ଅକ୍ଷୟ କୁମାର ପଟ୍ଟନାୟକ: ଓଡ଼ିଆ ରାଜନୀତିଜ୍ଞ

ଅକ୍ଷୟ କୁମାର ପଟ୍ଟନାୟକ (୨୭ ଜୁନ ୧୯୪୭ - ୩୦ ମାର୍ଚ୍ଚ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଅକ୍ଷୟ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୮୫ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଙ୍କୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଅକ୍ଷୟ କୁମାର ପଟ୍ଟନାୟକ
ଅକ୍ଷୟ କୁମାର ପଟ୍ଟନାୟକ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀଯୋଗେଶ ଚନ୍ଦ୍ର ରାଉତ
ପର ଅଧିକାରୀଘନଶ୍ୟାମ ସାହୁ
ନିର୍ବାଚନ ମଣ୍ଡଳୀବାଙ୍କୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1947-06-27)ଜୁନ ୨୭, ୧୯୪୭
ମୃତ୍ୟୁ୩୦ ମାର୍ଚ୍ଚ ୨୦୦୨(2002-03-30) (ବୟସ ୫୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପୁଷ୍ପାଞ୍ଜଳୀ ପଟ୍ଟନାୟକ
ବାପା/ବୋଉସୁରେଶ ଚନ୍ଦ୍ର ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଅକ୍ଷୟ କୁମାର ପଟ୍ଟନାୟକ ୧୯୪୭ ମସିହାର ଜୁନ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁରେଶ ଚନ୍ଦ୍ର ପଟ୍ଟନାୟକ ଏବଂ ପତ୍ନୀଙ୍କ ନାମ ପୁଷ୍ପାଞ୍ଜଳୀ ପଟ୍ଟନାୟକ ।

ରାଜନୈତିକ ଜୀବନ

ଅକ୍ଷୟ କୁମାର ପଟ୍ଟନାୟକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଅକ୍ଷୟ କୁମାର ପଟ୍ଟନାୟକ ୨୦୦୨ ମସିହାର ମାର୍ଚ୍ଚ ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ଅକ୍ଷୟ କୁମାର ପଟ୍ଟନାୟକ ଜନ୍ମ, ପରିବାର ଓ ଶିକ୍ଷାଅକ୍ଷୟ କୁମାର ପଟ୍ଟନାୟକ ରାଜନୈତିକ ଜୀବନଅକ୍ଷୟ କୁମାର ପଟ୍ଟନାୟକ ମୃତ୍ୟୁଅକ୍ଷୟ କୁମାର ପଟ୍ଟନାୟକ ଆଧାରଅକ୍ଷୟ କୁମାର ପଟ୍ଟନାୟକଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଭାଗବତବଡ଼ ଭାଉଜQR codeଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକେଉଁ ଦୁନିଆରୁ ଆସିଲ ବନ୍ଧୁଜ୍ଞାନୀନ୍ଦ୍ର ବର୍ମାପଠାଣି ସାମନ୍ତମହେନ୍ଦ୍ର ସିଂହ ଧୋନି୧୯୮୧ଶୈଳବାଳା ଦାସଶାରଳା ପୁରସ୍କାରଦୁଦୁରାରୁକ୍ମିଣୀ ବିବାହକଳିଙ୍ଗ ଯୁଦ୍ଧଗୀତଗୋବିନ୍ଦଚିଲିକା ହ୍ରଦଖୁସି ଯୋଜନାଧରିତ୍ରୀତାରାତାରିଣୀ ମନ୍ଦିରମନୋଜ ଦାସଙ୍କ କଥା ଓ କାହାଣୀନବୀନ ପଟ୍ଟନାୟକଯଶୋବନ୍ତ ଦାସସମୁଦ୍ରପ୍ରମୁଖ ଅବସାଦ ବେମାରୀଲକ୍ଷ୍ମଣ ନାୟକଭାରତୀୟ ଜାତୀୟ କଂଗ୍ରେସଟର (ବେନାମୀ ନେଟୱାର୍କ)Taxonomy (biology)ବିରାଜ ଦାଶଭାରତ ଛାଡ଼ ଆନ୍ଦୋଳନନରେନ୍ଦ୍ର ମୋଦୀଅଶୋକ (ଗଛ)ପାଇକଝାରସୁଗୁଡ଼ାଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଗୁପଚୁପଅମ୍ଳରୋଗଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯କେବେ ତମେ ନାହଁ କେବେ ମୁଁ ନାହିଁଛ ମାଣ ଆଠ ଗୁଣ୍ଠବିଜୁ କୃଷକ କଲ୍ୟାଣ ଯୋଜନାଶାନ୍ତନୁ କୁମାର ଆଚାର୍ଯ୍ୟସୌର ଶକ୍ତିକ୍ରିଏଟିଭ କମନ୍ସଆଡାମ୍ ସ୍ମିଥ୍କାଳୀଚରଣ ପଟ୍ଟନାୟକକାନାଡ଼ାବେଲପ୍ରାଣବନ୍ଧୁ କରମାଳିକାଗୁରୁବାର୮ ଅପ୍ରେଲଢୁମ୍ପା୨୩ ମାର୍ଚ୍ଚଯାଜପୁରଚକ୍ରଧର ମହାପାତ୍ରଓଡ଼ିଆ ରାମାୟଣଗୋପୀନାଥ ବାଗଜଗନମୋହ‌ନ ଲାଲକଳାକଳେବର ଚଉତିଶାବର୍ଷାକଳିଙ୍ଗ, ଭାରତନୀଳକଣ୍ଠ ଦାସ🡆 More