ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍

୫୦ ମିଟର୍ ରାଇଫଲ୍ ୩ ପୋଜିସନ୍, ଆନ୍ତର୍ଜାତୀୟ ବନ୍ଧୁକଚାଳନା ଖେଳ ଫେଡ଼େରେସନ୍‌ର ଏକ ବିଭାଗ, ଯାହା ୩୦୦ ମିଟର୍ ରାଇଫଲ୍ ୩ ପୋଜିସନ୍‌ର ଛୋଟ ରୂପ । ଏଥିରେ ନିଲିଂ ପୋଜିସନ୍, ପ୍ରୋନ୍ ପୋଜିସନ୍ ଓ ଷ୍ଟାଣ୍ଡିଂ ପୋଜିସନ୍ ଥାଏ, ଯେଉଁଥିରେ ପୁରୁଷମାନଙ୍କ ପାଇଁ ୩×୪୦ ସଟ୍‌ସ ଓ ମହିଳାମାନଙ୍କ ପାଇଁ ୩×୨୦ ସଟ୍‌ସ ଥାଏ । ଏଥିରେ ବ୍ୟବ‌ହୃତ କ୍ୟାଲିବର୍ ୦.୨୨ ଲମ୍ବ ରାଇଫଲ୍ (୫.୬ mm).

ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍
ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍
Men
Number of shots3×40 + 10
Olympic Games୧୯୫୨ରୁ
World Championships୧୯୩୯ରୁ
AbbreviationFR3X40
Women
Number of shots3×20 + 10
Olympic Games୧୯୮୪ରୁ
World Championships୧୯୬୬ରୁ
AbbreviationSTR3X20
ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍
The target: total Ø = 154.4 mm. 4 ring Ø = 106.4 mm. 9 ring Ø = 26.4 mm. 10 ring Ø = 10.4 mm, height 0.75 m above the floor

ପୁରୁଷ ବିଭାଗରେ, ଖେଳାଳିମାନଙ୍କୁ ୨ ଘଣ୍ଟା ୪୫ ମିନିଟ୍ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କୋର୍ସ୍ ସାରିବାକୁ ହୁଏ । ମାତ୍ର ଛୋଟ ସଟ୍‌ସ ହେତୁ ମହିଳାମାନଙ୍କୁ ୧ ଘଣ୍ଟା ୪୫ ମିନିଟ୍ ସମୟ ମଧ୍ୟରେ ସାରିବାକୁ ହୁଏ । ଏହି ସମୟ ସୀମା, ବୈଦ୍ୟୁତିକ ଟାର୍ଗେଟ୍ ବ୍ୟବ‌ହାର ହେଲା ବେଳେ ଦେଖାଯାଏ, ମାତ୍ର ଧୀର ଭାବେ ହାତରେ କରାଯାଉଥିଲେ ଅଧିକ ସମୟ ବ୍ୟବ‌ହାର ହୁଏ । ମହିଳାମାନଙ୍କ ରାଇଫଲ୍‌ର ଓଜନ 6.5 kilograms (14 lb) ଥିବା ବେଳେ ପୁରୁଷମାନଙ୍କ ରାଇଫଲ୍ ଓଜନ 8.0 kilograms (17.6 lb) ଥାଏ । ମାତ୍ର ବର୍ତ୍ତମାନ ସାଧାରଣ ରାଇଫଲ୍‌ରୁ ଖେଳ ରାଇଫଲ୍‌କୁ ପରିବର୍ତ୍ତନ ହେବା ପରେ, ଏହି ପାର୍ଥକ୍ୟ କେବଳ ସାମଗ୍ରୀ ମଧ୍ୟରେ ରହିଯାଇଛି ।

