ଲାଲ ରଞ୍ଜିତ ସିଂହ ବରିହା: ଓଡ଼ିଆ ରାଜନୀତିଜ୍ଞ

ଲାଲ ରଞ୍ଜିତ ସିଂହ ବରିହା (ମୃତ୍ୟୁ: ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ଥରେ ଲେଖାଏଁ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ୧୯୪୬ ମସିହାରେ ହୋଇଥିବା ଭାରତୀୟ ସାଧାରଣ ନିର୍ବାଚନରେ ସେ ପଶ୍ଚିମ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ୧୯୫୨ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଲାଲ ରଞ୍ଜିତ ସିଂହ ବରିହା
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୫
ପର ଅଧିକାରୀବୀର ବିକ୍ରମାଦିତ୍ୟ ସିଂହ ବରିହା, ଏଲ.ଏମ.ଏସ. ବରିହା
ନିର୍ବାଚନ ମଣ୍ଡଳୀପଦ୍ମପୁର
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୪୬ – ୧୯୫୨
ପର ଅଧିକାରୀବୀର ବିକ୍ରମାଦିତ୍ୟ ସିଂହ ବରିହା, ଏଲ.ଏମ.ଏସ. ବରିହା
ନିର୍ବାଚନ ମଣ୍ଡଳୀପଶ୍ଚିମ ବରଗଡ଼
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୯୫୫
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବୃତ୍ତିରାଜନୀତିଜ୍ଞ

ରାଜନୈତିକ ଜୀବନ

ଲାଲ ରଞ୍ଜିତ ସିଂହ ବରିହା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ଥରେ ଲେଖାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଲାଲ ରଞ୍ଜିତ ସିଂହ ବରିହା ୧୯୫୫ ମସିହାରେ ମୃତ୍ୟୁବରଣ କରିଥିଲେ । ୩ ଅକ୍ଟୋବର ୧୯୯୫ରେ ତାଙ୍କ ପାଇଁ ବିଧାନ ସଭା ଗୃହରେ ଶୋକ ପାଳନ କରାଯାଇଥିଲା ।

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶା ବିଧାନ ସଭାପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧ମ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର କଳା୧୨ସୁକାନ୍ତ କୁମାର ନାୟକ୧ମ ଲୋକ ସଭାବିଶ୍ୱନାଥ କରସୁବୋଧ ପଟ୍ଟନାୟକ (୧୯୪୭ ଜନ୍ମ)ଶୈଳଭାମା ମହାପାତ୍ରମଦର ଟେରେସାଭୀମ ଭୋଇଭଗବତୀ ଚରଣ ପାଣିଗ୍ରାହୀଗୋପୀନାଥ ଦାସଯୌନ ସମ୍ଭୋଗମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଯୁକ୍ତରାଷ୍ଟ୍ର ଆମେରିକାମାନସିକ ଦୃଢ଼ତାଅଗସ୍ତ୍ୟ ମୁନି୫ ଜୁଲାଇଗୀତଗୋବିନ୍ଦପୁରୀମନୋଜ ଦାସମହୁଲଶବ୍ଦ (ପଦ)ଅଳେଇଚଦକ୍ଷିଣ ଆଫ୍ରିକାଚନ୍ଦ୍ରଶେଖର ରଥଜାତୀୟ ସଙ୍ଗୀତଇଡ଼ିତାଲଚୌଧୁରୀ ହେମକାନ୍ତ ମିଶ୍ରକଳିଙ୍ଗଲିଙ୍ଗରାଜ ମନ୍ଦିରଗୁରୁଅଭୟ ସିଂହଧାତୁନାଗାର୍ଜୁନ ବେଶମହେନ୍ଦ୍ର ସିଂହ ଧୋନିବୈଦେହୀଶ ବିଳାସ୧୬୮୦ବୀର ସୁରେନ୍ଦ୍ର ସାଏଭାରତୀୟ ଜନତା ପାର୍ଟିଭଗୀରଥ ଦାସ୨୧ନରେନ୍ଦ୍ର ମୋଦୀ୨୦୦୬ବାଙ୍କଚୂଡ଼ା ବେଶଅପରାଜିତା ମହାନ୍ତି୨୮ ଜୁନଅଙ୍କୁଶକୃମି୧୬ ମଇରାମାନନ୍ଦ ରାୟବିଶ୍ୱ ଏଡ୍‌ସ ଦିବସରବି ଶତପଥୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରସୁବର୍ଣ୍ଣପୁର ଜିଲ୍ଲାଲୋକ ସଭାକଳାହାଣ୍ଡି ଜିଲ୍ଲାଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟବିଶ୍ୱ ବୌଦ୍ଧିକ ସମ୍ପଦ ଦିବସଲାଓସରାମାୟଣ (ବହୁବିକଳ୍ପ)ଉଇକିପାଠାଗାରଅର୍ଥଶାସ୍ତ୍ରଜାତୀୟ ଆୟଓଡ଼ିଶାର ଭୂଗୋଳଉତ୍କଳ ସମ୍ମିଳନୀଅପାମାର୍ଗରୁକ୍ମିଣୀ ବିବାହପୂର୍ବ ଭାଦ୍ରପଦ (ନକ୍ଷତ୍ର)ଓଡ଼ିଶୀ🡆 More