ସୂର୍ଯ୍ୟମଣି ଖୁଣ୍ଟିଆ: ଓଡ଼ିଆ ଅନୁବାଦକ, ସାହିତ୍ୟିକ

ସୂର୍ଯ୍ୟମଣି ଖୁଣ୍ଟିଆ (ଜନ୍ମ ୧୦ ଫେବୃଆରୀ ୧୯୫୨) ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ । ତାଙ୍କର ୨୪ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି । ନିଜ ଅନୁବାଦ ପୁସ୍ତକ ଯୁଗାନ୍ତପାଇଁ ସେ ୨୦୧୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ । ଏହି ପୁସ୍ତକଟି ମରାଠି ଲେଖକ ଇରାବତି ଖାର୍ଭେଙ୍କର ପୁସ୍ତକର ଓଡ଼ିଆ ଅନୁବାଦ । ସୂର୍ଯ୍ୟମଣି ବୃତ୍ତିରେ ଜଣେ ଶିକ୍ଷକ ।

ସୂର୍ଯ୍ୟମଣି ଖୁଣ୍ଟିଆ
ଜନ୍ମ ଓ ଜନ୍ମସ୍ଥାନ (1952-02-10) ୧୦ ଫେବୃଆରୀ ୧୯୫୨ (ବୟସ ୭୨)
ବେଗନା, କୋରେଇ, ଯାଜପୁର
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ

ରଚନାବଳୀ

  • ନୀଳନଦୀରୁ ଚନ୍ଦ୍ରଭାଗା
  • ‘ଚା’ ବଗିଚାର ଦୁଇଟି ଝିଅ
  • ଶେଷରାତ୍ରିର ଅଙ୍ଗ
  • ଖେଳନା
  • ଯୁଗାନ୍ତ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୨୦୧୭ (ଯୁଗାନ୍ତ ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୩
  • ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ, ୨୦୧୬ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଗୋକର୍ଣ୍ଣିକା ସମ୍ମାନ
  • ଯାଜପୁର ଜିଲ୍ଲା ମହୋତ୍ସବ ସମ୍ମାନ
  • ଯାଜପୁର ଜିଲ୍ଲା ଲେଖକ ସମ୍ମିଳନୀ ସମ୍ମାନ

ଆଧାର

Tags:

ଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ରାଜା ରାମମୋହନ ରାୟରତ୍ନାକର ଚଇନିଧର୍ମେନ୍ଦ୍ର ପ୍ରଧାନଗୁରୁପ୍ରସାଦ ମହାନ୍ତିସାରଦା ଦେବୀଉତ୍କଳ ବ୍ରାହ୍ମଣରଶ୍ମି ରାଉଳଅକ୍ଷାଂଶଚିତ୍ତରଞ୍ଜନ ଦାସଜଗନ୍ନାଥ ମହାନ୍ତି୪ ସେପ୍ଟେମ୍ବରହୃଦରକ୍ତନାଳୀ ରୋଗଉଇକିପିଡ଼ିଆୟୁ ଟ୍ୟୁବରାଣୀ ମୁର୍ମୁବାଣପୁରଭାରତର ଜାତୀୟ ପତାକାଓଡ଼ିଶାର ଅନୁସୂଚିତ ଜନଜାତି ତାଲିକା୧୫୫୨ମଠବେଦବୈଶାଖଚନ୍ଦ୍ରଯାନ-୧ମାଂସର ବିଳାପଦାମୋଦର ରାଉତଭାରତୀୟ ଡାକ ସେବାଶ୍ରାଦ୍ଧଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଅଷ୍ଟ୍ରେଲିଆ ଆଦିମ ଅଧିବାସୀକମଳାକାନ୍ତ ଲେଙ୍କାଯୌନ ସମ୍ଭୋଗଫିନଲ୍ୟାଣ୍ଡସୁଭାଷ ଚନ୍ଦ୍ର ବୋଷଓ ଅନ୍ଧଗଳିଚନ୍ଦନ ଯାତ୍ରାଉଇକିବିଦ୍ୟାଳୟରମାଦେବୀ ଚୌଧୁରୀମିଶେଲ ଓବାମାସଂତୃପ୍ତ ମିଶ୍ରଓଡ଼ିଆ ଉଇକିପିଡ଼ିଆଭିକାରୀ ବଳ୧ ମାର୍ଚ୍ଚବୈଦେହୀଶ ବିଳାସଓଡ଼ିଆ ଭ୍ରମଣ ସାହିତ୍ୟଜୟନ୍ତ ମହାପାତ୍ରଶାରଳା ପୁରସ୍କାରରାଷ୍ଟ୍ରୀୟ ପେନସନ ପ୍ରଣାଳୀସମ୍ବଲପୁରମେଲାଟୋନିନଜଳବାୟୁରତି ରଞ୍ଜନ ମିଶ୍ରମେଧା ପାଟକରକିଏ ଦବ ଟକ୍କରବ୍ୟୋମକେଶ ରାୟଓଡ଼ିଆ କବି ମାନଙ୍କର ତାଲିକାଜୟ ଜଗନ୍ନାଥସୌଭାଗ୍ୟ କୁମାର ମିଶ୍ରଜ୍ଞାନପୀଠ ପୁରସ୍କାରହରେକୃଷ୍ଣ ମହତାବବଙ୍ଗଳାଦେଶ ମୁକ୍ତିଯୁଦ୍ଧ🡆 More