ମହତ୍ତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ, ଯଥା: ବିଶ୍ୱକପ୍, ବିଶ୍ୱ ପ୍ରତିଯୋଗିତାରେ, ଶ୍ରେଷ୍ଠ ୮ ପ୍ରତିଦ୍ୱନ୍ଦୀ ଫାଇନାଲ୍‌ରେ ଖେଳିଥାଆନ୍ତି, ଯେଉଁଥିରୁ ପଦକ ବିଜେତା ବଛାଯାଏ । ୨୦୧୩ରୁ ଏକ ନୂଆ ଫାଇନାଲ୍ ଶୈଳୀ ଆପଣା ଯାଇଛି, ଯେଉଁଥିରେ ଉତ୍ତୀର୍ଣ୍ଣ କରିବା ସ୍କୋର୍‌କୁ ବାଦ୍ ଦିଆଯାଇଛି ଏବଂ ପଦକ ବିଜେତାଙ୍କୁ କେବଳ ଫାଇନାଲ୍ ମ୍ୟାଚ୍‌ର ସ୍କୋର୍‌କୁ ନେଇ ନିରୂପଣ କରାଯାଉଛି । ଗୁଳି କରିବାର ସମୟ ସୀମା ମଧ୍ୟ ପରିବର୍ତ୍ତିତ ହୋଇଛି: ପୂର୍ବର ଷ୍ଟାଣ୍ଡିଂ ପୋଜିସନ୍‌ରେ ୧୦-ସଟ୍ କାର୍ଯକ୍ରମ ଥିବା ବେଳେ, ବର୍ତ୍ତମାନ ସମସ୍ତ ଶୈଳୀରେ ୪୫ ସଟ୍‌ସ ବିଶିଷ୍ଟ କାର୍ଯ୍ୟକ୍ରମରୁ ଧୀରେ ଧୀରେ ବାଦ୍ ପଡ଼ିବା ଶୈଳୀ ଗ୍ରହଣ କରାଯାଇଛି । ଏହି ବାଦ୍ ପଡ଼ିବା ଶୈଳୀ ଫାଇନାଲ୍‌ର ୧୦ମ ସଟ୍‌ରୁ ଆରମ୍ଭ ହୋଇଥାଏ । ନିମ୍ନ ରାଙ୍କ୍ ବନ୍ଧୁକଚାଳନାକାରୀ, ପ୍ରତିଟି ସଟ୍‌ସ ପରେ, ଗୋଟିକ ପରେ ଗୋଟିଏ ବାଦ୍ ପଡିଥାନ୍ତି । ଶେଷ ଦୁଇ ପ୍ରତିଯୋଗୀ ଚିହ୍ନଟ ହେବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିଥାଏ ।

