ରାଷ୍ଟ୍ରୀୟ ଏକତା ଦିବସ

ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ଦେଶିୟ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ବଲ୍ଲଭଭାଇ ପଟେଲଙ୍କ ଅବଦାନ ନିମିତ୍ତ ତାଙ୍କୁ ଲୌହ ମାନବ ଉପାଧି ମିଳିଥିଲା । ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି ।

ଭାରତ ଗୃହ ମନ୍ତ୍ରଣାଳୟଦ୍ୱାରା ରାଷ୍ଟ୍ରୀୟ ଏକତା ଦିବସ ପାଇଁ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ "ଜାତୀୟ ଏକତା ଦିବସ ହେଉଛି ଆମ ଦେଶର ଅନ୍ତର୍ନିହିତ ଶକ୍ତିକୁ ସ୍ଥିରତା ସହିତ ପୁନଃ ସଂଯୋଗ କରିବାର ଏକ ସୁଯୋଗ । ପୁଣି ଏହା ଆମ ଦେଶର ଏକତା ତଥା ଅଖଣ୍ଡତା ପ୍ରତି ପ୍ରକୃତ ତଥା ସମ୍ଭାବ୍ୟ ବିପଦର ସାମନା କରିବାକୁ ଆମକୁ ସାହସ ଯୋଗାଇବା ସହ ଆମର ଦେଶପାଇଁ ସୁରକ୍ଷା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।"

ଆଧାର

\

Tags:

ଅକ୍ଟୋବରବଲ୍ଲଭଭାଇ ପଟେଲ

🔥 Trending searches on Wiki ଓଡ଼ିଆ:

ଡାଉନ ସିଣ୍ଡ୍ରୋମଅମଲା ଅକ୍କିନେନିବଳଓଡ଼ିଆ ନାରୀ କବି ମାନଙ୍କ ତାଲିକାପ୍ରଦୂଷଣଆଇଓଏସପର୍ଯ୍ୟାୟ ସାରଣୀ (ବୃହତ ସଂସ୍କରଣ)ସେପ୍ଟେମ୍ବରରବୀନ୍ଦ୍ରନାଥ ଠାକୁରହସ୍ତମୈଥୁନଗୋପାଳ କୃଷ୍ଣ ରଥପୂରଣବାଚକ ସଂଖ୍ୟାମଠଇଣ୍ଡୋନେସିଆକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଧର୍ମେନ୍ଦ୍ର ପ୍ରଧାନମୟୂରଭଞ୍ଜ ଜିଲ୍ଲାଭୂମିକା ଦାଶନମିତା ଅଗ୍ରୱାଲକୋରାପୁଟ ଜିଲ୍ଲାଖ୍ରୀଷ୍ଟ ଧର୍ମମାଳିକାସ୍ୱର ବର୍ଣ୍ଣଅଭିମନ୍ୟୁ ସାମନ୍ତସିଂହାରବରଫମଘା (ନକ୍ଷତ୍ର)ଏମିତି ଭାଇ ଜଗତେ ନାହିଁ୧୯୭୬ଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ବିଶ୍ୱ ଏଡ୍‌ସ ଦିବସଲୋକ ସଭାଦାସକାଠିଆଫିନଲ୍ୟାଣ୍ଡମାଗୁଣିର ଶଗଡ଼ (କଥାଚିତ୍ର)ଫକୀର ମୋହନ ସେନାପତିସୀତାକାନ୍ତ ମହାପାତ୍ରମୋହିନୀ ଏକାଦଶୀ୩ (ସଂଖ୍ୟା)ଓଡ଼ିଶା ବିଧାନ ସଭା୧୦ ମାର୍ଚ୍ଚବିଶ୍ୱ ବୌଦ୍ଧିକ ସମ୍ପଦ ଦିବସଭୂଇଁନିମଓଡ଼ିଶାର ସଂସ୍କୃତିଚକ୍ରଧର ବେହେରାଇତିହାସଚିତ୍ତରଞ୍ଜନ ଦାସଆଜ୍‌ମାରାମଶଙ୍କର ରାୟରାମଚନ୍ଦ୍ର ବେହେରାବିଲଙ୍କା ରାମାୟଣଓଡ଼ିଆ ଭାଷା ଆନ୍ଦୋଳନକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ୨୪ ଅଗଷ୍ଟସମାଜ ବିଜ୍ଞାନଶିବଗେଣ୍ଡୁଫୁଲଓଡ଼ିଶା ସରକାରରଜନୀ କୋଠାରୀଓଡ଼ିଆ ରାମାୟଣଜଗନ୍ନାଥରାମକୃଷ୍ଣ ମଠଚୋଡ଼ଗଙ୍ଗ ଦେବପ୍ରହ୍ଲାଦ ନାଟକହନୁମାନ ଜୟନ୍ତୀମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଇରା ମହାନ୍ତିତାରିଣୀ ମନ୍ଦିରଆଶୁତୋଷ ପରିଡ଼ା🡆 More