କିଆ

କିଆ ଏକ କ୍ରାନ୍ତିମଣ୍ଡଳୀୟ ଉଦ୍ଭିଦ୤ ବହୁ ଶାଖାୟିତ କିଆ ସାଧାରଣତଃ ୬ ମିଟର ପର୍ଯ୍ୟନ୍ତ ବଢ଼ିଥାଏ ୤ ସବୁଜ ବର୍ଣ୍ଣର ପତ୍ର ଲମ୍ବ ୧-୧.୫ ମି., ଓସାର ୪ ସେ.ମି.

୤ ପତ୍ରଧାର କଣ୍ଟା ଯୁକ୍ତ ୤ କିଆ ଗଛକୁ ୫ବର୍ଷ ହେଲେ ପ୍ରାୟତଃ ଫୁଲ ଧରିବା ଆରମ୍ଭ କରେ ୤ ଗୋଟିଏ ଗଛରୁ ୩୫ରୁ ୪୦ଟି ଫୁଲ ଫୁଟେ ଓ ୧୦ରୁ ୨୦ ବର୍ଷ ମଧ୍ୟରେ ଗଛରୁ ଅଧିକ ଫୁଲ ଉତ୍ପାଦିତ ହୋଇଥାଏ ୤

କିଆ
କିଆ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Monocots
ଗଣ: Pandanales
କୁଳ: Pandanaceae
ପ୍ରଜାତି: Pandanus
ଜାତି: P. fascicularis
ବାଇନୋମିଆଲ ନାମ
Pandanus fascicularis
Lam.
Synonyms

Pandanus odoratissimus, L. (nom. illeg.)

ବ୍ୟବହାର

ଏହା ଏକ ବୁଦା ଜାତୀୟ ଉଦ୍ୱିଦ ଯାହାର ସୁଗନ୍ଧିତ ପୁଷ୍ପରୁ ଅର୍କ ବାହାର କରା ଯାଏ । ଏହା ଏକ ଉଦ୍ଦୀପକ ହିସାବରେ ମୁଣ୍ଡବିନ୍ଧା ପାଇଁ ବ୍ୟବହୃତ ହୁଏ । ଏହି ପୁଷ୍ପ ଏକ ଖାଦ୍ୟ-ସୁଗନ୍ଧି ଭାବରେ ବିଖ୍ୟାତ । ଏହା ଅନେକ ଭାରତୀୟ ଖାଦ୍ୟ ଯେପରିକି ରସଗୋଲା, ପିଠା ଓ ଅନେକ ମିଷ୍ଟାନ୍ନରେ ସୁଗନ୍ଧି ଭାବେ ବ୍ୟବହାର କରାଯାଏ । ଏହାର ସୁଗନ୍ଧ ଏନେକ ସାପମାନଙ୍କୁ ଆକୃଷ୍ଟ କରାଇବାରେ କୁଖ୍ୟାତ ।

ପ୍ରାଦେଶିକ ନାମ

Common names include:

  • Assamese – Keteki;
  • ବଙ୍ଗଳା: কেয়া – Ketaki, Keya
  • Gujarathi – Ketaky
  • ହିନ୍ଦୀ : केवडा or केवड़ा – Kevadaa, Keora
  • Kannada Tale hoovu, Kedige
  • Konkani – Bonnong, Kegdi
  • ମାଲୟାଲମ: കൈത – Kaitha, Thaazha
  • ମରାଠୀ: केवडा – Kevadaa
  • Punjabi – Keora
  • ସଂସ୍କୃତ: केतकी – Kētakī
  • Tamil: தாழம்பூ – Thazhambu
  • Telugu – Mogali
  • Tulu – Kaedai

ଆଧାର

ବାହାର ଆଧାର

Tags:

କିଆ ବ୍ୟବହାରକିଆ ପ୍ରାଦେଶିକ ନାମକିଆ ଆଧାରକିଆ ବାହାର ଆଧାରକିଆ

🔥 Trending searches on Wiki ଓଡ଼ିଆ:

ରମାକାନ୍ତ ରଥକଟକଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଲିକତାଶିବମନୋଜ ଦାସଙ୍କ କଥା ଓ କାହାଣୀ୩୪ଥାଇଲାଣ୍ଡ୧୭୮୬ଶେୟାର ବଜାରକାଳୀଚରଣ ପଟ୍ଟନାୟକଅଶୋକ (ସମ୍ରାଟ)ରାମଶଙ୍କର ରାୟଦ୍ରୌପଦୀ ମୁର୍ମୁତାଇୱାନମାଲେସିଆ୧୮ ମାର୍ଚ୍ଚମି ଠୁ (ହ୍ୟାସଟ୍ୟାଗ)ଭଗବତ ଗୀତାମାକାଓରେବତୀ (କ୍ଷୁଦ୍ରଗଳ୍ପ)ନିକିତା କୃସ୍ଚେଭକ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡମହିମା ଧର୍ମଜୟଦ୍ରଥହରେକୃଷ୍ଣ ମହତାବଏଷ୍ଟୋନିଆଓଡ଼ିଶା୧୬୧୬ସମ୍ବାଦ (ଖବରକାଗଜ)ଆକ୍ରା୫୬୪ଖୋର୍ଦ୍ଧା୭୧୫ନିମୋନିଆରମଜାନଡେଭିଡ କାମେରନଇଣ୍ଟରନେଟବାରାକ ଓବାମାସୁଡୋଏଫେଡ୍ରିନଓଡ଼ିଆ ସାହିତ୍ୟଗୋବିନ୍ଦ ତ୍ରିପାଠୀପାରାସେଟାମୋଲ୧୭୫୨ବେଦପୃଥିବୀର ବାୟୁମଣ୍ଡଳଚନ୍ଦ୍ରଶେଖର ରଥକଟକ ଜିଲ୍ଲାହେପାଟାଇଟିସପ୍ୟାରିସସମୟ (କାଳ)ଶ୍ରୀନିବାସ ଉଦ୍‌ଗାତାଜଳ ପ୍ରଦୂଷଣକାହ୍ନୁଚରଣ ମହାନ୍ତିଫାରୋ ଦ୍ୱୀପପୁଞ୍ଜଭାରତର ଜାତୀୟ ପତାକାଗୁଗଲପୁଷ୍ପେନ୍ଦ୍ର ସିଂହ ଦେଓନମିତା ଅଗ୍ରୱାଲଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଚଣାଶ୍ରୀରାଧାକୋରାପୁଟ ଜିଲ୍ଲାସାରଳା ଦାସଅଟିଜିମ୍ ସ୍ପେକ୍ଟ୍ରମଲକ୍ଷ୍ମୀରାଜେନ୍ଦ୍ର ନାରାୟଣ ସିଂହଦେଓଶୁଆଉତ୍କଳ ଦିବସ🡆 More