ଗୁଗଲପ୍ଲେକ୍ସ

ଗୁଗଲପ୍ଲେକ୍ସ ହେଉଛି ଗୁଗଲର ଏବଂ ଏହାର ମୁଖ୍ୟ କମ୍ପାନୀ ଅଲଫାବେଟର ମୁଖ୍ୟ କାର୍ଯ୍ୟାଳୟ । ଏହା ମଉଣ୍ଟନଭିୟୁର ୧୬୦୦ ଅମ୍ଫିଥିଏଟର ପାର୍କୱେଠାରେ ଅବସ୍ଥିତ । 2,୦୦୦,୦୦୦ ବର୍ଗ ଫୁଟର ଏକ ସ୍ଥାନରେ ଏହାର ମୁଖ୍ୟ ଗୃହଟି ନିର୍ମାଣ ହୋଇ ଅଛି । ଯାହା କି ଗୁଗଲର ଗୃହମାନଙ୍କ ମଧ୍ୟରୁ ଦ୍ୱିତୀୟ ସର୍ବ ବୃହତ ଗୃହ ।

ଇତିହାସ

ବାସ୍ତବିକ କ୍ୟାମ୍ପସ

ଏସ ଜି ଆଇ କ୍ୟାମ୍ପସ

ଏହି ସ୍ଥାନଟି ପୂର୍ବରୁ ସିଲିକନ ଗ୍ରାଫିକ୍ସଦ୍ୱାରା ଅଧିକୃତ ଥିଲା । ଏହାର କାର୍ଯ୍ୟାଳୟ ସ୍ଥାନଟି ୨୬ ଏକର ଜମିରେ ନିର୍ମାଣ ହୋଇଥିଲା ଯାହା ମଧ୍ୟରେ ଚର୍ଲେଷ୍ଟନ୍ ପାର୍କ ଅନ୍ୟତମ । ଏହା ଏସ ଜି ଆଇ ଏବଂ ଏସ ଡବ୍ଲୁ ଏ ଗ୍ରୁପର ମିଳିତ ଉଦ୍ୟମରେ, ସାନ ପ୍ରନ୍ସିସ୍କୋର କମ୍ପାନୀ ଏବଂ ଏହାର କାର୍ଯ୍ୟାଳୟକୁ ବିସ୍ତାର କରିବା ନିମନ୍ତେ ତିଆରି ଆରମ୍ଭ ହୋଇଥିଲା ।

ଗୁଗଲ କ୍ୟାମ୍ପସ

୨୦୦୩ ମସିହାରେ ଗୁଗଲ ଉପରୋକ୍ତ ଏସ ଜି ଆଇ କ୍ୟାମ୍ପସକୁ ଲିଜରେ ନେଇଥିଲା ଏବଂ ଏହାକୁ ୨୦୦୫ରୁ ୨୦୦୬ ମଧ୍ୟରେ ନବୀକରଣ କରାଇଥିଲା । ଏହାର ଗୃହ ଗୁଡିକର ଉଚ୍ଚତା କମ ଥିଲା ଏବଂ ଏହା ବିରାଟ କାୟ ଭୂମି ଉପରେ ରହିଥିଲା । ଗୁଗଲ କ୍ୟାମ୍ପସର ଭିତର ଭାଗଟି ଲ୍ୟାମ୍ପ ଏବଂ ରବର ଭଳି ପଦାର୍ଥରେ ସଜାହୋଇଛି ।

Tags:

ଗୁଗଲପ୍ଲେକ୍ସ ଇତିହାସଗୁଗଲପ୍ଲେକ୍ସଗୁଗଲ

🔥 Trending searches on Wiki ଓଡ଼ିଆ:

ଯାଜପୁରଅଖିଳ ମୋହନ ପଟ୍ଟନାୟକଭାରତର ସଂସ୍କୃତିରମାକାନ୍ତ ରଥକାଳୀବୋହୂହିନ୍ଦୁ ଧର୍ମଜାପାନଆଫ୍ରିକାଭୀମା ଭୂଇଁଆଭାରତୀୟ ଦଣ୍ଡ ସଂହିତା, ୧୮୬୦ନୂଆଖାଇଔଷଧୀୟ ଗଛଲତାମାନଙ୍କର ତାଲିକାପଖାଳ ଦିବସଗୋଦାବରୀଶ ମିଶ୍ରପ୍ରଦୂଷଣନିତ୍ୟାନନ୍ଦ ମହାପାତ୍ରତାରକାସୁରଉଇକିପିଡ଼ିଆଦୀନକୃଷ୍ଣ ଦାସବ୍ୟାସଦେବଅପର୍ଣ୍ଣା ମହାନ୍ତିହେମନ୍ତ କୁମାର ଦାସଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟପ୍ରତିଭା ରାୟଓଡ଼ିଆ ରାମାୟଣଭଗବତୀ ଦେଉଳଯୁକ୍ତରାଷ୍ଟ୍ର ଆମେରିକାବଳଦେବଜୀଉ ମନ୍ଦିର୧୯ ଅପ୍ରେଲବସନ୍ତ ରୋଗହସ୍ତମୈଥୁନଆକବରଇନ୍ଦିରା ଗାନ୍ଧୀହରେ କୃଷ୍ଣ୧୯୬୮୧୯୭୫ରବୀନ୍ଦ୍ରନାଥ ଠାକୁରଆଖଣ୍ଡଳମଣି ମନ୍ଦିରଏ ଭି ସ୍ୱାମୀଶ୍ରୀରୂପା ମିତ୍ର ଚୌଧୁରୀଲିସବନଅଂଶୁଘାତମାଳତୀ ଚୌଧୁରୀ୨ ମାର୍ଚ୍ଚଭାନୁଜୀ ରାଓରାମଚନ୍ଦ୍ର ବେହେରାଜୟ ଜଗନ୍ନାଥଆପଲ କମ୍ପାନୀକଟକ୦ (ସଂଖ୍ୟା)ମଧୁସୂଦନ ରାଓସୁଭାଷ ଚନ୍ଦ୍ର ବୋଷୟୁରୋପଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଏଚଆଇଭି/ଏଡସପଶ୍ଚିମ ଓଡ଼ିଶା୧୯୮୧ଅଣଚାଶ ପବନପ୍ରୋଟାମିନ ସଲଫେଟଏ. ପି. ଜେ. ଅବଦୁଲ କଲାମଗ୍ରହସୂର୍ଯ୍ୟ ଦେବତାପ୍ରତିଭା ଶତପଥୀ🡆 More