ଚିତ୍ତରଞ୍ଜନ ନାଏକ: ଓଡ଼ିଆ ରାଜନୀତିଜ୍ଞ

ଚିତ୍ତରଞ୍ଜନ ନାଏକ (ମୃତ୍ୟୁ: ୩୦ ମଇ ୧୯୮୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଚିତ୍ତରଞ୍ଜନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ପ୍ରଥମ ବିଧାନ ସଭା ନିର୍ବାଚନରେ ସେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଚିତ୍ତରଞ୍ଜନ ନାଏକ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀବାଙ୍କ ବିହାରୀ ଦାସ
ପର ଅଧିକାରୀବୈଷ୍ଣବ ଚରଣ ମଲ୍ଲିକ
ନିର୍ବାଚନ ମଣ୍ଡଳୀବିଞ୍ଝାରପୁର
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁମଇ ୩୦, ୧୯୮୮(୧୯୮୮-୦୫-୩୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବାପା/ବୋଉରାମଚନ୍ଦ୍ର ନାଏକ (ବାପା)
ବୃତ୍ତିରାଜନୀତିଜ୍ଞ

ରାଜନୈତିକ ଜୀବନ

ଚିତ୍ତରଞ୍ଜନ ନାଏକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।


ମୃତ୍ୟୁ

ଚିତ୍ତରଞ୍ଜନ ନାଏକ ୧୯୮୮ ମସିହାର ମଇ ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ । ୧୯୮୮ ମସିହାର ସେପ୍ଟେମ୍ବର ମାସ ୨୮ ତାରିଖରେ ତାଙ୍କ ପାଇଁ ବିଧାନ ସଭା ଗୃହରେ ଶୋକ ପାଳନ କରାଯାଇଥିଲା ।

ଆଧାର

Tags:

ଓଡ଼ିଆ ଲୋକବିଞ୍ଝାରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

୧୦ ନଭେମ୍ବରମୋଗଲ ସାମ୍ରାଜ୍ୟଓଡ଼ିଆ ଭାଷା ଆନ୍ଦୋଳନଇଣ୍ଡୋନେସିଆପାରଦଉତ୍କଳ ଦିବସପଖାଳଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଆର୍ଟିଫିସିଆଲ ଇଣ୍ଟେଲିଜେନ୍ସହନୁମାନ ଚାଳିଶାଭାରତବୀଜାଣୁଚୈତ୍ରରବୀନ୍ଦ୍ରନାଥ ଠାକୁରମିଖାଇଲ ଗୋର୍ବାଚୋଭକନଫୁସିଅସବନ୍ଦେ ଉତ୍କଳ ଜନନୀଗୌତମ ବୁଦ୍ଧମିଳିତ ଜାତିସଂଘଅର୍ଜୁନ ଗଛପ୍ଲାଟିପସଭଗତ ସିଂହଝିନ୍ନ ହିକ୍‌କା୧୯୬୬୨୩ ମାର୍ଚ୍ଚଅଯୁଗ୍ମ ସଂଖ୍ୟାଓଡ଼ିଶାର ସାଂସଦ ମାନଙ୍କର ତାଲିକାପ୍ରଧାନମନ୍ତ୍ରୀ ଜନଧନ ଯୋଜନାସୁଭାଷ ଚନ୍ଦ୍ର ବୋଷଚିତ୍ତରଞ୍ଜନ ଦାସମହୁଲି୧୯୪୯ବୁଧବାରସୁଶାନ୍ତ ସିଂହପରମାଣୁ କ୍ରମାଙ୍କଦଣ୍ଡ ନାଟ୧୩ ମାର୍ଚ୍ଚହୀରାକୁଦ ବନ୍ଧଏ. ପି. ଜେ. ଅବଦୁଲ କଲାମରବି ସିଂହ ମାଝିଗରିଷ୍ଠ ସାଧାରଣ ଗୁଣନୀୟକଇସ୍ରାଏଲମହେଶ୍ୱର ମହାନ୍ତିଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରମଣ ପ୍ରଭାବଇଣ୍ଡିଆନ ପ୍ରିମିଅର ଲିଗଉର୍ବଶୀକିଶୋରୀ ଚରଣ ଦାସଉଇକିଖବରକପିଳେନ୍ଦ୍ର ଦେବମାଣବସା ଗୁରୁବାରଆଲୋକସିଷ୍ଟର ଶ୍ରୀଦେବୀକୋଣାର୍କ ସୂର୍ଯ୍ୟ ମନ୍ଦିରପାଣ୍ଟୋପ୍ରାଜୋଲଜାକର୍ତାଲକ୍ଷ୍ମଣ ନାୟକଭାରତୀୟ ସମ୍ବିଧାନଲୋକ ସଭାଅଜନ୍ତା ଗୁମ୍ଫାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ୧୪ ମାର୍ଚ୍ଚଇରା ମହାନ୍ତିଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାପଣ୍ଡୁ ଓଷାସୁନାମନୋଜ ଦାସ🡆 More