ଆଲୋଚନା ସଭା

This page is not available in other languages.

(ଆଲୋଚନାଅବଦାନ)

ଦୁଇବର୍ଷ ହେଲାଣି ମୁଁ କଣ୍ଟେଣ୍ଟ ଟ୍ରାନ୍ସ‌ଲେସନ୍ ବ୍ୟବହାର କରିଆସୁଛି । ଗତ ବର୍ଷ ହାଇଦ୍ରାବାଦରେ ଆୟୋଜିତ ଉଇକି କନ୍‌ଫରେନ୍ସବେଳେ @Jnanaranjan sahu ଭାଇଙ୍କ ସହିତ ଆଲୋଚନା ବେଳେ ଏହାକୁ ସରଳୀକରଣ କରିବାର କିଛି ଉପାୟ କହୁଥିଲେ । କଣ୍ଟେଣ୍ଟ ଟ୍ରାନ୍ସଲେସନ ଯଦିଓ ଅନେକ ଲୋକଙ୍କ ଦ୍ୱାରା ତିଆରି ହୋଇଛି, କିନ୍ତୁ ବଡ଼ ପ୍ରସଙ୍ଗ ହେଲେ, ଏହା ଭଲରେ କାମ କରୁନି । ଅନୁବାଦ ମଧ୍ୟ ଅନେକ ସମୟରେ କଟିଯାଉଛି ଆଉ କେବଳ ଗୁଗୁଲ୍ ଟ୍ରାନ୍ସଲେସନ୍ ହିଁ ବ୍ୟବହାର ହୋଇପାରୁଛି । ନୂଆ ବ୍ୟବହାରକାରୀଙ୍କୁ ଅନୁବାଦ ପାଇଁ ଶିଖାଇବା ଟିକେ ସହଜ ହେବ ଆଉ ଜ୍ଞାନ ଭାଇଙ୍କ ମତ ଅନୁସାରେ, ଏହାର ଏକ ସରଳୀକରଣ ଟୂଲ୍ ଆମେ ନିଜେ ପ୍ରସ୍ତୁତ କରିପାରିଲେ ନୂଆ ବ୍ୟବହାରକାରୀଙ୍କୁ ଆକୃଷ୍ଟ କରିବାକୁ ସହଜ ହେବ । ତେଣୁ ଜ୍ଞାନ ଭାଇଙ୍କୁ ଅନୁରୋଧ ଯଦି ସମ୍ଭବ ହେବ, ତେବେ ଏହା ଉପରେ କାମ ଆଗକୁ ବଢ଼େଇବାକୁ ଏବଂ ଅନ୍ୟମାନଙ୍କୁ ଅନୁରୋଧ ଏହା ଉପରେ ମତ ରଖିବାକୁ ।


cc @Psubhashish @Hellohappy @Soumendrak

(ଆଲୋଚନାଅବଦାନ)

ଟୁଲ ତିଆରି ପାଇଁ ସାଧାରଣତଃ ଅଧିକ ସମୟ ଲାଗେ ତେଣୁ ଗ୍ରାଣ୍ଟଟେ ଆଣି କଲେ ଏ କାମଟି ଭଲରେ ହେବ । ମୁଁ ତମ ସହ ଏକମତ ଏ ଅସୁବିଧା ବାବଦରେ । ମୁଁ ନିଜେ ବିଙ୍ଗ ଟ୍ରାନ୍ସଲେଟର ବ୍ୟବହାର କରେ ହେଲେ ମାନୁଆଲି ସବୁ କରିବାକୁ ପଡ଼େ । ମୁଁ ଉଇକିକୋଡ଼ ସହ ପରିଚିତ ବୋଲି ସେତେ ବେଶୀ ଅସୁବିଧା ହୁଏନି । ହେଲେ ନୂଆଙ୍କ ପାଇଁ ସେ ବାଟ ଜମା ସୁବିଧା ନୁହେଁ । ଟୁଲ ହେଲେ ଉଇକି ଲିଙ୍କ ଆଦି ସହଜରେ ହେଇପାରିବ ତେଣୁ ସମସ୍ତଙ୍କୁ ନିହାତି ସୁବିଧା ହେବ ।

(ଆଲୋଚନାଅବଦାନ)

@Ssgapu22 ବିଷୟଟିକୁ ଆଲୋଚନା ସଭାରେ ଲେଖିଥିବାରୁ ଧନ୍ୟବାଦ ।

ଉଇକିମିଡ଼ିଆ ଅନୁବାଦ ଦଳଙ୍କୁ ବାରମ୍ବାର ମୁହାଁମୁହିଁ ଏବଂ ଫାବ୍ରିକେଟରରେ ଅନୁରୋଧ କରି ମଧ୍ୟ କିଛି ବିଶେଷ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

