ରାଜାରାଣୀ ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର

ରାଜାରାଣୀ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ଶିବ ମନ୍ଦିର । ଏହା ସୋମବଂଶୀ ଶାସକଙ୍କଦ୍ୱାରା ଏକାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା । ସେହି ସମୟରେ ଏହା ଇନ୍ଦ୍ରେଶ୍ୱର ମନ୍ଦିର ନାମରେ ପରିଚିତ ଥିଲା ।

ରାଜାରାଣୀ ମନ୍ଦିର
ରାଜାରାଣୀ ମନ୍ଦିର, ଭୁବନେଶ୍ୱର
ରାଜାରାଣୀ ମନ୍ଦିର, ଭୁବନେଶ୍ୱର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଖୋର୍ଦ୍ଧା
Location
ସ୍ଥାନଭୁବନେଶ୍ୱର
Countryଭାରତ

ବିବରଣୀ

ରାଜାରାଣୀ ମନ୍ଦିର ହଳଦିଆ ଓ ନାଲି ରଙ୍ଗ ମିଶ୍ରିତ ବାଲିପଥରରେ ନିର୍ମିତ, ଯାହାକୁ ରାଜାରାଣୀୟ ପଥର କୁହାଯାଇଥାଏ । ମନ୍ଦିରଟି ପୂର୍ବ ଦିଗକୁ ମୁଁହାଇରହିଛି । ମନ୍ଦିରର ଗର୍ଭଗୃହ ରେଖା ଶୈଳୀ ଏବଂ ଜଗମୋହନ ପିଢ଼ା ଶୈଳୀରେ ନିର୍ମିତ । ରାଜାରାଣୀ ମନ୍ଦିର ପଞ୍ଚରଥ ଶୈଳୀରେ ତିଆରି ହୋଇଛି । ଏହି ମନ୍ଦିର ପୁରୀର ଜଗନ୍ନାଥ ମନ୍ଦିରର ସମକାଳୀନ ଅଟେ । ବର୍ତ୍ତମାନ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ରାଜାରାଣୀ ମନ୍ଦିରର ରକ୍ଷଣାବେକ୍ଷଣ କରୁଅଛି ।

ପର୍ବପର୍ବାଣି

ଓଡ଼ିଶା ସରକାରଦ୍ୱାରା ପ୍ରତିବର୍ଷ ଜାନୁଆରୀ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜାରାଣୀ ମନ୍ଦିରରେ ରାଜାରାଣୀ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ କରାଯାଏ । ଭାରତର ବିଭିନ୍ନ ଅଞ୍ଚଳରୁ ସଙ୍ଗୀତଶିଳ୍ପୀ ଏଥିରେ ସଙ୍ଗୀତ ପରିବେଷଣ କରିଥାନ୍ତି ।

ଚିତ୍ରାବଳୀ

ଆଧାର

Tags:

ରାଜାରାଣୀ ମନ୍ଦିର ବିବରଣୀରାଜାରାଣୀ ମନ୍ଦିର ପର୍ବପର୍ବାଣିରାଜାରାଣୀ ମନ୍ଦିର ଚିତ୍ରାବଳୀରାଜାରାଣୀ ମନ୍ଦିର ଆଧାରରାଜାରାଣୀ ମନ୍ଦିରଓଡ଼ିଶାଭୁବନେଶ୍ୱରଶିବ

🔥 Trending searches on Wiki ଓଡ଼ିଆ:

ମହାତ୍ମା ଗାନ୍ଧୀଙ୍କ ପରିବାରମନୋରଞ୍ଜନ ଦାସକବି ପ୍ରସାଦ ମିଶ୍ରଚାନ୍ଦବାଲିଓଡ଼ିଶା ବିଧାନ ସଭାରାଜନୀତି ବିଜ୍ଞାନ୧୯୩୪ଅମର ପ୍ରସାଦ ଶତପଥୀମୟୂରଧୃତରାଷ୍ଟ୍ର (ମହାଭାରତ)କାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୮ ଅପ୍ରେଲ୧୯୬୩ର ଓଡ଼ିଆ କଥାଚିତ୍ରସଚିନ ତେନ୍ଦୁଲକରପଦାର୍ଥକୋରାପୁଟଜାତୀୟ ବିଜ୍ଞାନ ଦିବସଚୈତ୍ରଲିଚୁରଙ୍ଗବତୀରଥଯାତ୍ରାତୃପ୍ତି ଦାସକାନନ ମିଶ୍ରରେଭେନ୍‌ସା କଲିଜିଏଟ ସ୍କୁଲଧୋତିବ୍ରାଉଜରପ୍ରସନ୍ନ କୁମାର ମିଶ୍ରଜ୍ଞାନପୀଠ ପୁରସ୍କାରକାଟୁଲୁ ରବି କୁମାରମଦନମୋହନ ମିଶ୍ରସରସ୍ୱତୀ ସମ୍ମାନରୋମୀୟ ସାମ୍ରାଜ୍ୟକିରଣ ବେଦୀଭୀମ ଭୋଇଓଡ଼ିଶାର ଲୋକନୃତ୍ୟଦଶାବତାରପାପମୋଚନୀ ଏକାଦଶୀଦୁଃଶୀଳାହରପ୍ରସାଦ ଦାସଯାଜପୁରକ୍ୟୁ. ଆର. କୋଡ଼ଓଡ଼ିଆ ଭାଷାଭାରତୀୟ ଜାତୀୟ କଂଗ୍ରେସବଡ଼ଓଷାଅପରେଟିଙ୍ଗ ସିଷ୍ଟମଚୌଧୁରୀ ବିକାଶ ଦାସଚନ୍ଦନ ଯାତ୍ରାହେମୋଫିଲିଆଆପେଣ୍ଡିସାଇଟିସକୃଷ୍ଣପ୍ରସାଦ ମିଶ୍ରତୋରାଣି୬୧୬ଦିବ୍ୟସିଂହ ଦେବଛେନା ମୁଡୁକିବିଦ୍ୟାଳୟହନୁମାନ ଚାଳିଶାଦୁଃଶାସନଜୁଲିଅସ ସିଜରତମନ୍ନା ବ୍ୟାସଜୟଦ୍ରଥଅଶ୍ରୁମୋଚନ ମହାନ୍ତିମସ୍କୋଭାଷାଜୟ ଜଗନ୍ନାଥଜନ ବୀମସଶେର ଶାହ ସୁରୀରାସେଶ୍ୱରୀ ପାଣିଗ୍ରାହୀହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାଆମ୍ବବିଶ୍ୱନାଥ ଦାସଉତ୍କଳ ବ୍ରାହ୍ମଣ🡆 More