ଓଡ଼ିଶା ଗଣିତ ସଂସଦ

ଓଡ଼ିଶା ଗଣିତ ସଂସଦ ୧୯୭୨ ମସିହାରେ ସ୍ଥାପନା କରାଗଲା । ଏହା ଗଠନ ହେବା ପରଠାରୁ ପ୍ରତ୍ୟେକ ବାର୍ଷିକ ଅଧିବେଶନରେ ସ୍କୁଲ , କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ଗଣିତ ପାଠ୍ୟକ୍ରମ ନବୀକରଣ ପାଇଁ ଆଲୋଚନା ଚକ୍ର ଅନୁଷ୍ଠିତ ହୁଏ ଓ ବିଭିନ୍ନ ଗଠନ ମୂଳକ ପ୍ରସ୍ତାବ ଗ୍ରହଣ କରାଯାଏ । ଏହି ପ୍ରସ୍ତାବଗୁଡ଼ିକ ବିଭିନ୍ନ ପାଠ୍ୟକ୍ରମ କମିଟି କାର୍ଯ୍ୟକାରୀ କରାଇଥାନ୍ତି । ଏହା ଫଳରେ ଓଡ଼ିଶାରେ ଗଣିତ ପାଠ୍ୟକ୍ରମ ଅତ୍ୟନ୍ତ ଉନ୍ନତ ମାନର ହୋଇପାରିଛି । ଏହା ଛଡା ଓଡ଼ିଶାରେ ଗଣିତ ଗବେଷଣାକୁ ତ୍ୱରାନ୍ୱିତ କରିବା ପାଇଁ ୧୯୮୧ ମସିହାରୁ Journal of Odisha Mathematical Society ଓ ଗଣିତକୁ ଲୋକପ୍ରିୟ କରାଇବା ପାଇଁ ୧୯୮୪ରୁ ଗଣିତ ବିଚିତ୍ରାର ମୁଦ୍ରଣ ଆରମ୍ଭ ହେଲା ।

ଓଡ଼ିଶା ଗଣିତ ସଂସଦ
ଓଡ଼ିଶା ଗଣିତ ସଂସଦର ଲୋଗୋ

କର୍ମକର୍ତ୍ତା

ପୁରୁଣା ସଭାପତି

  • ପ୍ରଫେସର ବାମାଚରଣ ଦାସ (୧୯୭୫ - ୧୯୮୧)
  • ପ୍ରଫେସର ଘନଶ୍ୟାମ ସାମଲ
  • ପ୍ରଫେସର ତ୍ରିବିକ୍ରମ ପତି (୧୯୯୩ - ୨୦୦୧)

ବର୍ତ୍ତମାନ କର୍ମକର୍ତ୍ତା

  • ସଭାପତି : ପ୍ରଫେସର ସୁଦର୍ଶନ ନନ୍ଦ , କିଟ୍ ବିଶ୍ୱବିଦ୍ୟାଳୟ , ଭୁବନେଶ୍ୱର
  • ଉପସଭାପତି : ଡଃ ତ୍ରିଲୋଚନ ବିଶ୍ୱାଳ , ବିବେକାନନ୍ଦ ବୈଷୟକ ପ୍ରତିଷ୍ଠାନ , ଭୁବନେଶ୍ୱର
  • ସମ୍ପାଦକ : ଡଃ ଜୟନ୍ତ କୁମାର ଦାଶ , ଆଇ.ଟି.ଇ.ଆର , ଭୁବନେଶ୍ୱର
  • ମୁଖ୍ୟ କାର୍ଯ୍ୟାଳୟ ସମ୍ପାଦକ : ପ୍ରଫେସର ଜଗନ୍ନାଥ ପଟେଲ , ଉତ୍କଳ ବିଶ୍ୱବିଦ୍ୟାଳୟ , ଭୁବନେଶ୍ୱର
  • ଯୁଗ୍ମ ସମ୍ପାଦକ : ଡଃ ସବ୍ୟସାଚୀ ପାଣି , ଆଇ.ଆଇ.ଟି , ଭୁବନେଶ୍ୱର
          ଶ୍ରୀ ସମ୍ପଦ କୁମାର ପରିଡ଼ା , ଏନ.ଏମ.ଆଇ.ଇ.ଟି , ଭୁବନେଶ୍ୱର
  • କୋଷାଧ୍ୟକ୍ଷ : ଡଃ ପ୍ରୟାଗ ପ୍ରସାଦ ମିଶ୍ର , ସିଲିକନ ବୈଷୟକ ପ୍ରତିଷ୍ଠାନ , ଭୁବନେଶ୍ୱର
  • କ୍ଷେତ୍ର ସଂଯୋଜକ, ଓଡ଼ିଶା : ଡଃ ହାଡ଼ିବନ୍ଧୁ ପଟ୍ଟନାୟକ , ଶୈଳବାଳା ମହିଳା ମହାବିଦ୍ୟାଳୟ , କଟକ