ବିଶ୍ୱ ପ୍ରତିଯୋଗିତା, ପୁରୁଷ

ବର୍ଷ ସ୍ଥାନ ସ୍ୱର୍ଣ୍ଣ ରୌପ୍ୟ କାଂସ୍ୟ
୧୯୩୭ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Helsinki ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Jacques Louis Mazoyer (FRA) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Viljo Leskinen (Finland) ଛାଞ୍ଚ:Country data EST
୧୯୩୯ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Luzern ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Karl Steigelmann (GER) ଛାଞ୍ଚ:Country data EST ଛାଞ୍ଚ:Country data SWE
୧୯୪୯ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Buenos Aires ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Pauli Aapeli Janhonen (Finland) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Arthur Edwin Cook (USA) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Erling Asbjoern Kongshaug (Norway)
୧୯୫୨ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Oslo ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Erling Asbjoern Kongshaug (Norway) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Robert Buerchler (SUI) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Johan Hunaes (Norway)
୧୯୫୪ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Caracas ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Anatoli Bogdanov (Soviet Union) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Vassily Borisov (Soviet Union) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Vilho Ilmari Yloenen (Finland)
୧୯୫୮ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Moscow ଛାଞ୍ଚ:Country data URS ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Marat Niyazov (Soviet Union) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Moysey Itkis (Soviet Union)
୧୯୬୨ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Cairo ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Gary Anderson (USA) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Marat Niyazov (Soviet Union) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Erwin Vogt (SUI)
୧୯୬୬ ଛାଞ୍ଚ:Country data West Germany Wiesbaden ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Gary Anderson (Soviet Union) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Marat Niyazov (Soviet Union) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Henryk Gorski (POL)
୧୯୭୦ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Phoenix ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Vitali Parkhimovitch (Soviet Union) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  John Writer (USA) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Lones Wigger (USA)
୧୯୭୪ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Thun ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  John Writer (USA) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Lones Wigger (USA) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Lanny Bassham (USA)
୧୯୭୮ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Seoul ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Lanny Bassham (USA) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Malcolm Cooper (GBR) ଛାଞ୍ଚ:Country data FRG
୧୯୮୨ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Caracas ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Vladimir Lvov (Soviet Union) ଛାଞ୍ଚ:Country data FRG ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Viktor Vlasov (Soviet Union)
୧୯୮୬ ଛାଞ୍ଚ:Country data East Germany Suhl ଛାଞ୍ଚ:Country data TCH ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Malcolm Cooper (GBR) ଛାଞ୍ଚ:Country data TCH
୧୯୯୦ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Moscow ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Eun Chul Lee (KOR) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Robert Foth (USA) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Hrachya Petikyan (Soviet Union)
୧୯୯୪ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Milan ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Petr Kurka (CZE) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Thomas Tamas (USA) ଛାଞ୍ଚ:Country data AUT
୧୯୯୮ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Barcelona ଛାଞ୍ଚ:Country data SVK ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Pascal Bessy (FRA) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Rajmond Debevec (SLO)
୨୦୦୨ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Lahti ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Marcel Buerge (SUI) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Konstantin Prikhodtchenko (RUS) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Peter Sidi (HUN)
୨୦୦୬ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Zagreb ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Artem Khadjibekov (RUS) ଛାଞ୍ଚ:Country data SCG ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Lei Zhang (CHN)
୨୦୧୦ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Munich ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Peter Sidi (HUN) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Han Jin-seop (KOR) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Nemanja Mirosavljev (SRB)
୨୦୧୪ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Granada ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Zhu Qinan (CHN) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Sergey Kamenskiy (RUS) ଛାଞ୍ଚ:Country data BLR

