ଜି. ଏସ. ମେଲକୋଟେ: ଭାରତୀୟ ରାଜନୀତିଜ୍ଞ

ଜି.

ଏସ. ମେଲକୋଟେ (୧୬ ଅକ୍ଟୋବର ୧୯୦୧ - ୯ ମାର୍ଚ୍ଚ ୧୯୮୨; ସମ୍ପୂର୍ଣ୍ଣନାମ:ଗୋପାଲ୍ଲା ସୁବ୍ୱୁକୃଷ୍ଣ ମେଲକୋଟେ) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ସାଂସଦ ।

ଗୋପାଲ୍ଲା ସୁବ୍ୱୁକୃଷ୍ଣ ମେଲକୋଟେ
ଜି. ଏସ. ମେଲକୋଟେ: ଭାରତୀୟ ରାଜନୀତିଜ୍ଞ
ସାଂସଦ
ପୂର୍ବ ଅଧିକାରୀବିନାୟକ ରାଓ କୋରଟକର
ପର ଅଧିକାରୀକେ. ଏସ୍. ନାରାୟଣ
ନିର୍ବାଚନ ମଣ୍ଡଳୀହାଇଦ୍ରାବାଦ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1901-10-16)ଅକ୍ଟୋବର ୧୬, ୧୯୦୧
ବ୍ରହ୍ମପୁର, ଓଡ଼ିଶା, ଭାରତ
ମୃତ୍ୟୁ୯ ମାର୍ଚ୍ଚ ୧୯୮୨(1982-03-09) (ବୟସ ୮୦)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀବିମଳାବାଇ
ସନ୍ତାନ୫; ୩ ପୁଅ ଏବଂ ୨ ଝିଅ

ସେ ଓଡ଼ିଶାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ୧୯୨୭ରେ ସେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ କରି କିଛିଦିନ ପାରମ୍ପାରିକ ଔଷଧ ଓ ଯୋଗ ବିଷୟରେ ଅଭ୍ୟାସ ଓ ବ୍ୟବ‌ହାରିକ ଗବେଷଣା କରିଥିଲେ । ସେ ହାଇଦ୍ରାବାଦ ଶାଖାରୁ ଅଖିଳ ଭାରତୀୟ ମେଡିକାଲ ସଂଘର ସଭାପତି ଭାବରେ କିଛି ଦିନ ପାଇଁ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ପତଞ୍ଜଳୀ ଯୋଗ ଗବେଷଣା ସଂସ୍ଥାନରେ କାର୍ଯ୍ୟ କରୁଥିଲେ ।

ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମର କିଛି ଆନ୍ଦୋଳନରେ ଯୋଗଦେଇଥିଲେ । ସେ ଗୃହ ନିୟମ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଭାରତ ଛାଡ଼ ଆନ୍ଦୋଳନ ଆଦିରେ ଯୋଗଦେଇଥିଲେ । ସ୍ୱାଧୀନତା ପରେ ସେ ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବରେ ହାଇଦ୍ରାବାଦରୁ କାର୍ଯ୍ୟ କରୁଥିଲେ । ଏହି ସମୟରେ ୧୯୫୨ରେ ଏବଂ ୧୯୫୬ରେ ସେ ବିଧାସଭାକୁ ନିର୍ବାଚିତ ହୋଇଥିଲେ ଓ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଭାରତୀୟ ସଂସଦକୁ ହାଇଦ୍ରାବାଦରୁ ୧୯୬୨ରୁ ୧୯୭୭ ମଧ୍ୟରେ ତିନିଥର ନିର୍ବାଚିତ ହୋଇଥିଲେ ଏବଂ ରାଇଚୁରରୁ ୧୯୫୭ରେ ନିର୍ବାଚିତ ହୋଇ ଯାଇଥିଲେ ।

ତାଙ୍କ ପତ୍ନୀ ବିମଳାବାଇ ମଧ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଆନ୍ଦୋଳନରେ ସେ ଭାଗ ନେବା ସହ ସ୍ୱାଧୀନତା ପରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଲିପ୍ତ ରହିଥିଲେ । ସେ ହାଇଦ୍ରାବାଦ ରାଜ୍ୟ ସାମାଜିକ କଲ୍ୟାଣ ଉପଦେଷ୍ଟା ମଣ୍ଡଳର ପ୍ରଥମ ସଭାପତି ଭାବରେ କାର୍ଯ୍ୟ କରିଥିଲେ ଏବଂ କର୍ଣ୍ଣାଟକ ସାହିତ୍ୟ ମନ୍ଦିର, କର୍ଣ୍ଣାଟକ ମହିଳା ମଣ୍ଡଳ ଏବଂ ମେଲକୋଟ ମହାବିଦ୍ୟାଳୟର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସେ ୧୨ ଜାନୁଆରୀ ୨୦୦ରେ ୯୨ ବର୍ଷ ବୟସରେ ମୃତ୍ୟବରଣ କରିଥିଲେ ।