ଆଧାର

ବାହାର ଲିଙ୍କ

Tags:

ଓଡ଼ିଶା ଗଣିତ ସଂସଦ କର୍ମକର୍ତ୍ତାଓଡ଼ିଶା ଗଣିତ ସଂସଦ ଆଧାରଓଡ଼ିଶା ଗଣିତ ସଂସଦ ବାହାର ଲିଙ୍କଓଡ଼ିଶା ଗଣିତ ସଂସଦଅଭିନବ ଗଣିତ ବିଚିତ୍ରା

🔥 Trending searches on Wiki ଓଡ଼ିଆ:

ବନମାଳୀ ଦାସଟାଇଫଏଡଦ୍ୱିତୀୟ ବିଶ୍ୱଯୁଦ୍ଧହୃଷୀକେଶ ପଣ୍ଡାଭଦ୍ରକ ଜିଲ୍ଲାବାଞ୍ଛାନିଧି ମହାନ୍ତିଦୁର୍ଗାଷ୍ଟମୀରେବତୀ (କ୍ଷୁଦ୍ରଗଳ୍ପ)ଧର୍ମଗଡ଼ଯୁକ୍ତରାଜ୍ୟନଟବର ସାମନ୍ତରାୟରାମଚନ୍ଦ୍ର ବେହେରାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିମ୍ୟାଲେରିଆଅଟିଜିମ୍‌ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରନରେନ୍ଦ୍ର ମୋଦୀମିଆ ଖଲିଫାନଅଙ୍କ ଦୁର୍ଭିକ୍ଷଭକ୍ତ ଚରଣ ଦାସଜାତୀୟ ସାହସିକତା ପୁରସ୍କାରନୃସିଂହ ଚରଣ ପଣ୍ଡାଚମ୍ପୂବେଣୁଧର ରାଉତପୂଜା (ଉପାସନା)ଭାରତର ଜାତୀୟ ପତାକାଦୁଃଶାସନମାତଙ୍ଗୀଦୁର୍ଗାଶାନ୍ତନୁ କୁମାର ଆଚାର୍ଯ୍ୟକରଣ (ଜାତି)ଅହଲ୍ୟା (ଓଡ଼ିଆ କଥାଚିତ୍ର)ମକର (ରାଶି)ପିତ୍ତକୋଷମଦର ଟେରେସାଗିରିଧର ଗମାଙ୍ଗକିଶୋରୀ ଚରଣ ଦାସଗୁରୁ ପ୍ରସାଦ ମହାନ୍ତିପାରାଦ୍ୱୀପହେମନ୍ତ କୁମାର ଦାସତ୍ରିଭୁଜବଡ଼ଦିନବୈକୁଣ୍ଠନାଥ ପଟ୍ଟନାୟକକିରଣ ବେଦୀଚନ୍ଦନଲାଗି ବେଶମୌଳିକ ସଂଖ୍ୟାନବକୃଷ୍ଣ ଚୌଧୁରୀସମୟ (କାଳ)କ୍ୟୁ. ଆର. କୋଡ଼ସୂର୍ଯ୍ୟୋଦୟସମ୍ବାଦ (ଖବରକାଗଜ)ସୁନାବେଶମହାନଦୀଦିବାକର ପରିଡ଼ାସମ୍ବଲପୁରୀ ଭାଷାକଲମଭାରତୀୟ ଡାକ ସେବାଋଷିଆମଥୁରା ମଙ୍ଗଳପଣା ସଂକ୍ରାନ୍ତିବର୍ଷା ପ୍ରିୟଦର୍ଶିନୀକଳାପାହାଡ଼🡆 More