ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେଙ୍ଗାଲି

ରେଙ୍ଗାଲି (କ୍ରମିକ ସଂଖ୍ୟା: ୧୬) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରେଙ୍ଗାଲି ବ୍ଳକ, ଧାନକୁଡ଼ା ବ୍ଳକ ଓ ମାନେଶ୍ୱର ବ୍ଳକର କିଛି ଅଞ୍ଚଳ ।

ରେଙ୍ଗାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୦,୮୭୦
ଜିଲ୍ଲା: ସମ୍ବଲପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସମ୍ବଲପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ପଟୁଆ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନାଉରି ନାୟକଙ୍କଠାରୁ ୧୮୩୦ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଦୁର୍ଯ୍ୟୋଧନ ଗଡ଼ିଆ, ସ୍ୱାଧୀନ ପ୍ରାର୍ଥୀ ଏମ. ବି. ପ୍ୟାରିରାଜଙ୍କଠାରୁ ୧୩,୭୮୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ରେଙ୍ଗାଲି
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଦୁର୍ଯ୍ୟୋଧନ ଗଡ଼ିଆ ୩୨,୬୫୬ ୩୧.୪୫ -
ସ୍ୱାଧୀନ ଏମ. ବି. ପ୍ୟାରିରାଜ ୧୮,୮୭୨ ୧୮.୧୭ -
ବିଜଦ ସନାତନ ବିଶି ୧୫,୬୯୪ ୧୫.୧୧ -
ସ୍ୱାଧୀନ ନାଉରି ନାୟକ ୧୨,୩୨୧ ୧୧.୮୬ -
ଭାଜପା ଦେବାନନ୍ଦ ଭୁସାଗର ୧୨,୦୪୪ ୧୧.୬୦ -
ସ୍ୱାଧୀନ ସୋମନାଥ ଲୁହା ୨,୭୭୩ ୨.୬୭ -
ଝାମୁମୋ ଗନ୍ଧର୍ବ ସେଠୀ ୨,୩୨୪ ୨.୨୪ -
ବସପା ଜନ୍ମ ରୋହିଦାସ ୧,୬୭୬ ୧.୬୧ -
କୋଶଳ କ୍ରାନ୍ତି ଦଳ ସୁରେନ୍ଦ୍ର ବେହେରା ୧,୧୭୬ ୧.୧୩ -
ରିପବ୍ଳିକାନ ପାର୍ଟି ଅଫ ଇଣ୍ଡିଆ ଭବାନୀ ଶଙ୍କର ସୋହେଲା ୯୫୧ ୦.୯୨ -
ଭାରତୀୟ ଜନ ଶକ୍ତି ବୀରକିଶୋର ଭୋଇସାଗର ୮୩୭ ୦.୮୧ -
ସ୍ୱାଧୀନ ମାନଗୋବିନ୍ଦ ପ୍ରଧାନ ୭୩୦ ୦.୭୦ -
ସ୍ୱାଧୀନ ସୁବଳ ସିଂହ ୬୮୩ ୦.୬୬ -
ସ୍ୱାଧୀନ ଲୋକନାଥ ରୋହିଦାସ ୬୩୫ ୦.୬୧ -
ସ୍ୱାଧୀନ କିଶୋର ଚନ୍ଦ୍ର ଗଡ଼ିଆ ୪୭୫ ୦.୪୬ -
ଭୋଟ ବ୍ୟବଧାନ ୧୩,୭୮୪ ୧୩.୨୭* -
ମତଦାନ ହାର ୧,୦୩,୮୯୬ ୬୩.୫୦ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୨୦୦୯ରେ ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ କେବଳ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି ।

ଆଧାର

ବାହାର ତଥ୍ୟ

Tags:

ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେଙ୍ଗାଲି ୨୦୦୯ ନିର୍ବାଚନ ଫଳାଫଳବିଧାନ ସଭା ନିର୍ବାଚନ ମଣ୍ଡଳୀ ରେଙ୍ଗାଲି ନିର୍ବାଚିତ ବିଧାୟକଗଣବିଧାନ ସଭା ନିର୍ବାଚନ ମଣ୍ଡଳୀ ରେଙ୍ଗାଲି ଆଧାରବିଧାନ ସଭା ନିର୍ବାଚନ ମଣ୍ଡଳୀ ରେଙ୍ଗାଲି ବାହାର ତଥ୍ୟବିଧାନ ସଭା ନିର୍ବାଚନ ମଣ୍ଡଳୀ ରେଙ୍ଗାଲିଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାସମ୍ବଲପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ରାଧାନାଥ ରାୟଔଷଧୀୟ ଗଛଲତାମାନଙ୍କର ତାଲିକାରାୟଗଡ଼ା ଜିଲ୍ଲାହନୁମାନ ଜୟନ୍ତୀରାଜ୍ୟ ସଭାଆଜ୍‌ମାଗୋବିନ୍ଦ ଚନ୍ଦ୍ର ଦାସଅଦିନ ମେଘ୨୭ ଅପ୍ରେଲମହାପ୍ରସାଦମଇ ଦିବସଚୀନକୃପାସିନ୍ଧୁ ମିଶ୍ରଦଶାବତାରନଅଙ୍କ ଦୁର୍ଭିକ୍ଷମୋହିନୀୟାଟ୍ଟମବିଷଭୂମିକମ୍ପରତ୍ନାକର ଚଇନିଲୋକସଂଖ୍ୟା ଅନୁସାରେ ଏସିଆ ମହାଦେଶ ର ଦେଶ ସମୂହଯାଯାବର (୧୯୭୫ର କଥାଚିତ୍ର)ପ୍ରଦୀପ କୁମାର ପାଣିଗ୍ରାହୀବି. ଆର. ଆମ୍ବେଦକରରବି ସିଂଗୋପାଳ କୃଷ୍ଣ ରଥନୃସିଂହ ଚରଣ ପଣ୍ଡାବିଶ୍ୱତାପନଅଳେଇଚଓଡ଼ିଆ ନାରୀ କବି ମାନଙ୍କ ତାଲିକାଅଟଳ ପେନସନ ଯୋଜନାମହୁ ଚାଷଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଭାରତର ସଂସ୍କୃତିମହାବୀର ଜୈନହନୁମାନକିଶୋରୀ ଚରଣ ଦାସଚିକୁନ‌ଗୁନିଆସୂର୍ଯ୍ୟପରାଗ୨୦୦୬କାନ୍ଦଣା ଗୀତଡିଫେଲାଇକଫଲିନଏସିଆହରିହର ବେଶନନ୍ଦ କିଶୋର ବଳଏକଲବ୍ୟ ପୁରସ୍କାରଡେଙ୍ଗୁ ଜରକାଜାଖସ୍ତାନଓଡ଼ିଶାର ସାଂସଦ ମାନଙ୍କର ତାଲିକାସଚ୍ଚିଦାନନ୍ଦ ରାଉତରାୟଭୀମ ପୃଷ୍ଟିମାନସିକ ଦୃଢ଼ତାପିତ୍ତକୋଷଓଡ଼ିଶାର କଳା୫ ଜୁଲାଇଏଚଆଇଭି/ଏଡସବ୍ରାଉଜରଅଂଶୁଘାତପୁରୁଷୋତ୍ତମ ଦେବଭାରତୀୟ ଜନତା ପାର୍ଟିଜୁଲାଇପରଶୁରାମଅର୍ଥଶାସ୍ତ୍ର୧୯୩୪ଇଡ଼ିତାଲସୀତା ବିବାହଭାରତୀୟ ଜାତୀୟ କଂଗ୍ରେସ🡆 More