ଝୁଲା ଉଦ୍ୟାନ , ମୁମ୍ବାଇ

ଝୁଲା ଉଦ୍ୟାନ , ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ସହର ମାଲାବାର ହିଲ ଉପର ଅଞ୍ଚଳରେ ଥିବା ଏକ ଅନନ୍ୟ ଉଦ୍ୟାନ । ଏହାକୁ ଫିରୋଜ ଶାହ ମେହେଟ୍ଟା ଉଦ୍ୟାନ ବୋଲି ମଧ୍ୟ କୁହାଯାଏ । ମଲାବାର ହିଲର ପଶ୍ଚିମ ପାଟରେ କମଳା ନେହେରୁ ପାର୍କର ବିପରୀତ ଦିଗରେ ଏହା ରହିଛି । ଏଠାରୁ ଆରବ ସାଗରରେ  ସୂର୍ଯ୍ୟାସ୍ତ ଦୃଶ୍ୟ ଦେଖାଯିବା ସହ ଅନେକ ବୁଡା ଜାତୀୟ ବୃକ୍ଷଯକୁ ବିଭିନ୍ନ ପଶୁ ପରି ଆକୃତି ଦିଆ ଯାଇଥାଏ । ମୁମ୍ବାଇ ସହରର ମୁଖ୍ୟ ଜଳଭଣ୍ଡାରର ଉପରେ ଏହି ପାର୍କକୁ ଉଲ୍ଲାସ ଘୋପକର 1881ରେ ନିର୍ମାଣ କରିଥିଲେ । କେତେକଙ୍କ କଥା ଅନୁସାରେ ଏହାକୁ ପ୍ରଦୂଷଣରୁ ଜଳଭଣ୍ଡାରକୁ ରକ୍ଷୟା କରିବାକୁ ନିର୍ମାଣ କରା ଯାଇଥିଲା । ଆକାଶ ମାର୍ଗରୁ ଲକ୍ଷ୍ୟ କଲେ ଏହା ଭିତରସ୍ଥ ରାସ୍ତା ସବୁ PMG ଅକ୍ଷର ଆକୃତିର ଦେଖା ଯାଇଥାଏ । 

ଝୁଲା ଉଦ୍ୟାନ , ମୁମ୍ବାଇ
ଝୁଲା ଉଦ୍ୟାନ , ମୁମ୍ବାଇ 

ଆଧାର 

ବାହାର ଲିଙ୍କ 

Tags:

🔥 Trending searches on Wiki ଓଡ଼ିଆ:

କୃଷ୍ଣପ୍ରସାଦ ମିଶ୍ରହନୁମାନ ଚାଳିଶା୧ମ ଓଡ଼ିଶା ବିଧାନ ସଭାଟମ୍ ଖା କାଇଚାନ୍ଦ୍ରମାସଶୀତଳ ଷଷ୍ଠୀ ଯାତ୍ରାରକ୍ତଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାରବାଟି ଦୁର୍ଗଆମ୍ବବଣ୍ଡ (ଅର୍ଥ)ହନୁମାନ ବାଟିକାଓଡ଼ିଆ କବି ମାନଙ୍କର ତାଲିକାରାମଚନ୍ଦ୍ର ବେହେରାଗୀତଗୋବିନ୍ଦଚିଲିକା (କବିତା)ମାର୍ଚ୍ଚ ୨୧ଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ମଧୁସୂଦନ ଦାସଧରିତ୍ରୀ (ଖବରକାଗଜ)କଳସା ଚଉତିଶାଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନବକଳେବରସରୋଜିନୀ ସାହୁହେମଲତା ମାନସିଂହବିରଳା ମନ୍ଦିର, ହାଇଦ୍ରାବାଦରୋହିତ ଶର୍ମାକିଶୋରୀ ଚରଣ ଦାସଚାଟ୍ ଜିପିଟିଚନ୍ଦନ ଯାତ୍ରାଯାଜପୁର ଜିଲ୍ଲାଖାରବେଳହୃଷୀକେଶ ମଲ୍ଲିକଜଗନ୍ନାଥଙ୍କ ଧୂପପ୍ରେମଅନନ୍ତ ପଟ୍ଟନାୟକହମିଦା ବାନୁ ବେଗମwiki.phtmlଉତ୍ତମ ମହାନ୍ତିତ୍ରିଭୁଜରାମକୃଷ୍ଣ ପରମହଂସପ୍ରାଣୀଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦାମୋଦର ରାଉତଶ୍ରବଣ ( ରାମାୟଣ ର ଚରିତ୍ର )ଜର୍ମାନୀଅଷ୍ଟ୍ରେଲିଆଭୂମିକମ୍ପଓଡ଼ିଶୀ ସଙ୍ଗୀତଇଣ୍ଡିଆନ ପ୍ରିମିଅର ଲିଗଗୁରୁପ୍ରସାଦ ମହାନ୍ତିମୁକୁନ୍ଦ ଦେବ୭ (ସଂଖ୍ୟା)ବିରାଟ କୋହଲୀବିଜ୍ଞାନସୌଭାଗ୍ୟ କୁମାର ମିଶ୍ରହୀରାକୁଦ ବନ୍ଧଜ୍ଞାନକୋଷଭାରତର ସଂସ୍କୃତିବିଜୟ ମିଶ୍ରବାଘମାୟାଧର ମାନସିଂହଆଲୋକତ୍ରିପୁରା ମିଶ୍ରସୋନପୁର ରାଜ୍ୟ୨୦ ଅଗଷ୍ଟଜୟ ଜଗନ୍ନାଥଛାରପୋକପାରାଦୀପ ବନ୍ଦରଗୌତମ ବୁଦ୍ଧଶ୍ରୀନିବାସ ରାମାନୁଜନ🡆 More