ଜ୍ଞାନ ଭାଇ ଏବଂ ମୁଁ Microsoft Azure ଅନୁବାଦ API ଉପଯୋଗ କରି ଆମ ଉଇକିପିଡ଼ିଆରେ ଏକ ଅନୁବାଦ ଉପକରଣ କରିବୁ ବୋଲି ମଝିରେ ଆଲୋଚନା କରିଥିଲୁ । ଶୁଭ ଭାଇଙ୍କ କହିବା ମୁତାବକ, @Jnanaranjan sahu ଭାଇ ଗ୍ରାଣ୍ଟଟିଏ ଆବେଦନ ହେଉ :) ।

"ଅନୁବାଦ ପାଇଁ ନୂଆ ଟୂଲ୍ ବାବଦରେ"ଙ୍କୁ ଉତ୍ତର

Tags:

ବ୍ୟବହାରକାରୀ:Jnanaranjan sahu

🔥 Trending searches on Wiki ଓଡ଼ିଆ:

ହରିପ୍ରସାଦ ଚୌରାଶିଆ୨୯ ମାର୍ଚ୍ଚଅଷ୍ଟ୍ରେଲିଆବିରଜା ମନ୍ଦିରଗୀତଗୋବିନ୍ଦମାଟିର ମଣିଷଗୋବିନ୍ଦ ତ୍ରିପାଠୀଗର୍ଭାଶୟ ଅନ୍ତଃସ୍ତର କର୍କଟରବୀନ୍ଦ୍ରନାଥ ଠାକୁରନବଗୁଞ୍ଜରଫେବୃଆରୀ ୨୯ମାର୍ଚ୍ଚ ୨୧ଭୁବନେଶ୍ୱରମହୁଛବିଳ ମଧୁ ବର୍ଣ୍ଣବୋଧଖାସି ମାଂସ ତରକାରୀଅମାବାସ୍ୟାର ଚନ୍ଦ୍ରସତ୍ୟବାଦୀ ବନ ବିଦ୍ୟାଳୟ୧୮ ଅକ୍ଟୋବରମସ୍କୋଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଦୟନାଥ ଷଡ଼ଙ୍ଗୀଟିଣରାସନ କାର୍ଡ଼ (ଭାରତ)୪ (ସଂଖ୍ୟା)ଶ୍ୱେତସାରଅଖିଳ ମୋହନ ପଟ୍ଟନାୟକସାରଳା ଦାସଛତୁ ତରକାରୀମୁକୁନ୍ଦ ଦେବମନୋଜ କୁମାର ମିଶ୍ରଶାସ୍ତି (ଓଡ଼ିଆ କଥାଚିତ୍ର)ଓଡ଼ିଆ ରାମାୟଣଆଶୁତୋଷ ପରିଡ଼ାବୈଜୟନ୍ତ ପଣ୍ଡାବେଲକମ୍ପ୍ୟୁଟରନୀଳକଣ୍ଠ ଦାସପାଇକ ବିଦ୍ରୋହମୟୂରସବ୍ୟସାଚୀ ମିଶ୍ରଦଶାବତାରଉଦ୍ଭିଦମହାନଦୀକୁଜିବର ପ‌ତ୍ରଗଙ୍ଗାଧର ରଥନେତୃତ୍ୱପାରମିତା ଶତପଥୀମହାବିଦ୍ୟାଭଣ୍ଡ ଗଣେଶ୧୭ ଫେବୃଆରୀରାମାବତାରମ୍ସୁଭାଷ ଚନ୍ଦ୍ର ବୋଷବିଜୟ ମିଶ୍ରରାଶି ଓ ନକ୍ଷତ୍ରଜମ୍ମୁ ତୱି ରେଳ ଷ୍ଟେସନଓଡ଼ିଶୀବଣଭୋଜି ବେଶବ୍ୟାଙ୍କକାଳୀଚରଣ ପଟ୍ଟନାୟକବଳରାମ ଦାସଅଷ୍ଟ୍ରିଆଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ସରୋଜିନୀ ନାଇଡୁବିଶ୍ୱନାଥ କରନଟବର ସାମନ୍ତରାୟଗଡ଼ଜାତ କୃଷକଗ୍ରହଏ. ପି. ଜେ. ଅବଦୁଲ କଲାମବୈଶାଖକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଜଗନ୍ନାଥଙ୍କ ବେଶପର୍ଫେନାଜାଇନ🡆 More