ବିଶ୍ୱ ପ୍ରତିଯୋଗିତା, ପୁରୁଷ ଦଳ

ବର୍ଷ ସ୍ଥାନ ସ୍ୱର୍ଣ୍ଣ ରୌପ୍ୟ କାଂସ୍ୟ
୧୯୪୯ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Buenos Aires ଛାଞ୍ଚ:Country data FIN Finland
Olavi Elo
Pauli Aapeli Janhonen
Kullervo Leskinen
Toivo Maenttaeri
Vilho Ilmari Yloenen
ଛାଞ୍ଚ:Country data SWE Sweden
Uno Hilding Berg
Isac Holger Erben
Walther Sigfrid Frostell
Kurt Johansson
Jonas Jonsson
ଛାଞ୍ଚ:Country data NOR Norway
Mauritz Amundsen
Johan Hunaes
Erling Asbjoern Kongshaug
Willy Roegeberg
Tore Skredegaard
୧୯୫୨ ଛାଞ୍ଚ:Country data NOR Oslo ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Switzerland
Robert Buerchler
Ernst Huber
Otto Horber
Auguste Hollenstein
Schmid E.
ଛାଞ୍ଚ:Country data SWE Sweden
Uno Hilding Berg
Isac Holger Erben
Walther Sigfrid Frostell
Kurt Johansson
Lindquist T.
ଛାଞ୍ଚ:Country data NOR Norway
Mauritz Amundsen
Johan Hunaes
Erling Asbjoern Kongshaug
Halvar Kongsjorden
Tore Skredegaard
୧୯୫୪ ଛାଞ୍ଚ:Country data VEN Caracas ଛାଞ୍ଚ:Country data URS Soviet Union
Anatoli Bogdanov
Vassily Borisov
Moysey Itkis
Grigori Kupko
Boris Pereberin
ଛାଞ୍ଚ:Country data SWE Sweden
Uno Hilding Berg
Isac Holger Erben
Walther Sigfrid Frostell
Anders Helge Kvissberg
Sundberg O.
ଛାଞ୍ଚ:Country data NOR Norway
Mauritz Amundsen
Iver Aas
Anker Hagen
Erling Asbjoern Kongshaug
Tore Skredegaard
୧୯୫୮ ଛାଞ୍ଚ:Country data URS Moscow ଛାଞ୍ଚ:Country data URS Soviet Union
Vassily Borisov
Moysey Itkis
Yuri Kudryashov
Marat Niyazov
Victor Shamburkin
ଛାଞ୍ଚ:Country data FRG West Germany
Hans Werner Harbeck
Peter Kohnke
Bernd Klingner
Helmut Schlenker
Rudolf Sigl
ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  United States
James Carter
Herr J.
Daniel Bruce Puckel
Gordon Taras
Verle Franklin Jun. Wright
୧୯୬୨ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Cairo ଛାଞ୍ଚ:Country data URS Soviet Union
Vladimir Chuian
Vassily Borisov
Moysey Itkis
Marat Niyazov
ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  United States
Gary Anderson
Tommy Pool
Daniel Bruce Puckel
Verle Franklin Jun. Wright
ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Switzerland
Auguste Hollenstein
Kurt Mueller
Hans Rudolf Spillmann
Erwin Vogt
୧୯୬୬ ଛାଞ୍ଚ:Country data FRG Wiesbaden ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  United States
Gary Anderson
Tommy Pool
Margaret Thompson
Lones Wigger
ଛାଞ୍ଚ:Country data URS Soviet Union
Alexander Gerasimenok
Valentin Kornev
Vladimir Konyakhin
Marat Niyazov
ଛାଞ୍ଚ:Country data GDR East Germany
Werner Lippoldt
Guenter Lange
Dieter Munzert
Hartmut Sommer
୧୯୭୦ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Phoenix ଛାଞ୍ଚ:Country data URS Soviet Union
Vladimir Agishev
Oleg Lapkin
Vitali Parkhimovitch
Sergei Yermilov
ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  United States
David Boyd
John Robert Foster
John Writer
Lones Wigger
ଛାଞ୍ଚ:Country data FRG West Germany
Peter Kohnke
Bernd Klingner
Gottfried Kustermann
Klaus Zaehringer
୧୯୭୪ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Thun ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  United States
Lanny Bassham
Margaret Murdock
Lones Wigger
John Writer
ଛାଞ୍ଚ:Country data URS Soviet Union
Anatoli Bulgakov
Gennadi Lushikov
Alexander Mitrofanov
Vitali Parkhimovitch
ଛାଞ୍ଚ:Country data FRG West Germany
Bernd Klingner
Gottfried Kustermann
Wolfgang Ruehle
Klaus Zaehringer
୧୯୭୮ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Seoul ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  United States
Lanny Bassham
Edward Etzel
Rod Fitz-Randolph
Lones Wigger
ଛାଞ୍ଚ:Country data FRG West Germany
Gottfried Kustermann
Ulrich Lind
Werner Seibold
Karlheinz Smieszek
ଛାଞ୍ଚ:Country data SWE Sweden
Sven Johansson
Carl-Erik Oeberg
Esbjoern Svensson
Stefan Thynell
୧୯୮୨ ଛାଞ୍ଚ:Country data VEN Caracas ଛାଞ୍ଚ:Country data URS Soviet Union
Kirill Ivanov
Vladimir Lvov
Alexander Mitrofanov
Viktor Vlasov
ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Great Britain
Alister Allan
Malcolm Cooper
Barry Dagger
John Davis
ଛାଞ୍ଚ:Country data NOR Norway
Arnt-Olav Haugland
Terje Melbye-Hansen
Harald Stenvaag
Geir Skirbekk
୧୯୮୬ ଛାଞ୍ଚ:Country data GDR Suhl ଛାଞ୍ଚ:Country data TCH Czechoslovakia
Milan Bakes
Petr Kurka
Pavel Soukenik
ଛାଞ୍ଚ:Country data URS Soviet Union
Kirill Ivanov
Hrachya Petikyan
Viktor Vlasov
ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  France
Jean-Pierre Amat
Pascal Bessy
Michel Bury
୧୯୯୦ ଛାଞ୍ଚ:Country data URS Moscow ଛାଞ୍ଚ:Country data URS Soviet Union
Viatcheslav Botchkarev
Kirill Ivanov
Hrachya Petikyan
ଛାଞ୍ଚ:Country data TCH Czechoslovakia
Milan Bakes
Petr Kurka
Miroslav Varga
ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Yugoslavia
Rajmond Debevec
Nemanja Mirosavljev
Goran Maksimovic
୧୯୯୪ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Milan ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  France
Jean-Pierre Amat
Michel Bury
Roger Chassat
ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Ukraine
Artur Ayvazyan
Oleg Dementyev
Oleg Mikhailov
ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Czech Republic
Milan Bakes
Vaclav Becvar
Petr Kurka
୧୯୯୮ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Barcelona ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Ukraine
Artur Ayvazyan
Oleg Mikhailov
Jury Sukhorukov
ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  France
Pascal Bessy
Jean-Pierre Amat
Roger Chassat
ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Russia
Alexander Koudelin
Artem Khadjibekov
Sergei Kovalenko
୨୦୦୨ ଛାଞ୍ଚ:Country data FIN Lahti ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Russia
Artem Khadjibekov
Viatcheslav Botchkarev
Konstantin Prikhodtchenko
ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  United States
Michael Anti
Matthew Emmons
Glenn Dubis
ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Ukraine
Jury Sukhorukov
Oleg Mikhailov
Artur Ayvazyan
୨୦୦୬ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Zagreb ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Russia
Artem Khadjibekov
Sergei Kovalenko
Viatcheslav Botchkarev
ଛାଞ୍ଚ:Country data AUT Austria
Thomas Farnik
Mario Knoegler
Christian Planer
ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  United States
Matthew Emmons
Jason Parker
Michael Mcphail

