ଭାରତୀୟ ନୌସେନା ଦିବସ

ପ୍ରତିବର୍ଷ ୪ ଡିସେମ୍ବର ଦିନ ଭାରତୀୟ ନୌସେନା ଦିବସ ପାଳନ କରାଯାଏ । ଭାରତ ଏବଂ ପାକିସ୍ଥାନ ମଧ୍ୟରେ ୧୯୭୧ ଯୁଦ୍ଧରେ ଭାରତୀୟ ନୌସେନାର ଅବିସ୍ମରଣୀୟ ବିଜୟରକୁ ସ୍ମରଣ କରିବା ସହ ଉକ୍ତ ଯୁଦ୍ଧରେ ଶହୀଦ ହୋଇଥିବା ସମସ୍ତ ନୌସେନା ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ସେନା ଦିବସ ପ୍ରତିବର୍ଷ ପାଳନ କରାଯାଏ ।

ଇତିହାସ

୧୬୧୨ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ଭାରତୀୟ ନୌସେନା ପ୍ରତିଷ୍ଠା କରାଯାଇଥିଲା । ଡିସେମ୍ବର ୩, ୧୯୭୧ରେ, ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ଭାରତୀୟ ବାୟୁସେନା ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣର ମୁକାବିଲା କରି ଭାରତୀୟ ନୌସେନା ସର୍ବାଧିକ ୩ଟି ଯୁଦ୍ଧ ଜାହାଜ (INS Veer, INS Nipat ଏବଂ INS Nirghat), ସର୍ବାଧିକ ବେଗରେ କରାଚି ଆଡକୁ ଗରି କରି ପାକିସ୍ତାନ ନୌସେନାକୁ ଟକ୍କର ଦେଇଥିଲେ । ଏହି ଅପରେସନ୍ ସମୟରେ ଭାରତୀୟ ନୌସେନା ପାକିସ୍ତାନ ସେନାର ୩ଟି ଜାହାଜକୁ ନଷ୍ଟ କରିବାକୁ ସକ୍ଷମ ହୋଇଥିଲେ । ଭାରତର ନୌସେନାକୁ ଏହି ସଫଳତା ଦେବା ପଛରେ ଆକ୍ରମଣର ନେତୃତ୍ୱ ନେଇଥିବା କମ୍ମାଣ୍ଡର କେ ପି ଗୋପାଳ ରାଓ ହିଁ ଥିଲେ । ଅପରେସନ ଟ୍ରାଇଡେଣ୍ଟ ନାମରେ ପ୍ରସିଦ୍ଧ ଏହି ଘଟଣାକୁ ସ୍ମରଣୀୟ କରିବା ପାଇଁ ଭାରତୀୟ ନୌସେନା ଦିବସ ପାଳିତ ହେଉଅଛି ।

ଆଧାର

Tags:

ଡିସେମ୍ବରପାକିସ୍ଥାନଭାରତ

🔥 Trending searches on Wiki ଓଡ଼ିଆ:

ମାସଓଡ଼ିଶାର କଳାବଳରାମ ଦାସପ୍ରହ୍ଲାଦ ନାଟକନିମୋନିଆବୁଢ଼ିଆଣୀଯୁକ୍ତରାଷ୍ଟ୍ର ଆମେରିକାଶ୍ରୀରାମ ପଣ୍ଡାରେବତୀ (କ୍ଷୁଦ୍ରଗଳ୍ପ)୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରାସାୟନିକ ମୌଳିକନୃସିଂହରଜଗୁରୁ ପ୍ରସାଦ ମହାନ୍ତିକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅମର ପ୍ରସାଦ ଶତପଥୀକ୍ରିଏଟିଭ କମନ୍ସଟାଇଫଏଡ ଜ୍ଵରଓଡ଼ିଶା ବିଧାନ ସଭାଦ୍ରୌପଦୀ ମୁର୍ମୁକୁନ୍ତଳା କୁମାରୀ ସାବତକଳାପାହାଡ଼ଅଚିହ୍ନା ବାସଭୂମି୧୯୮୧ଶିବ୨୦୨୦ ଗ୍ରୀଷ୍ମକାଳୀନ ଅଲମ୍ପିକକେପ ଭର୍ଡବିଧାତା (୨୦୦୩ର ଚଳଚ୍ଚିତ୍ର)ଶ୍ରୀନିବାସ ରାମାନୁଜନଜୀବନସାଥୀଧର୍ମେନ୍ଦ୍ର ପ୍ରଧାନଇଣ୍ଟସସେପସନ (ମେଡିକାଲ ବେମାରି)ୟୁନିଫର୍ମ ରିସୋର୍ସ ଲୋକେଟର୧ (ସଂଖ୍ୟା)ଗଜପତି ଜିଲ୍ଲାମହାନଦୀବ୍ରହ୍ମୋତ୍ରୀ ମହାନ୍ତିକୋରାଖଇକୋଣାର୍କ ସୂର୍ଯ୍ୟ ମନ୍ଦିରତାଜମହଲବାଲିଯାତ୍ରାକାନାଡ଼ାଓଡ଼ିଶାର ପର୍ବପର୍ବାଣିବୈକୁଣ୍ଠନାଥ ପଟ୍ଟନାୟକଟଙ୍କ ତୋରାଣିପ୍ରୀତିରଞ୍ଜନ ଘଡ଼ାଇପଞ୍ଚତନ୍ତ୍ରଭାରତୀୟ ଉପମହାଦେଶଦୁଦୁରାଧର୍ମପଦସମ୍ବଲପୁର ଜିଲ୍ଲାରାସେଶ୍ୱରୀ ପାଣିଗ୍ରାହୀରେ ଆତ୍ମନ୍ ନିଦ୍ରା ପରିହରିମାୟାଧର ମାନସିଂହନୀଲ ଆର୍ମଷ୍ଟ୍ରଙ୍ଗ୧୭୭୬ଧନୁଯାତ୍ରାଲସି୨୧ ଅପ୍ରେଲମୌଳିକ ସଂଖ୍ୟାଇସଲାମାବାଦରଥଯାତ୍ରାଧାତୁଜଣ୍ଡିସ୍୨୭ ଅପ୍ରେଲ୧୯୯୪ରାଧାକୃଷ୍ଣ ବିଶ୍ୱାସରାୟଓଡ଼ିଆ ଭାଗବତସମଲେଶ୍ୱରୀ ମନ୍ଦିର🡆 More