ଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ: ଓଡ଼ିଆ ରାଜନୀତିଜ୍ଞ

ଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ‌ (ଜନ୍ମ: ୨୫ ଜୁଲାଇ ୧୯୧୨ - ୯ ଜୁଲାଇ ୧୯୮୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସ୍ୱାଧୀନତା ପୂର୍ବରୁ ଏବଂ ପରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ କାର୍ଯ୍ୟ କରିଥିଲେ । ୧୯୪୬ ମସିହାରେ ପରାଧୀନ ଭାରତରେ ୨ୟ ଓଡ଼ିଶା ବିଧାନ ସଭାକୁ ଏବଂ ସ୍ୱାଧୀନତା ପରେ ୧୯୫୨ ମସିହାର ୧ମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କେନ୍ଦୁଝର ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ‌
ଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ: ଓଡ଼ିଆ ରାଜନୀତିଜ୍ଞ
ସାଂସଦ: ୩ୟ ଲୋକ ସଭା
କାର୍ଯ୍ୟକାଳ
୧୯୬୨ – ୧୯୬୭
ନିର୍ବାଚନ ମଣ୍ଡଳୀକେନ୍ଦୁଝର
ସାଂସଦ: ୨ୟ ଲୋକ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୨
ନିର୍ବାଚନ ମଣ୍ଡଳୀକେନ୍ଦୁଝର
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀଜନାର୍ଦନ ଭଞ୍ଜ ଦେଓ, କୃଷ୍ଣ ଚନ୍ଦ୍ର ମହାପାତ୍ର
ନିର୍ବାଚନ ମଣ୍ଡଳୀକେନ୍ଦୁଝର
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀକେନ୍ଦୁଝର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1912-07-25)୨୫ ଜୁଲାଇ ୧୯୧୨
ମୃତ୍ୟୁ୯ ଜୁଲାଇ ୧୯୮୬(1986-07-09) (ବୟସ ୭୩)
ରାଜନୀତିକ ଦଳକଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱାଧୀନ
ଜୀବନ ସାଥୀଏ. ସାଉ ପ୍ରେମଲତିକା ରାଜେ
ସନ୍ତାନ୧ ପୁଅ, ୩ ଝିଅ
ବାପା/ବୋଉରାଜା ଗୋବିନ୍ଦ ନାରାୟଣ ଭଞ୍ଜ ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶା ବିଧାନ ସଭାକେନ୍ଦୁଝର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧ମ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ରମାକାନ୍ତ ରଥରେଶମ ପଥବିରଳା ମନ୍ଦିର, ହାଇଦ୍ରାବାଦଦୁର୍ଗା ପୂଜାଭୀମ ପୃଷ୍ଟିନମିତା ଅଗ୍ରୱାଲଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଧର ପଟ୍ଟନାୟକଆଖିଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାଟୁଲୁ ରବି କୁମାରଅଚ୍ୟୁତାନନ୍ଦ ଦାସଓଡ଼ିଶା ସରକାରଚରକଖିଲିପାନଓଡ଼ିଆ କବି ମାନଙ୍କର ତାଲିକାଆଉରଙ୍ଗଜେବକୋଣାର୍କ ସୂର୍ଯ୍ୟ ମନ୍ଦିରଓଡ଼ିଆ ଖାଦ୍ୟଆପେଣ୍ଡିସାଇଟିସବିଦ୍ୟାଳୟରାଣୀ ଲକ୍ଷ୍ମୀବାଈହୃତ୍‌ପିଣ୍ଡଉଇକିପିଡ଼ିଆମୁକୁନ୍ଦ ଦେବଦୀପକ ମିଶ୍ରମହିଳା ଯୌନାଙ୍ଗ ଛେଦନରାଜେନ୍ଦ୍ର କିଶୋର ପଣ୍ଡାଦାଶରଥି ଦାସଓଡ଼ିଶାର ମାପ ବ୍ୟବସ୍ଥାପଞ୍ଚସଖା୩୦ ଅପ୍ରେଲବିଶ୍ୱତାପନଲୋକ ସଭାତପନ କୁମାର ପ୍ରଧାନଓମ'ଙ୍କ ନିୟମଉପେନ୍ଦ୍ର ଭଞ୍ଜକଖାରୁ ଫୁଲ ଭଜା୨୬ ଅପ୍ରେଲହୃଷୀକେଶ ମଲ୍ଲିକବିଜୁ ପଟ୍ଟନାୟକଏଣ୍ଡୋମେଟ୍ରିଓସିସତମନ୍ନା ବ୍ୟାସଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର୨୫ ଅପ୍ରେଲବିଜୁ ଜନତା ଦଳସୂଚନା ପ୍ରଯୁକ୍ତିବିଦ୍ୟାପ୍ରତିଭା ଶତପଥୀମାଗୁଣିର ଶଗଡ଼ଇତିହାସବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହୀରାକୁଦ ବନ୍ଧକବାଟରାସନ କାର୍ଡ଼ (ଭାରତ)ପାରାଦୀପ ବନ୍ଦରଟାହିଆଲାଗି ବେଶମାର୍ଚ୍ଚ ୨୧ଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଘରମହାରାଷ୍ଟ୍ର୨୦୧୨ଅଂଶୁପା ହ୍ରଦହରେକୃଷ୍ଣ ମହତାବଚିଲିକା (କବିତା)ଅପରେଟିଙ୍ଗ ସିଷ୍ଟମ🡆 More