ନନ୍ଦକିଶୋର ଦାସ

ନନ୍ଦକିଶୋର ଦାସ, ୫ ଜୁନ୍ ୧୮୪୫ ମସିହାରେ କୁମୁଡା ଜୟପୁର ଗ୍ରାମ, ମାହାଙ୍ଗା ଥାନା, କଟକ ଜିଲ୍ଲାଠାରେ ଜନ୍ମଗ୍ରହଣ କରିଥିଲେ । କଟକ ହାଇସ୍କୁଲରୁ ଏଣ୍ଟ୍ରାନସ ପାସ କରିସାରିଲାପରେ ପୁରୀ କଲେକ୍ଟରଙ୍କ ବାହାଲରେ ଚାକିରୀ କରିଥିଲେ । ପରେ ତାଙ୍କର ଦକ୍ଷ୍ୟତା ଯୋଗୁ ସେ ଶିକ୍ଷା ବିଭାଗରେ ଡେପୁଟି ଇନିକ୍ସପେକ୍ଟର ଏବଂ ପରେ ପରେ ଡେପୁଟି କଲେକ୍ଟର ଓ କଲେକ୍ଟର ପଦବୀରେ ଉପସ୍ଥାପିତ ହୋଇଥିଲେ । ୧୮୯୦ରେ ଇଂରେଜ ସରକାର ତାଙ୍କୁ ରାୟବାହାଦୂର ଉପାଧିରେ ଭୂଷିତ କରିଥିଲେ । ମଧୁସୂଦନ ଦାସଙ୍କୁ ଓଡ଼ିଶା ଆଣିବାରେ ତାଙ୍କର ଯଥେଷ୍ଟ ଅବଦାନ ଥିଲା ଓ ୧୮୮୧ ମସିହାରେ ଯୋବ୍ରା, କଟକଠାରେ ସେ ମଧୁସୂଦନ ଦାସଙ୍କୁ ସ୍ୱାଗତ କରିଥିଲେ । ୧୮୮୯ ଜାନୁଆରୀ ୧ ତାରିଖରେ , କଟକରେ ସେ ଉତ୍କଳ ସମ୍ମିଳନୀ ସଭା ଆରମ୍ଭ କରିଥିଲେ । ଓଡ଼ିଶା, ଓଡ଼ିଆ ତଥା ଓଡ଼ିଆଭାଷାର ଉନ୍ନତି ପାଇଁ ସେ ସଦା ଚେଷ୍ଟିତ ଥିଲେ । ଅନୁଗୁଳରୁ ବଦଳିହୋଇ ପୁରୀ ଆସୁଥିବାବେଳେ ଅନୁଗୁଳର ପୁରୁଣାଗଡ଼ଠାରେ, ୬ ଏପ୍ରିଲ୍ ୧୮୯୪ରେ ସେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

ମଧୁସୂଦନ ଦାସ

🔥 Trending searches on Wiki ଓଡ଼ିଆ:

ଫକୀର ମୋହନ ସେନାପତିବଣ୍ଡା ଜନଜାତିପ୍ରାଣୀ୨୮ ଜାନୁଆରୀଅଭିମନ୍ୟୁ ସାମନ୍ତସିଂହାରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଶିବଗୋଦାବରୀଶ ମହାପାତ୍ର୨୧ବିଜୁ ପଟ୍ଟନାୟକଜଗନ୍ନାଥ ଦାସଭାରତୀୟ ମହାକାଶ ଗବେଷଣା ସଂସ୍ଥାସତ୍ୟଜିତ ରାୟଗୋବିନ୍ଦ ଚନ୍ଦ୍ର ମାଝୀଝଙ୍କାର (ପତ୍ରିକା)ମହାନଦୀଶବର୨୪ ମାର୍ଚ୍ଚଫିରୋଜ ପାଳିଆକାଳୀବୋହୂଦହିବରାରାମ ନବମୀଭାରତର ଜିଲ୍ଲାମାନଙ୍କର ତାଲିକାଭୁବନେଶ୍ୱରଶଙ୍ଖପ୍ରଜାତନ୍ତ୍ରହନୁମାନ ଚାଳିଶାରାଜେନ୍ଦ୍ର କିଶୋର ପଣ୍ଡାସାରଳା ଦାସବନ୍ଦେ ଉତ୍କଳ ଜନନୀମଧୁସୂଦନ ରାଓଆଣ୍ଡ୍ରଏଡ଼କୋଣାର୍କ ସୂର୍ଯ୍ୟ ମନ୍ଦିରମାଳତୀ ଚୌଧୁରୀକଳିଙ୍ଗ ଯୁଦ୍ଧଗଣେଶ ପୂଜାବୀଣାପାଣି ମହାନ୍ତିବୀର ସୁରେନ୍ଦ୍ର ସାଏନବଯୌବନ ବେଶସୁଚାରୁ ଦେବୀକୁରାଳ ପଞ୍ଚମୀଚିତାବାଘକ୍ରିଏଟିଭ କମନ୍ସଜଳନ୍ଧର ଦେବକପିଳେନ୍ଦ୍ର ଦେବଯଶୋଧାରା ମିଶ୍ରଜିନା ସାମଲସବ୍ୟସାଚୀ ଚୌଧୁରୀଶ୍ରୀଧର ସ୍ୱାମୀଯଶୋବନ୍ତ ଦାସକୋରାପୁଟ ଜିଲ୍ଲାଫେସବୁକଦେବକୀଚନ୍ଦନ ଯାତ୍ରାରମାକାନ୍ତ ରଥନବୀନ ପଟ୍ଟନାୟକନନ୍ଦିନୀ ଶତପଥୀବିରଜା ମନ୍ଦିରଲକ୍ଷ୍ମୀକାନ୍ତ ତ୍ରିପାଠୀଅଶ୍ୱତ୍ଥାମାକୋଣାର୍କବାଲେଶ୍ୱର ଜିଲ୍ଲାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଜଗନ୍ନାଥ ମନ୍ଦିରଉତ୍ତମ ମହାନ୍ତିମନ୍ମଥ ନାଥ ଦାସ🡆 More