ଦାଗନା ଜିଲ୍ଲା , ଭୁଟାନ

ଦାଗଣା ଜିଲ୍ଲା  (Dzongkha: དར་དཀར་ན་རྫོང་ཁག) ଭୁଟାନର 20ଟି ଜିଲ୍ଲା ମଧ୍ୟରୁ ଅନ୍ୟତମ । ଲୋକ କଥା ଅନୁସାରେ ଦାଗନା  ର ଲୋକମାନେ ଅରାଜକତା ଭିତରେ 17 ଶ ଶତାବ୍ଦୀ ଯାଏ ରହୁଥିଲେ । ଶାସକ ଝେବ୍ଦୃଙ୍ଗ ସୈନ୍ୟ ପଠେଇ ଦାଗନାକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । 

ଦାଗନା ଜିଲ୍ଲା , ଭୁଟାନ
Location of Dagana dzongkhag within Bhutan

ଭାଷା 

ଦାଗନାରେ ସାଧାରଣତଃ ଯୋଙ୍ଖା ଭାଷା କୁହାଯାଇଥାଏ ,କିନ୍ତୁ ଦକ୍ଷିଣ ପୂର୍ବ ଅଞ୍ଚଳରେ ନେପାଲୀ ଭାଷା ମଧ୍ୟ କୁହାଯାଇଥାଏ ।  

ଜଳବାଯୁ 

ଭୁଟାନ ଅନନ୍ୟ ଅଞ୍ଚଳ ପରି ଏଠାରେ ମଧ୍ୟ ସଂରକ୍ଷିତ ଅଞ୍ଚଳ ରହିଥାଏ । ଏହାର ଭାରତ ସହ ଦକ୍ଷିଣ ପୂର୍ବ ଅଞ୍ଚଳରେ ଥିବା ସୀମାରେ ଫିବ୍ସୂ ବନ୍ୟପ୍ରାଣୀ ଅଭୟାରଣ୍ୟ ରହିଛି । ଏଠାରେ ଜନବସତି ନାହି । 

g.

ଆଧାର 

ବାହାର ଲିଙ୍କ 

Tags:

ଦାଗନା ଜିଲ୍ଲା , ଭୁଟାନ ଭାଷା ଦାଗନା ଜିଲ୍ଲା , ଭୁଟାନ ଜଳବାଯୁ ଦାଗନା ଜିଲ୍ଲା , ଭୁଟାନ ଆଧାର ଦାଗନା ଜିଲ୍ଲା , ଭୁଟାନ ବାହାର ଲିଙ୍କ ଦାଗନା ଜିଲ୍ଲା , ଭୁଟାନ

🔥 Trending searches on Wiki ଓଡ଼ିଆ:

ଅନ୍ତରଙ୍ଗ ସମ୍ପର୍କବେଲବୈକୁଣ୍ଠନାଥ ପଟ୍ଟନାୟକଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବଚିତ୍ତରଞ୍ଜନ ଦାସଜଗନ୍ନାଥ ପ୍ରସାଦ ଦାସପଞ୍ଚତୀର୍ଥ, ପୁରୀବରୁଣଅଷ୍ଟ୍ରିଆ୧୯୮୪ଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ଭାଇ ଭାଇବନ୍ଦେ ଉତ୍କଳ ଜନନୀବାଲେଶ୍ୱରବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାଦଣ୍ଡ ନାଟଇନ୍ଦିରା ଗାନ୍ଧୀଓଡ଼ିଶାର ଲୋକକଳାଓଳାଶୁଣି ଗୁମ୍ଫାବୀର ସୁରେନ୍ଦ୍ର ସାଏଶ୍ରୀ ଅରବିନ୍ଦମାଳତୀ ଚୌଧୁରୀଅଟିଜିମ୍‌ଓଡ଼ିଶାଦୁର୍ଗା ପୂଜାମନସ୍କରାଜତନ୍ତ୍ରବାମାଚରଣ ମିତ୍ରକପିଳାସ ଶିବ ମନ୍ଦିର୨ ଅଗଷ୍ଟସୋଫୋସବୁଭିର/ଭେଲପାଟାସଭିରନନ୍ଦିନୀ ଶତପଥୀଶିବଲିଙ୍ଗଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟରୁକୁଣା ରଥଯାତ୍ରାଓଡ଼ିଶାର ଲୋକନୃତ୍ୟରବର୍ଟ ମୂଗକମ୍ପ୍ୟୁଟର ବିଜ୍ଞାନମନୋଜ ଦାସସମ୍ବଲପୁରବଡ଼ଓଷାରମାଦେବୀ ଚୌଧୁରୀଭାନୁଜୀ ରାଓନିମୋନିଆବିପିନ ବିହାରୀ ମିଶ୍ରଯକୃତଗଜପତି ମହାରାଜାବ୍ୟକ୍ତିଗତ ଅର୍ଥବ୍ୟବସ୍ଥାପବିତ୍ର ପାଣିଗ୍ରାହୀଚାରି ଧାମନିତ୍ୟାନନ୍ଦ ଶତପଥୀପ୍ରତିଭା ଶତପଥୀଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଉପେନ୍ଦ୍ର ଭଞ୍ଜହରପ୍ରସାଦ ଦାସସାଧାରଣତନ୍ତ୍ର ଦିବସ (ଭାରତ)ଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିଦିଲ୍ଲୀସୁକନ୍ୟା ସମୃଦ୍ଧି ଯୋଜନାକାଳୀବୋହୂଶ୍ରୀକୃଷ୍ଣତାରକାସୁରସମୟ (କାଳ)ଭାରତ ଛାଡ଼ ଆନ୍ଦୋଳନଯୌନ ଉତ୍ପୀଡ଼ନସୂର୍ଯ୍ୟ ଦେବତାସାପରାମାୟଣଓଡ଼ିଶା ସରକାର🡆 More