ସର୍ବେଶ୍ୱର ମହାନ୍ତି

ସର୍ବେଶ୍ୱର ମହାନ୍ତି (୧ ଜୁଲାଇ ୧୯୪୪ - ୧୬ ମଇ ୨୦୨୧) ଓଡ଼ିଶା କ୍ୟାଡ଼ରର ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ସେ ଓଡ଼ିଶା ସରକାରଙ୍କ ଶ୍ରମ ଓ ନିଯୁକ୍ତି ବିଭାଗ ଏବଂ ଓଡ଼ିଶା ବିଧାନ ସଭାର ସଚିବ ଭାବରେ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଜଗତସିଂହପୁର, ଖୋର୍ଦ୍ଧା, ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଜାତୀୟ ମାନବ ଅଧିକାର ଆୟୋଗ ମହାନ୍ତିଙ୍କ ୧୯୯୯ ଓଡ଼ିଶା ମହାବାତ୍ୟାରେ ଜଗତସିଂହପୁର ଜିଲ୍ଲାରେ କରିଥିବା ରିଲିଫ ଓ ଉଦ୍ଧାର କାର୍ଯ୍ୟର ଭୁୟସୀ ପ୍ରଶଂସା କରିଥିଲେ ।

ସର୍ବେଶ୍ୱର ମହାନ୍ତି
ସର୍ବେଶ୍ୱର ମହାନ୍ତି
ଏକ ସାମ୍ବାଦିକ ସମ୍ମିଳନୀରେ ମହାନ୍ତି
ଶ୍ରମ ଓ ନିଯୁକ୍ତି ବିଭାଗର ସଚିବ ( ଓଡ଼ିଶା ସରକାର )
କାର୍ଯ୍ୟକାଳ
୮ ମାର୍ଚ୍ଚ ୨୦୦୪ – ୩୦ ଜୁନ ୨୦୦୪
ପୂର୍ବ ଅଧିକାରୀଏ କେ ତ୍ରିପାଠୀ
ପର ଅଧିକାରୀଲିଭିନସ କିଣ୍ଡୋ
ବ୍ୟକ୍ତିଗତ ସବିଶେଷ
ଜନ୍ମ
ସର୍ବେଶ୍ୱର ମହାନ୍ତି

(1944-07-01)୧ ଜୁଲାଇ ୧୯୪୪
ବାସୁଦେବପୁର, ଭଦ୍ରକ, ଓଡ଼ିଶା
ମୃତ୍ୟୁ୧୬ ମଇ ୨୦୨୧(2021-05-16) (ବୟସ ୭୬)
ଭୁବନେଶ୍ୱର
ଜାତୀୟତାଭାରତୀୟ
ଜୀବନ ସାଥୀସନ୍ଧ୍ୟା ମହାନ୍ତି
ଘରସହିଦ ନଗର, ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ବୃତ୍ତିଭାରତୀୟ ପ୍ରଶାସନିକ ସେବା ଅଧିକାରୀ

ମହାନ୍ତି, ଜଗତସିଂହପୁର ଜିଲ୍ଲାର ଅଳକା ମହାବିଦ୍ୟାଳୟ ଓ ଲୋକନାଥ ମହାବିଦ୍ୟାଳୟର ପରିଚାଳନା ସମିତିର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଆ ପତ୍ରିକା ନବରବିର ପରିଚାଳନା ସମ୍ପାଦକ ମଧ୍ୟ ଥିଲେ ।

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶା ସରକାରକେନ୍ଦ୍ରାପଡ଼ା ଜିଲ୍ଲାଖୋର୍ଦ୍ଧା ଜିଲ୍ଲାଜଗତସିଂହପୁର ଜିଲ୍ଲା୧୯୯୯ ଓଡ଼ିଶା ମହାବାତ୍ୟା

🔥 Trending searches on Wiki ଓଡ଼ିଆ:

ପୋତାଗଡ଼ସାହି ଯାତ୧୮ ଅଗଷ୍ଟ୫ ଅକ୍ଟୋବରଶକ୍ତିରାସାୟନିକ ମୌଳିକମିଥୁନ (ରାଶି)ଗୋପବନ୍ଧୁ ଦାସ୧୯୮୯କାଳୀକା ଭଗବତୀ ମନ୍ଦିରରଜ ପର୍ବଧ୍ୱନି ପ୍ରତିଧ୍ୱନିଗୁରୁ ପ୍ରସାଦ ମହାନ୍ତିଛ ମାଣ ଆଠ ଗୁଣ୍ଠଇନ୍‌ଫ୍ଲୁଏଞ୍ଜାମହାପ୍ରସାଦଭୂମିକମ୍ପଗଣନ ସଂଖ୍ୟାହିନ୍ଦୁବିଶ୍ୱଜିତ ଦାସସୂର୍ଯ୍ୟ ଦେବତାଏକାଦଶୀଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଚାରି ଧାମରାଜେନ୍ଦ୍ର ନାରାୟଣ ସିଂହଦେଓଜୁଲିଅସ ସିଜରମିଳିତ ଜାତିସଂଘ୧୯୬୭କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବସୁସ୍ମିତା ରଥସୁଶାସନ ଦିବସରମେଶ ପ୍ରସାଦ ପାଣିଗ୍ରାହୀକାଶୀ ବିଶ୍ୱନାଥ ମନ୍ଦିରସୁନାମିଯନ୍ତ୍ରଣାଅନ୍ତରଙ୍ଗ ସମ୍ପର୍କସମୟ (କାଳ)କାଳୀଭଗବତ ଗୀତାନଟବର ଶତପଥୀବଲାଙ୍ଗୀର ଜିଲ୍ଲା୧୯୮୦ଚିକିତ୍ସା ବିଜ୍ଞାନଇନ୍ଦ୍ରସୂର୍ଯ୍ୟଲକ୍ଷ୍ମୀନାରାୟଣ ସାହୁଏଚଆଇଭି/ଏଡସଅଖିଳ ମୋହନ ପଟ୍ଟନାୟକନୀଳଶୈଳ (ଉପନ୍ୟାସ)ସମ୍ବାଦଓଡ଼ିଆ କାବ୍ୟ କବିତାଦିଲ୍ଲୀକୋଣାର୍କ ସୂର୍ଯ୍ୟ ମନ୍ଦିରଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟହସ୍ତମୈଥୁନ୮୯୪ଚାଣକ୍ୟମାସହିମାଳୟାନ ଏକ୍ସପ୍ରେସୱେ୨୬ ଅପ୍ରେଲତୃପ୍ତି ଦାସଲୁସାକଅଙ୍ଗାରକରାଜୀବ ଗାନ୍ଧୀଦୂତୀବାହନ ଓଷାପ୍ୟାରିସଅଂକୋର୍ ୱାଟ୍ସ୍ୱାମୀ ବିବେକାନନ୍ଦଉଇକିପିଡ଼ିଆୟୁ ଟ୍ୟୁବସ୍ୱର ବର୍ଣ୍ଣ🡆 More