ନିରଞ୍ଜନ ପଟ୍ଟନାୟକ: ଓଡ଼ିଆ ରାଜନୀତିଜ୍ଞ

ନିରଞ୍ଜନ ପଟ୍ଟନାୟକ (ଜନ୍ମ: ୧ ଜୁନ ୧୯୪୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ନିରଞ୍ଜନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ଚାରିଥର କାର୍ଯ୍ୟ କରିଥିଲେ । ୧୯୮୦, ୧୯୮୫, ୧୯୯୫ ଓ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାମଚନ୍ଦ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ, ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନିରଞ୍ଜନ ପଟ୍ଟନାୟକ
ନିରଞ୍ଜନ ପଟ୍ଟନାୟକ: ଓଡ଼ିଆ ରାଜନୀତିଜ୍ଞ
ବିଧାୟକ: ୮ମ ଓ ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ନିର୍ବାଚନ ମଣ୍ଡଳୀରାମଚନ୍ଦ୍ରପୁର
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ନିର୍ବାଚନ ମଣ୍ଡଳୀରାମଚନ୍ଦ୍ରପୁର
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ନିର୍ବାଚନ ମଣ୍ଡଳୀରାମଚନ୍ଦ୍ରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1942-06-01) ୧ ଜୁନ ୧୯୪୨ (ବୟସ ୮୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପ୍ରଭାତ ନଳିନୀ ପଟ୍ଟନାୟକ
ବାପା/ବୋଉବ୍ରଜବନ୍ଧୁ ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର

ନିରଞ୍ଜନ ପଟ୍ଟନାୟକ ୧୯୪୨ ମସିହାର ଜୁନ ମାସ ୧ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବ୍ରଜବନ୍ଧୁ ପଟ୍ଟନାୟକ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ । ତାଙ୍କ ପତ୍ନୀଙ୍କ ନାମ ପ୍ରଭାତ ନଳିନୀ ପଟ୍ଟନାୟକ ।

ରାଜନୈତିକ ଜୀବନ

ନିରଞ୍ଜନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି ଏବଂ ରାଜ୍ୟ କଂଗ୍ରେସର ସଭାପତି ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

କୁମ୍ଭ (ରାଶି)୭ (ସଂଖ୍ୟା)ରଣା ସାପଧଉଳିଆର୍ଜେଣ୍ଟିନାବିଶ୍ୱତାପନଗୋପୀନାଥ ମହାନ୍ତି୦ (ସଂଖ୍ୟା)କରମା ନୃତ୍ୟଯାଜପୁର ଜିଲ୍ଲାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରକାର୍ତ୍ତିକେୟଆଣ୍ଟିଅକ୍ସିଡାଣ୍ଟଭୁବନେଶ୍ୱରସୂର୍ଯ୍ୟଭାରତର ସଂସ୍କୃତିଗୋଦାବରୀଶ ମିଶ୍ରବାୟୁ (ଦେବତା)ଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)ଅଚିହ୍ନା ବାସଭୂମିଜୈନ ଧର୍ମପ୍ରଶାନ୍ତ ପଟ୍ଟନାୟକଦିଲ୍ଲୀବାଗ୍ ଯନ୍ତ୍ରନୀଳକଣ୍ଠ ଦାସମାସଚିନ୍ତାମଣି ମହାନ୍ତିଗୋମାଂସହରିହର ବାହିନୀପତିସର୍ବିଆଶ୍ରୀନିବାସ ଉଦ୍‌ଗାତାଅଷ୍ଟ୍ରିଆରଶ୍ମି ରାଉଳ୨୬ ଅପ୍ରେଲଆମାଜନ ନ‌ଦୀଲିଙ୍ଗରାଜ ମନ୍ଦିରଅଷ୍ଟଭୁଜଗଙ୍ଗାଧର ମେହେରଅଶୋକାଷ୍ଟମୀ୨୬ ଜାନୁଆରୀଓଡ଼ିଆ ଭାଷାଆପଲ କମ୍ପାନୀହିନ୍ଦୁ ଧର୍ମଅକ୍ଷୟ ତୃତୀୟାଜଗଦୀଶ ମହାନ୍ତିତୁର୍କୀଶାରଳା ପୁରସ୍କାରଓଡ଼ିଶାର ଦୋଳଯାତ୍ରାଯୁଗଳ କିଶୋର ଦତ୍ତ୧୯୮୬ଯୋଗବୈଷୟିକ ବିଜ୍ଞାନରୋମସୋଫୋସବୁଭିର/ଭେଲପାଟାସଭିରଓଡ଼ିଶାର ଦଶହରାଖ୍ରୀଷ୍ଟ ଧର୍ମଲକ୍ଷ୍ମୀନାରାୟଣ ସାହୁ୧୯୫୧ମେଟାବୋଲିଜିମପୂର୍ଣ୍ଣିମାଭଗବତୀ ଦେଉଳରମାକାନ୍ତ ରଥଫୋଟନ୍‌ଆଲଜେରିଆଓଡ଼ିଶା ବିଧାନ ସଭାବନମାଳୀ ଦାସବାଲିଗୁଡ଼ାପଞ୍ଚସଖାମହାପ୍ରସାଦଏ. ପି. ଜେ. ଅବଦୁଲ କଲାମବ୍ରହ୍ମା ମନ୍ଦିର, ବିନ୍ଦୁସାଗର🡆 More