ବିଶ୍ୱ ପ୍ରତିଯୋଗିତା, ମହିଳା

ବର୍ଷ ସ୍ଥାନ ସ୍ୱର୍ଣ୍ଣ ରୌପ୍ୟ କାଂସ୍ୟ
୧୯୬୬ ଛାଞ୍ଚ:Country data FRG Wiesbaden ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Margaret Thompson (USA) ଛାଞ୍ଚ:Country data FRG ଛାଞ୍ଚ:Country data URS
୧୯୭୦ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Phoenix ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Margaret Murdock (USA) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Desanka Perović (YUG) ଛାଞ୍ଚ:Country data URS
୧୯୭୪ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Thun ଛାଞ୍ଚ:Country data BUL ଛାଞ୍ଚ:Country data BUL ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Margaret Murdock (USA)
୧୯୭୮ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Seoul ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Wanda Oliver (USA) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Karen Monez (USA) ଛାଞ୍ଚ:Country data SWE
୧୯୮୨ ଛାଞ୍ଚ:Country data VEN Caracas ଛାଞ୍ଚ:Country data GDR ଛାଞ୍ଚ:Country data URS ଛାଞ୍ଚ:Country data URS
୧୯୮୬ ଛାଞ୍ଚ:Country data GDR Suhl ଛାଞ୍ଚ:Country data BUL ଛାଞ୍ଚ:Country data BUL ଛାଞ୍ଚ:Country data GDR
୧୯୯୦ ଛାଞ୍ଚ:Country data URS Moscow ଛାଞ୍ଚ:Country data BUL ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Deena Wigger (USA) ଛାଞ୍ଚ:Country data BUL
୧୯୯୪ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Milan ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Anna Maloukhina (RUS) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Lessia Leskiv (UKR) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Irina Gerasimenok (RUS)
୧୯୯୮ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Barcelona ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Sonja Pfeilschifter (GER) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Xian Wang (CHN) ଛାଞ୍ଚ:Country data BUL
୨୦୦୨ ଛାଞ୍ଚ:Country data FIN Lahti ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Petra Horneber (GER) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Natallia Kalnysh (UKR) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Martina Prekel (GER)
୨୦୦୬ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Zagreb ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Lioubov Galkina (RUS) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Sylwia Bogacka (POL) ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍  Sonja Pfeilschifter (GER)

