ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଇଂରାଜୀ: Odisha Tourism Development Corporation', ଓଟିଡିସି) ଓଡ଼ିଶା ସରକାରଙ୍କଦ୍ୱାରା ପରିଚାଳିତ ଏକ ନିଗମ । ଏହା ୧୯୭୯ରେ ରାଜ୍ୟରେ ପର୍ଯ୍ୟଟନର ବିକାଶ, ଆଗରୁ ଥିବା ପର୍ଯ୍ୟଟନ ଅତିଥି ଭବନ ଓ ପରିବହନ ଆଦିର ଦେଖାଶୁଣା କରିବା ପାଇଁ ଆରମ୍ଭ ହୋଇଥିଲା । ଏହି ବିଭାଗଦ୍ୱାରା ପରିଚାଳିତ ଅତିଥି ଭବନ ପାନ୍ଥ ନିବାସ ନାମରେ ଜଣା ।

Odisha Tourism Development Corporation
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସରକାରୀ ପ୍ରତୀକ
ସରକାରୀ ନିଗମ, ଓଡ଼ିଶା overview
Formed ୧୯୭୯
Jurisdiction ଓଡ଼ିଶା ସରକାର
Headquarters ପାନ୍ଥ ନିବାସ (ଓଲ୍ଡ ବ୍ଲକ), ଲୁଇସ ରୋଡ଼, ଭୁବନେଶ୍ୱର ୭୫୧୦୧୪
20°15′10.318″N 85°50′32.521″E / 20.25286611°N 85.84236694°E / 20.25286611; 85.84236694
Minister responsible ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ଓ ସଂସ୍କୃତି
ସରକାରୀ ନିଗମ, ଓଡ଼ିଶା executives ନରେନ୍ଦ୍ର କୁମାର ସ୍ୱାଇଁ, ଚେଆରମ୍ୟାନ
ଅନୀଲ କୁମାର ସାମଲ, ପରିଚାଳନା ନିର୍ଦ୍ଦେଶକ
Parent department ଓଡ଼ିଶା ପର୍ଯ୍ୟଟନ ବିଭାଗ
Website
otdc.in
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ

ଯାତ୍ରା

ପ୍ୟାକେଜ ଟୁର

ଓଟିଡିସି ଟୁର ପ୍ୟାକେଜ ସେବା ଯୋଗାଇଥାଏ । ନବକଳେବର ଭଳି ଋତୁକାଳୀନ ବିଶେଷ କାର୍ୟ୍ୟକ୍ରମରେ ଭାଗନେବା ପାଇଁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଟୁର ପ୍ୟାକେଜର ବ୍ୟବସ୍ଥା କରାଯାଇଥାଏ ।

ଆଧାର

ବାହାର ଲିଙ୍କ

Tags:

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଯାତ୍ରାଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଆଧାରଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବାହାର ଲିଙ୍କଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମଇଂରାଜୀ

🔥 Trending searches on Wiki ଓଡ଼ିଆ:

କେବେ ତମେ ନାହଁ କେବେ ମୁଁ ନାହିଁଚିଲିକା ହ୍ରଦ୨୦୦୬ଗୋପୀନାଥ ମହାନ୍ତିଟୁକାଟିନିବରାମଚନ୍ଦ୍ର ମିଶ୍ରଖାରବେଳଭାରତର ଜାତୀୟ ପତାକାରାମଶଙ୍କର ରାୟବଡ଼ସିଂହାର ବେଶକୋଣାର୍କ ସୂର୍ଯ୍ୟ ମନ୍ଦିରବରଫପୁରୁଷୋତ୍ତମ ଦେବଶୁକ୍ରବାର୧୯୬୧ର ଓଡ଼ିଆ କଥାଚିତ୍ରବଳରାମ ଦାସମଟର ସାଇକେଲଚୀନଅଗଷ୍ଟଶଶି ଭୂଷଣ ବେହେରାଓଡ଼ିଆ ଖାଦ୍ୟରାଧାଦାମୋଦର ବେଶଉଦୟନାଥ ଷଡ଼ଙ୍ଗୀ୩ ଅଗଷ୍ଟ୧୯୭୬ଗାଲୁଆଦ୍ରୌପଦୀ ମୁର୍ମୁଚାନ୍ଦ୍ରମାସଇଡ଼ିତାଲଭୂଇଁନିମମ୍ୟାଲେରିଆଅନୁଭବ ମହାନ୍ତି୪ (ବହୁବିକଳ୍ପ)ଆଦିଶଙ୍କରଧନିଷ୍ଠା (ନକ୍ଷତ୍ର)ପଞ୍ଚକନ୍ୟାପଣା ସଂକ୍ରାନ୍ତିଶତ୍ରୁଘ୍ନ ନାଥକାହ୍ନୁଚରଣ ମହାନ୍ତିଗୁରୁ ପ୍ରସାଦ ମହାନ୍ତିମହାଶ୍ୱେତା ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଜ୍ୟୋତିର୍ଲିଙ୍ଗମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ମହାନଦୀଚନ୍ଦନ ଯାତ୍ରାରାଷ୍ଟ୍ରୀୟ ସୁରକ୍ଷା ଦିବସଅଷ୍ଟ୍ରେଲିଆବରଗଛଉଚ୍ଛ୍ୱାସ (କବିତା ସଙ୍କଳନ)କଳାପାହାଡ଼ସୁରେନ୍ଦ୍ର ମହାନ୍ତିମଧୁମେହପାଲାମସ୍କୋଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଇଣ୍ଟରନେଟପ୍ରଧାନ ପୃଷ୍ଠାତୁଳସୀ ଗଛଉତ୍ସବ ଚରଣ ଜେନା୧୭୧୧୧୬୮୦ଶିଶିର ମିଶ୍ରଜୟୀ ରାଜଗୁରୁଚିତ୍ତରଞ୍ଜନ ଦାସଉଇକିକଥାବିଞ୍ଝାରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କନ୍ୟା (ରାଶି)🡆 More