ଆସ୍ତିକ ନାସ୍ତିକ: ୨୦୨୨ ଓଡ଼ିଆ କଥାଚିତ୍ର

ଆସ୍ତିକ ନାସ୍ତିକ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପବିତ୍ର ନାୟକ । ବି.

ଚନ୍ଦନ କୁମାର ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ଚିତ୍ରନଟ୍ୟ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି । ସୁଧାଂଶ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍‌ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ନିର୍ଦ୍ଦେଶକସୁଧାଂଶ ମୋହନ ସାହୁ
ପ୍ରଯୋଜକପବିତ୍ର ନାୟକ
ସଂଳାପବି. ଚନ୍ଦନ କୁମାର
ଚିତ୍ରନାଟ୍ୟଦେବୀଦତ୍ତ ମହାନ୍ତି
କାହାଣୀବି. ଚନ୍ଦନ କୁମାର
କଳାକାରବୁଦ୍ଧାଦିତ୍ୟ ମହାନ୍ତି
ସୁପ୍ରିୟା ନାୟକ
କୁକିସ୍ ସ୍ୱାଇଁ
ସଙ୍ଗୀତଗୁଡ୍‍ଲି ରଥ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୦ ଜୁଲାଇ ୨୦୨୨
ଦେଶଆସ୍ତିକ ନାସ୍ତିକ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବୁଦ୍ଧାଦିତ୍ୟ ମହାନ୍ତି ଓ ସୁପ୍ରିୟା ନାୟକ । କୁକିସ୍ ସ୍ୱାଇଁ, ଅଭିଶେକ ଗିରି, ଶୁଭମ, ତ୍ରିଭୁବନ ପଣ୍ଡା, ସରୋଜ ଦାସ, ଭୂପତି ତ୍ରିପାଠୀ, ସୁଶୀଲ ଆଦି କଳାକାରମାନେ ଏହି କଥାଚିତ୍ରଟି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁଲାଇ ୧୦ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଆସ୍ତିକ ନାସ୍ତିକ
କଥାଚିତ୍ର ଗୀତ ଆଲବମ୍ by
ଗୁଡ୍‌ଲି ରଥ
ରେକର୍ଡ଼ ତାରିଖ୨୦୨୨
ଭାଷାଓଡ଼ିଆ
ନାମତରଙ୍ଗ ମ୍ୟୁଜିକ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ । ସୂର୍ଯ୍ୟ ମହାପାତ୍ର ଓ ନିର୍ମଳ ନାୟକ ଭଳି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୋହିନୀ ମିଶ୍ର, ହ୍ୟୁମାନ ସାଗର, ଅସୀମା ପଣ୍ଡା, ମଣ୍ଟୁ ଛୁରୀଆ, ଲିପ୍ସା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତକବିଗାୟକସମୟ
1."ଏ ଦିଲ୍ ତୋ ଦିୱାନା"ସୂର୍ଯ୍ୟ ମହାପାତ୍ରହ୍ୟୁମାନ ସାଗର, ଅସୀମା ପଣ୍ଡା୦୪:୧୨
2."ମୁଁ ତୋର ବାବୁ ସୋନା"ନିର୍ମଳ ନାୟକମଣ୍ଟୁ ଛୁରୀଆ, ଲିପ୍ସା ମହାପାତ୍ର୦୪:୪୨

ଆଧାର

ବାହାର ଆଧାର

Tags:

ଆସ୍ତିକ ନାସ୍ତିକ ଅଭିନୟଆସ୍ତିକ ନାସ୍ତିକ କାହାଣୀଆସ୍ତିକ ନାସ୍ତିକ ଗୀତ ଏବଂ ସଙ୍ଗୀତଆସ୍ତିକ ନାସ୍ତିକ ଆଧାରଆସ୍ତିକ ନାସ୍ତିକ ବାହାର ଆଧାରଆସ୍ତିକ ନାସ୍ତିକ

🔥 Trending searches on Wiki ଓଡ଼ିଆ:

ଓ ଅନ୍ଧଗଳିରାଜ ଯୋଗଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଗଡ଼ଜାତ କୃଷକମାର୍ଚ୍ଚସତ୍ୟେନ୍ଦ୍ର ନାଥ ବୋଷଉତ୍କଳ ଦିବସଭାରତର ଜାତୀୟ ପତାକାପ୍ରେମସୁନାବିଶ୍ୱ ମ୍ୟାଲେରିଆ ଦିବସଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ସୂର୍ଯ୍ୟବଂଶୀ ସୂରଜଏ. ପି. ଜେ. ଅବଦୁଲ କଲାମପ୍ରସନ୍ନ କୁମାର ପଣ୍ଡାପ୍ରଥମ ବିଶ୍ୱଯୁଦ୍ଧକୋଳିଗୀତଗୋବିନ୍ଦଯଦୁମଣି ମହାପାତ୍ର୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଭାଷାଗାଲୁଆଗଙ୍ଗାଧର ମେହେରନଇ ଆରପାରିସୁଭାଷ ଚନ୍ଦ୍ର ବୋଷ୭ (ସଂଖ୍ୟା)ଓଡ଼ିଆ କଥାଚିତ୍ର ଜଗତଏମିସ ଲୋକମଙ୍ଗଳୁ ଚରଣ ବିଶ୍ୱାଳପୁରୁଷୋତ୍ତମ ଦେବସୁଇଜରଲ୍ୟାଣ୍ଡସୌରୀନ୍ଦ୍ର ବାରିକମହାଦେଶଗ୍ରହଅକ୍ଷୟ ତୃତୀୟାବ୍ୟାସଦେବହାଡ଼ଫୁଟିଖିଲିପାନଖଡ଼ଗପୁରମୌଳିକ ସଂଖ୍ୟାସୀତାକାନ୍ତ ମହାପାତ୍ରକଳାହାଣ୍ଡି ଜିଲ୍ଲାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରମାଣବସା ଗୁରୁବାରମହାନଦୀବିଶ୍ୱତାପନଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଛାୟାପଥବର୍ଷାଶ୍ରୀ ଅରବିନ୍ଦତାଳଧ୍ୱଜକାଟୁଲୁ ରବି କୁମାରଏଞ୍ଜେଲା ମେର୍କେଲ୍ବିରଳା ମନ୍ଦିର, କୋଲକାତାବର୍ଷା ପ୍ରିୟଦର୍ଶିନୀବଉଳସମୀର ରଞ୍ଜନ ଦାଶବେଲଭଦ୍ରକଫସ୍‌ଫରସବ୍ୟାଙ୍କସତୀ ଅନୁସୂୟାସୂଚନା ପ୍ରଯୁକ୍ତିବିଦ୍ୟାରାମାୟଣଓଡ଼ିଶାର ଇତିହାସପଲଉରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଘରହୃତ୍‌ପିଣ୍ଡସମର ସଲିମ ସାଇମନ🡆 More