ଅଶ୍ୱିନୀ କୁମାର ପାତ୍ର: ଓଡ଼ିଆ ରାଜନୀତିଜ୍ଞ

ଅଶ୍ୱିନୀ କୁମାର ପାତ୍ର (ଜନ୍ମ: ୭ ସେପ୍ଟେମ୍ବର ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ପୂର୍ବରୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦, ୨୦୦୪ ଓ ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୩ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଅଶ୍ୱିନୀ କୁମାର ପାତ୍ର
ଅଶ୍ୱିନୀ କୁମାର ପାତ୍ର: ଜନ୍ମ, ଶିକ୍ଷା ଓ ପରିବାର, ରାଜନୈତିକ ଜୀବନ, ଆଧାର
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ଏବେଯାଏଁ
ପୂର୍ବ ଅଧିକାରୀଦେବୀ ପ୍ରସନ୍ନ ଚଣ୍ଡ
ନିର୍ବାଚନ ମଣ୍ଡଳୀଜଳେଶ୍ୱର
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀଜୟନାରାୟଣ ମହାନ୍ତି
ପର ଅଧିକାରୀଦେବୀ ପ୍ରସନ୍ନ ଚଣ୍ଡ
ନିର୍ବାଚନ ମଣ୍ଡଳୀଜଳେଶ୍ୱର
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଯୁଧିଷ୍ଟିର ଜେନା
ପର ଅଧିକାରୀଜୟନାରାୟଣ ମହାନ୍ତି
ନିର୍ବାଚନ ମଣ୍ଡଳୀଜଳେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1950-09-07) ୭ ସେପ୍ଟେମ୍ବର ୧୯୫୦ (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ, ଭାରତୀୟ ଜନତା ପାର୍ଟି
ଜୀବନ ସାଥୀରବିତା ପାତ୍ର
ସନ୍ତାନ୩ ଝିଅ
ବାପା/ବୋଉସଚ୍ଚିନ୍ଦ୍ରନାଥ ପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର

ଅଶ୍ୱିନୀ କୁମାର ପାତ୍ର ୧୯୫୦ ମସିହାର ସେପ୍ଟେମ୍ବର ମାସ ୭ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସଚ୍ଚିନ୍ଦ୍ରନାଥ ପାତ୍ର । ଅଶ୍ୱିନୀଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକତ୍ତୋର ଏବଂ ପରେ ସେ ଓକିଲାତି ପଢ଼ିବା ସହ ଜଣେ ଓକିଲ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ପତ୍ନୀଙ୍କ ନାମ ରବିତା ପାତ୍ର ।

ରାଜନୈତିକ ଜୀବନ

ଅଶ୍ୱିନୀ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ଦଳ ଓ ପରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଜଳେଶ୍ୱର ପଞ୍ଚାୟତ ସମିତିର ଜଣେ ଅଧକ୍ଷ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅଶ୍ୱିନୀ ଜନତା ଦଳର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୯୦ ମସିହାରୁ ୧୯୯୫ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।

୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅଶ୍ୱିନୀ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ପୁଣିଥରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୧୪ ମସିହାରୁ ୨୦୧୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଜଳେଶ୍ୱର ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ଜଳେଶ୍ୱର ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଜଳେଶ୍ୱର ବିଜୁ ଜନତା ଦଳ
୨୦୧୯ - ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ଜଳେଶ୍ୱର ବିଜୁ ଜନତା ଦଳ

ଆଧାର

Tags:

ଅଶ୍ୱିନୀ କୁମାର ପାତ୍ର ଜନ୍ମ, ଶିକ୍ଷା ଓ ପରିବାରଅଶ୍ୱିନୀ କୁମାର ପାତ୍ର ରାଜନୈତିକ ଜୀବନଅଶ୍ୱିନୀ କୁମାର ପାତ୍ର ଆଧାରଅଶ୍ୱିନୀ କୁମାର ପାତ୍ରଓଡ଼ିଆ ଲୋକଓଡ଼ିଶା ବିଧାନ ସଭାଜଳେଶ୍ୱର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଜୁ ଜନତା ଦଳଭାରତୀୟ ଜନତା ପାର୍ଟି୧୩ଶ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଆନ୍ତର୍ଜାତିକ ମହିଳା ଦିବସଓଡ଼ିଆ ଉଇକିପିଡ଼ିଆରାମାବତାରମ୍ଇଂଲଣ୍ଡମାସବିଜ୍ଞାନପଖିଆଚରକବଳଦେବଜୀଉ ମନ୍ଦିରଗୀତଗୋବିନ୍ଦଟିଣଅର୍ଚ୍ଚିତା ସାହୁଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାତୃପ୍ତି ଦାସପ୍ରାଣବନ୍ଧୁ କରବୈଷ୍ଣବ ପାଣିଲକ୍ଷ୍ମୀକାନ୍ତ ମହାପାତ୍ରବିଶ୍ୱ ମ୍ୟାଲେରିଆ ଦିବସସମୀର ରଞ୍ଜନ ଦାଶତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରୟୁରୋପପରୀକ୍ଷାରେଶମ ପଥହାଡ଼ଫୁଟିଜମ୍ମୁ ତୱି ରେଳ ଷ୍ଟେସନଜର୍ମାନୀକୋଚିଲାଫୋସିନୋପ୍ରିଲଭାରତୀୟ ଜାତୀୟ କଂଗ୍ରେସବ୍ୟାସଦେବସଚ୍ଚିଦାନନ୍ଦ ରାଉତରାୟଓଡ଼ିଆ ସାହିତ୍ୟର ଇତିହାସଓଡ଼ିଶା ସରକାରଆଉରଙ୍ଗଜେବବିଶ୍ୱନାଥ କରଓଡ଼ିଆ ଭାଷା ଆନ୍ଦୋଳନଶ୍ରବଣ ( ରାମାୟଣ ର ଚରିତ୍ର )ବିସ୍ଥାପିତ କାନ୍ଧ ଗଣ୍ଠିଗୋଦାବରୀଶ ମହାପାତ୍ରସରଳା ଦେବୀ୦ (ସଂଖ୍ୟା)ଭାନୁଜୀ ରାଓବିର୍ସା ମୁଣ୍ଡାଆଜାଦ ହିନ୍ଦ୍ ଫୌଜଶ୍ରବଣା (ନକ୍ଷତ୍ର)ଭୀମ ଭୋଇମାଁ ପୀତାମ୍ବର ମନ୍ଦିରସମର ସଲିମ ସାଇମନବର୍ଷା ପ୍ରିୟଦର୍ଶିନୀଭଦ୍ରକକାଟୁଲୁ ରବି କୁମାରନିତ୍ୟାନନ୍ଦ ଶତପଥୀଗୋପାଳ ଛୋଟରାୟଇତିହାସକୋଷ୍ଠକାଠିନ୍ୟବିଜୁ ଜନତା ଦଳସତ୍ୟନାରାୟଣ ରାଜଗୁରୁସୂଚନା ପ୍ରଯୁକ୍ତିବିଦ୍ୟାବାରବାଟି ଦୁର୍ଗଅନ୍ନଦା ଶଙ୍କର ରାୟଧର୍ମକାଞ୍ଚି ଅଭିଯାନଛାରପୋକଓଡ଼ିଆ କାବ୍ୟ କବିତାଶ୍ରାଦ୍ଧଆଖୁସ୍ତୁତି ଚିନ୍ତାମଣି୨୦୧୨କୋଣାର୍କ🡆 More