ଶଗଡ଼

ଶଗଡ଼ ଏକ ଦୁଇ ଚକିଆ ଯାନ ଯାହା କି ବଳଦ କିମ୍ବା ପଣ୍ଡା (ପୋଢ଼)ଦ୍ୱାରା ଟଣା ଯାଇଥାଏ। ବହୁ ପୁରାତନ ଯୁଗରୁ ଶଗଡର ବ୍ୟବହାର ଆମ ସମାଜରେ ଚଳି ଆସିଛି । ଶଗଡ଼କୁ ମୁଖ୍ୟତଃ ଜିନିଷ ନେବା ଆଣିବା ପାଇଁ ବ୍ୟବହାର କରା ଯାଏ । ଏହାର ଚକା ଦୁଇଟି ଅଖଦ୍ୱାରା ସଂଯୁକ୍ତ ହୋଇଥାନ୍ତି ।

ଶଗଡ଼
ଭାରତୀୟ ଶଗଡ଼

ଗଠନ

  1. ଶଗଡ଼ର ମୁଖ୍ୟ ଅଂଶ ମଧ୍ୟରେ ଦୁଇ ଚକ ଓ ଦଣ୍ଡା ଅନ୍ତର୍ଭୁକ୍ତ।
  2. ଦଣ୍ଡା ଦୁଇଟି ଲମ୍ବା କାଠରେ ତିଆରି। ଦୁଇଟି ଦଣ୍ଡା ପଛପଟେ କିଛି ବ୍ୟବଧାନରେ ଥିବା ସ୍ଥଳେ ଆଗପଟେ ଆସି ମିଶି ଥାଆନ୍ତି। ଉଭୟ ଦଣ୍ଡାକୁ ଯୋଡ଼ି ରଖିବା ପାଇଁ ଫଳି ବା ସଂଯୋଗ କାଠ ଲଗା ଯାଇଥାଏ। ଦଣ୍ଡାର ମଝି ଅଂଶ ଅଖରେ ଲାଗିବା ପାଇଁ ମୋଟା କରାଯାଇଥାଏ କିମ୍ବା ଅଲଗା ଏକ କାଠ ଯୋଡ଼ା ଯାଇଥାଏ।
  3. ଚକର ମଝି ଅଂଶକୁ ତୁମ୍ବ କୁହାଯାଏ। ତୁମ୍ବରୁ ବ୍ୟାସାର୍ଦ୍ଧ ଲମ୍ବ କାଠ ସବୁପଟକୁ ଯାଇଥାଏ ଯାହାକୁ ଅର ବା ଦାଣ୍ଡିଆ କୁହାଯାଏ। ଚକର ପରିଧି ପହି ନାମକ କେତେକ ବଙ୍କା କାଠରେ ତିଆରି। ସମ୍ପୂର୍ଣ୍ଣ ଚକକୁ ନାଲ ବା ହାଲ ନାମକ ଲୌହ ଟାୟାର ଧାରଣ କରେ।
  4. ଶଗଡ଼ର ଅଖ କାଠ କିମ୍ବା ଲୁହାରେ ତିଆରି। ଲୁହାରେ ତିଆରି ହେଲେ ମଧ୍ୟ ଦଣ୍ଡା ସହ ଯୋଡ଼ିବା ପାଇଁ କାଠର ଆଧାର ଦରକାର ହୋଇଥାଏ।
  5. ଦଣ୍ଡାର ଆଗରେ ଝୁରା କିମ୍ବା ଜୁଆଳି ବନ୍ଧାଯାଇ ପଶୁଙ୍କ ସାହାଯ୍ୟରେ ଟଣାଯାଇଥାଏ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ରାମଚନ୍ଦ୍ର ମିଶ୍ରସମାଜ (ଖବରକାଗଜ)ନାରାୟଣ ସାହୁ (୧୯୨୮ ଜନ୍ମ)ବୁଧେଇ ଓଷାଓଡ଼ିଆ ନବବର୍ଷପୁରୀ୧୮ ଅପ୍ରେଲମଦନମୋହନ ମିଶ୍ରଅଳତାଶଙ୍ଖବ୍ରହ୍ମୋତ୍ରୀ ମହାନ୍ତିବିଶ୍ୱନାଥ ଦାସଦୁର୍ଗାଷ୍ଟମୀଚିତ୍ତରଞ୍ଜନ ଦାସମଧୁସୂଦନ କାନୁନଗୋଲୋକ ସଭାପ୍ରାଣବନ୍ଧୁ କରତାରାପ୍ରସାଦ ଦାସଦାସକାଠିଆକାନନ ମିଶ୍ରରାଜନୀତି ବିଜ୍ଞାନଭାରତୀୟ ସମ୍ବିଧାନତାରିଣୀ ମନ୍ଦିର, ଘଟଗାଁପଦ୍ମଶ୍ରୀସୁଦର୍ଶନ ପଟ୍ଟନାୟକଜଳ ପ୍ରଦୂଷଣପାରାଦୀପ ବନ୍ଦରମାୟାଧର ମାନସିଂହଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଉତ୍କଳ ସମ୍ମିଳନୀଅନନ୍ତ ପଟ୍ଟନାୟକଗୁଗଲକାଞ୍ଚନ ଅୱସ୍ତିହିଡ଼ିମ୍ବଛତିଶଗଡ଼କାଜଲଲକ୍ଷ୍ମଣ ନାୟକ୬୧୬ଉତ୍କଳ ଦୀପିକାମନୋଜ ଦାସଙ୍କ କଥା ଓ କାହାଣୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବିଜୁ ପଟ୍ଟନାୟକ୧୯୮୪ସମ୍ବଲପୁର ଜିଲ୍ଲାଲିଚୁସଂସ୍କୃତ ଭାଗବତହରେକୃଷ୍ଣ ମହତାବଭିତରକନିକା ଜାତୀୟ ଉଦ୍ୟାନଭୁବନେଶ୍ୱର ମିଶ୍ରତରଳ ଝାଡ଼ାରବି ପଟ୍ଟନାୟକଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୭ ଅପ୍ରେଲଜ୍ଞାନୀ ଦେବାଶିଷ ମିଶ୍ରଦିବ୍ୟସିଂହ ଦେବପାର୍କିନ୍‌ସନ୍ ରୋଗକୁମ୍ଭାର ଚକଶିଶୁ ଅନନ୍ତ ଦାସନଟବର ସାମନ୍ତରାୟଚନ୍ଦ୍ରଶେଖର ରଥବବୃବାହନ (ମହାଭାରତ)ଜ୍ଞାନକୋଷଭୀମ ଭୋଇ🡆 More