ଆଧାର

ବାହାର ଆଧାର

Tags:

🔥 Trending searches on Wiki ଓଡ଼ିଆ:

ରଜନୀଗନ୍ଧା (ଫୁଲ)ରାଜେନ୍ଦ୍ର ନାରାୟଣ ସିଂହଦେଓବୈଷ୍ଣବ ଚରଣ ସାମଲକାନାବିନଏଡ ହାଇପରେମେସିସ ସିଣ୍ଡ୍ରୋମସଚ୍ଚିଦାନନ୍ଦ ରାଉତରାୟକାରୁବାକୀପାରଳାଖେମୁଣ୍ଡିହରେକୃଷ୍ଣ ମହତାବଐଶ୍ୱର୍ଯ୍ୟା ରାୟଶ୍ରୀନିବାସ ଉଦ୍‌ଗାତାକୃଷ୍ଣଚନ୍ଦ୍ର ବକ୍ସିପାତ୍ରଗୋପବନ୍ଧୁ ଦାସଗଙ୍ଗାଧର ମେହେରୟେଭାଡୁରମେଶ ପ୍ରସାଦ ପାଣିଗ୍ରାହୀଗାୟତ୍ରୀବାଳା ପଣ୍ଡାରଥଯାତ୍ରାସାରଳା ମହାଭାରତମୟୂରଭଞ୍ଜ ଜିଲ୍ଲାଶିରିଡ଼ି ସାଇ ବାବାସୁନ୍ଦରଗଡ଼ଆଚାର୍ଯ୍ୟ ହରିହରଗେମ ଅଫ ଥ୍ରୋନ୍ସବୀରକିଶୋର ଦାସଓଡ଼ିଶାର ମାପ ବ୍ୟବସ୍ଥାଉତ୍କଳ ସମ୍ମିଳନୀରାଜକିଶୋର ରାୟସ୍ୱର୍ଣ୍ଣ ମନ୍ଦିରଦାଶରଥୀ ଜେନାଓଡ଼ିଶୀଶ୍ରୀନିବାସ ରାମାନୁଜନଅନନ୍ତ ପଟ୍ଟନାୟକମନ୍ଦାରଓଡ଼ିଆ ଖାଦ୍ୟଆମ୍ବଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହଅଶ୍ୱିନୀ କୁମାର ଘୋଷୟୁକ୍ଲିଡ୍ଏ. ପି. ଜେ. ଅବଦୁଲ କଲାମ୧୯୧୭ସାନ୍ତାଳୀ ଭାଷାମହୁରାଜଶ୍ରୀ ମଲ୍ଲିକଚତୁର୍ଭୁଜଶନିଓଡ଼ିଆ ଗହଣାତାଳଧ୍ୱଜଅଭିମନ୍ୟୁ ସାମନ୍ତସିଂହାରବସନ୍ତ କୁମାର ଶତପଥୀହରିହର ମିଶ୍ରମେଘଅନୁବ୍ରତ ବସୁଫଣୀଶ୍ୱର ନାଥ 'ରେଣୁ'ଦଶାବତାର୧୧୯୩ରାମଚନ୍ଦ୍ର ଖୁଣ୍ଟିଆମନ କି ବାତଉତ୍କଳ ସାହିତ୍ୟ ସମାଜପୁଷ୍ଟିସାରବ୍ରହ୍ମପୁରଗୁରୁ ପ୍ରସାଦ ମହାନ୍ତିନିତ୍ୟାନନ୍ଦ ମହାପାତ୍ରଫୁଲଷଢ଼େଇଖଳା-ଖରସୁଆଁ ଜିଲ୍ଲାତ୍ରିପୁନ୍ଦ୍ରାବଦ୍ରୀନାଥ ମନ୍ଦିରଓଡ଼ିଆ କାବ୍ୟ କବିତାଆଡ଼କିଆ ବେଶମହାତ୍ମା ଗାନ୍ଧୀମଧୁସୂଦନ ଦାସସରସ୍ୱତୀ ନଦୀପ୍ଲୀହା🡆 More