ୍ୱରୂପ ଚକ୍ରବର୍ତ୍ତୀ, ଦେବାଶିଷ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

୧୯୮୦ କଥାଚିତ୍ର ଅଗ୍ନି ପରୀକ୍ଷା ଅଭିନୟ୧୯୮୦ କଥାଚିତ୍ର ଅଗ୍ନି ପରୀକ୍ଷା କାହାଣୀ୧୯୮୦ କଥାଚିତ୍ର ଅଗ୍ନି ପରୀକ୍ଷା ଗୀତ ଏବଂ ସଙ୍ଗୀତ୧୯୮୦ କଥାଚିତ୍ର ଅଗ୍ନି ପରୀକ୍ଷା ଆଧାର୧୯୮୦ କଥାଚିତ୍ର ଅଗ୍ନି ପରୀକ୍ଷା ବାହାର ଆଧାର୧୯୮୦ କଥାଚିତ୍ର ଅଗ୍ନି ପରୀକ୍ଷା

🔥 Trending searches on Wiki ଓଡ଼ିଆ:

ପ୍ରାଣବନ୍ଧୁ କରଓଡ଼ିଆଛାନ୍ଦଓମ୍ଏ. ପି. ଜେ. ଅବଦୁଲ କଲାମଅଶ୍ୱତ୍ଥାମାରଥଯାତ୍ରାଯଶୋବନ୍ତ ଦାସସତୀ (ହିନ୍ଦୁ ଦେବୀ)ମାୟାଧର ମାନସିଂହଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଶ୍ୱନାଥ କରଗଙ୍ଗାଧର ମେହେରସୌର ଶକ୍ତିନୀଳକଣ୍ଠ ଦାସଫକୀର ମୋହନ ସେନାପତିଦଣ୍ଡ ନାଟଶୀତଳ ଷଷ୍ଠୀ ଯାତ୍ରାଢେଙ୍କାନାଳସାଲଭାଡୋର ଡାଲିପାକସ୍ଥଳୀ ପ୍ରଦାହବିଧାତା (୨୦୦୩ର ଚଳଚ୍ଚିତ୍ର)୧୯୮୧ତାଳଧ୍ୱଜଭୂମି ପେଦନେକରଗୋପୀନାଥ ବାଗଚୁଡ଼ାଲାଟିନ ଭାଷାକାଳୀଚରଣ ପଟ୍ଟନାୟକନନ୍ଦ କିଶୋର ବଳରାଜତନ୍ତ୍ରପ୍ରିୟା ବଦଲାନିଭରତ (ରାମାୟଣ)କାଶ୍ମୀରଲଣ୍ଠନକୃଷ୍ଣ ଜନ୍ମାଷ୍ଟମୀଜାପାନଗନରିଆପଣସଗରିଷ୍ଠ ସାଧାରଣ ଗୁଣନୀୟକଫୋଷ୍ଟାମାଟିନିବଜଗତସିଂହପୁରସୌଭାଗ୍ୟ କୁମାର ମିଶ୍ରଇଟାକ୍ରାଇନିକ ଏସିଡରାସନ କାର୍ଡ଼ (ଭାରତ)ଇରା ମହାନ୍ତିDharanidhar Bhuyanନୃସିଂହଚବିଶ ଗୁରୁରାଜାରାଣୀ ମନ୍ଦିର୧୯୮୦ଇଣ୍ଟେଲ୍‌ଜୀବନସାଥୀଧରିତ୍ରୀ (୧୯୭୩ର କଥାଚିତ୍ର)ସମ୍ବଲପୁରୀ ଭାଷାନୀଳମାଧବ ମନ୍ଦିରଗୋଦାବରୀଶ ମହାପାତ୍ରଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପିକଳାପାହାଡ଼ବିଜୟ ମିଶ୍ରଚଉଷଠି ଯୋଗିନୀ ମନ୍ଦିର, ହୀରାପୁରପୁଷ୍ଟିସାରଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଜର୍ମାନୀପଠାଣି ସାମନ୍ତଲୋକ ସଭା🡆 More