ବିଶ୍ୱ ପ୍ରତିଯୋଗିତା, ମହିଳା ଦଳ

ଆଧାର

Tags:

ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍ ବିଶ୍ୱ ପ୍ରତିଯୋଗିତା, ପୁରୁଷଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍ ବିଶ୍ୱ ପ୍ରତିଯୋଗିତା, ପୁରୁଷ ଦଳଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍ ବିଶ୍ୱ ପ୍ରତିଯୋଗିତା, ମହିଳାଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍ ବିଶ୍ୱ ପ୍ରତିଯୋଗିତା, ମହିଳା ଦଳଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍ ଆଧାରଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍

🔥 Trending searches on Wiki ଓଡ଼ିଆ:

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଯୁକ୍ତରାଷ୍ଟ୍ର ଆମେରିକା୫୩୩ରାଧାମୋହନ ଗଡ଼ନାୟକମୁସଲମାନଅନନ୍ତ ପ୍ରସାଦ ପଣ୍ଡାଓଡ଼ିଶା ପ୍ରିମିଅର ଲିଗସୁବ୍ରତ କୁମାର ପୃଷ୍ଟିନାରାୟଣ ସାହୁଲୋକ ସଭାମହା ଶିବରାତ୍ରିସାରଳା ସମ୍ମାନ୧୯୦୮କ୍ଲାଉଡ଼ ଟେକ୍ନୋଲୋଜିହୃତ୍‌ପିଣ୍ଡଲକ୍ଷ୍ମୀରବୀନ୍ଦ୍ରନାଥ ଠାକୁର୮ ଅପ୍ରେଲଭାରତର ସଂସଦନାଗ ଐରିଏଚଆଇଭି/ଏଡସକବାଟଓଡ଼ିଶାର ଲୋକକଳାକଟକବାଇଡ଼ଙ୍କପଖାଳସମୟ (କାଳ)ଅବଳା ବୋଷଅଖିଳ ମୋହନ ପଟ୍ଟନାୟକପାନୋବିନୋଷ୍ଟାଟଓଡ଼ିଆ ଭାଗବତପ୍ରାଣବନ୍ଧୁ କରସାରଳା ପୁରସ୍କାରତାରିଣୀ ମନ୍ଦିର, ଘଟଗାଁଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକାଜ୍ଞାନପୀଠ ପୁରସ୍କାରରାବଣବିଜୁ ଜନତା ଦଳଘସିପୁରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଠାଣି ସାମନ୍ତଅମର ସିଂହ ଚମକିଲାନବୀନ ପଟ୍ଟନାୟକଜଗନ୍ନାଥ ଦାସଓଡ଼ିଆ ରାନ୍ଧଣାସୌର ଜଗତଭରତ (ରାମାୟଣ)ରାମଚନ୍ଦ୍ର ବେହେରାଅରୁଣାଚଳ ପ୍ରଦେଶନଗର କୀର୍ତ୍ତନବିଶ୍ୱନାଥ କର୧୫ ସେପ୍ଟେମ୍ବରରାଜକିଶୋର ରାୟଚିନ୍ତାମଣି ମହାନ୍ତିନୟାଗଡ଼ ଗଡ଼ଜାତ ରାଜ୍ୟବ୍ରାହ୍ମଣମନୋରମା ମହାପାତ୍ରଫେସବୁକପଞ୍ଚାନନ ପାତ୍ରଶ୍ୟାମସୁନ୍ଦର ରାଜଗୁରୁବିଜୁ ପଟ୍ଟନାୟକପଥ ଓ ପୃଥିବୀକେଦାରନାଥ ମନ୍ଦିରନିତ୍ୟାନନ୍ଦ ମହାପାତ୍ରଖାରବେଳତାମ୍ରଲିପ୍ତଉଇକିଅଭିଧାନଗୁରୁପ୍ରସାଦ ମହାନ୍ତିଏଚ.ଆଇ.ଭି.🡆 More