ଲାକୋସାମାଇଡ

ଲାକୋସାମାଇଡ (ଏକ ବେପାର ନାମ ଭିମପାଟ) ହେଉଛି ଏକ ଔଷଧ ଯାହା ଅପସ୍ମାର ଏବଂ ମଧୁମେହ ସ୍ନାୟୁରୋଗ ଜନିତ ଯନ୍ତ୍ରଣାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ପାଟିରେ କିମ୍ବା ଇଞ୍ଜେକ୍ସନଦ୍ୱାରା ଶିରାରେ ଦିଆଯାଏ । ଏହା ଅନ୍ୟାନ୍ୟ ଔଷଧ ସହିତ ମଧ୍ୟ ଦିଆଯାଇପାରେ ।

ଲାକୋସାମାଇଡ
ଲାକୋସାମାଇଡ
Clinical data
Trade namesVimpat
Synonyms(2R)-2-(acetylamino)-N-benzyl-3-methoxypropanamide
AHFS/Drugs.commonograph
MedlinePlusa609028
data
Pregnancy
category
  • AU: B3
  • US: N (Not classified yet)
Routes of
administration
By mouth, intravenous
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: Schedule V
  • EU: Rx-only
Pharmacokinetic data
BioavailabilityHigh
Elimination half-life13 hours
ExcretionKidney
Identifiers
IUPAC name
  • N2-acetyl-N-benzyl-D-homoserinamide
ECHA InfoCard100.112.805 Edit this at Wikidata
Chemical and physical data
FormulaC13H18N2O3
Molar mass୨୫୦.୩0 g·mol−1
3D model (JSmol)
SMILES
  • O=C(N[C@@H](C(=O)NCc1ccccc1)COC)C
InChI
  • InChI=1S/C13H18N2O3/c1-10(16)15-12(9-18-2)13(17)14-8-11-6-4-3-5-7-11/h3-7,12H,8-9H2,1-2H3,(H,14,17)(H,15,16)/t12-/m1/s1 checkY
  • Key:VPPJLAIAVCUEMN-GFCCVEGCSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ଅଇ, ଥକାପଣ, କମ୍ପନ ଏବଂ ତରଳ ଝାଡ଼ା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମୂର୍ଚ୍ଛା, ଅନିୟମିତ ହୃତ୍‌ ସ୍ପନ୍ଦନ, ଆଟ୍ରିଆଲ୍ ଫିବ୍ରିଲେସନ୍, ସମନ୍ୱୟ ଅଭାବ ଏବଂ ଆତ୍ମହତ୍ୟା ପ୍ରବଣତା ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ । ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ଅସ୍ପଷ୍ଟ ନୁହେଁ, କିନ୍ତୁ ମସ୍ତିଷ୍କରେ ସୋଡିୟମ୍ ଚ୍ୟାନେଲ ଉପରେ ପ୍ରଭାବ ପକେଇବା ପ୍ରମାଣିତ ହୋଇଛି ।

ଲାକୋସାମାଇଡ ୨୦୦୮ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୧୦୦ ମିଗ୍ରା ଔଷଧ ଦିନ‌କୁ ଦୁଇ ଥର ବ୍ୟବ‌ହାର ନିମନ୍ତେ ୨୦୨୧ ମସିହାରେ ୧୦୦୦ ଡଲାର ଥିଲେ । କାନାଡାରେ ଏହି ଔଷଧ ନିମନ୍ତେ ପ୍ରାୟ ୨୦୦ କାନାଡ଼ା ଡଲାର ଖର୍ଚ୍ଚ ହୋଇଥାଏ । ଯୁକ୍ତରାଜ୍ୟରେ ଏହାର ଏକ ମାସ ବ୍ୟବ‌ହାର ନିମନ୍ତେ ମୂଲ୍ୟ £୯୫ ଅଟେ ।

ଆଧାର

Tags:

ଅପସ୍ମାରମଧୁମେହ ସ୍ନାୟୁରୋଗ

🔥 Trending searches on Wiki ଓଡ଼ିଆ:

କୁଞ୍ଜବିହାରୀ ଦାଶଚୋଡ଼ଗଙ୍ଗ ଦେବଓଡ଼ିଆ କାବ୍ୟ କବିତାନବକଳେବରଆଦିଶଙ୍କରସେପ୍ଟେମ୍ବରଜଗନ୍ନାଥ ମନ୍ଦିରଅବସାଦଶ୍ରୀନିବାସ ରାମାନୁଜନଭଗବତ ଗୀତାରାସନ କାର୍ଡ଼ (ଭାରତ)ଚୈତନ୍ୟନରେନ୍ଦ୍ର ମୋଦୀଖାରବେଳଅଷ୍ଟ୍ରେଲିଆଭାରତର ଜାତୀୟ ପ୍ରତୀକଜଗନ୍ନାଥକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମୁସଲମାନବୁଦ୍ଧ ପୂର୍ଣ୍ଣିମାଓଡ଼ିଶାହସ୍ତମୈଥୁନଯୌନ ସମ୍ଭୋଗଗଣେଶ୨୪ ଅଗଷ୍ଟଧର୍ମେନ୍ଦ୍ର ପ୍ରଧାନଅର୍ଥଶାସ୍ତ୍ରବୀଣାପାଣି ମହାନ୍ତିଦ୍ୱିତୀୟ ବିଶ୍ୱଯୁଦ୍ଧକେବେ ତମେ ନାହଁ କେବେ ମୁଁ ନାହିଁପଞ୍ଚାୟତ ରାଜତୁଳସୀ ଦାସପାଟଦେଇପର୍ଯ୍ୟାୟ ସାରଣୀ (ବୃହତ ସଂସ୍କରଣ)ଯଶୋବନ୍ତ ଦାସଢେଙ୍କାନାଳ ଜିଲ୍ଲାଜଳ ପ୍ରଦୂଷଣସ୍ନେହସାରଭୁବନେଶ୍ୱରଉତ୍କଳ ସମ୍ମିଳନୀଉପେନ୍ଦ୍ର ଭଞ୍ଜଜାତୀୟ ସଂସଦ (ଜାପାନ)ଭାରତର ପ୍ରଧାନମନ୍ତ୍ରୀବୃହସ୍ପତିଋଷିଆରଥଯାତ୍ରାନାଗ ଐରିଅସହଯୋଗ ଆନ୍ଦୋଳନତାରିଣୀ ମନ୍ଦିର, ଘଟଗାଁସାଇକୋସିସପ୍ରଦୀପ ଦାଶବ୍ୟଞ୍ଜନ ବର୍ଣ୍ଣହନୁମାନ ଚାଳିଶାପ୍ରାଣକୃଷ୍ଣ ପରିଜାଲକ୍ଷ୍ମୀକାନ୍ତ ମହାପାତ୍ରରମାକାନ୍ତ ରଥଉତ୍ତର ଭାଦ୍ରପଦ (ନକ୍ଷତ୍ର)ଅନୀତା ଦାସଫ୍ରୋଭାଟ୍ରିପଟାନମଣିଷକାଜାଖସ୍ତାନକୋରାପୁଟ ଜିଲ୍ଲାଚତୁର୍ଶୃଙ୍ଗୀ ମନ୍ଦିରଟୁକାଟିନିବକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଏଚଆଇଭି/ଏଡସଭୁବନେଶ୍ୱର ବେହେରା୨ (ସଂଖ୍ୟା)🡆 More