ରଘୁନାଥ ମିଶ୍ର: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ରଘୁନାଥ ମିଶ୍ର (୩୦ ଜୁନ ୧୯୧୬ - ୨୦ ମାର୍ଚ୍ଚ ୧୯୯୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୧ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରଘୁନାଥ ମିଶ୍ର
ରଘୁନାଥ ମିଶ୍ର: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୭୧
ନିର୍ବାଚନ ମଣ୍ଡଳୀବାଣପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1916-06-30)୩୦ ଜୁନ ୧୯୧୬
ମୃତ୍ୟୁ୨୦ ମାର୍ଚ୍ଚ ୧୯୯୦(1990-03-20) (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଚଞ୍ଚଳା ଦେବୀ
ବାପା/ବୋଉଗୋଦାବରୀଶ ମିଶ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ରଘୁନାଥ ମିଶ୍ର ୧୯୧୬ ମସିହାର ଜୁନ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋଦାବରୀଶ ମିଶ୍ର ଓ ପତ୍ନୀଙ୍କ ନାମ ଚଞ୍ଚଳା ଦେବୀ ।

ରାଜନୈତିକ ଜୀବନ

ରଘୁନାଥ ମିଶ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ରଘୁନାଥ ମିଶ୍ର ୧୯୯୦ ମସିହାର ମାର୍ଚ୍ଚ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ରଘୁନାଥ ମିଶ୍ର ଜନ୍ମ, ପରିବାର ଓ ଶିକ୍ଷାରଘୁନାଥ ମିଶ୍ର ରାଜନୈତିକ ଜୀବନରଘୁନାଥ ମିଶ୍ର ମୃତ୍ୟୁରଘୁନାଥ ମିଶ୍ର ଆଧାରରଘୁନାଥ ମିଶ୍ରଓଡ଼ିଆ ଲୋକଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ରାଶି ଓ ନକ୍ଷତ୍ରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର୧୮ ମାର୍ଚ୍ଚବେଦଯକ୍ଷ୍ମାମନୋଜ ଦାସଙ୍କ କଥା ଓ କାହାଣୀରାଧାନାଥ ରାୟଜନ୍ ଏଫ୍. କେନେଡ଼ିଆଲଜିମର ରୋଗରାମାୟଣ୧୭୮୬କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସଂଗୀତମାନବ ମସ୍ତିଷ୍କଗୋପାଳ କୃଷ୍ଣ ରଥଭଗବତ ଗୀତା୨୦୧୯ ଭାରତୀୟ ସାଧାରଣ ନିର୍ବାଚନବିଜୟ ମିଶ୍ରwiki.phtmlକୁମାରିଲ ଭଟ୍ଟକାହ୍ନୁଚରଣ ମହାନ୍ତିଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବନମାଳୀ ଦାସ୧୯ ଡିସେମ୍ବରମେଡ଼େଲିଭିଅମକୃଷ୍ଣଚନ୍ଦ୍ର ପାଣିଗ୍ରାହୀବସନ୍ତ କୁମାର ଶତପଥୀନିମୋନିଆଟୁଇଟରହୋଲିଅଶୋକାଷ୍ଟମୀଓଡ଼ିଶୀଅନନ୍ତ ପଟ୍ଟନାୟକରତ୍ନାକର ଚଇନିଓଡ଼ିଆ ସାହିତ୍ୟର ଇତିହାସପରଝିଅ ଘର ଭାଙ୍ଗେନାଗୋଦାବରୀଶ ମହାପାତ୍ରଆଣ୍ଡ୍ରଏଡ଼ପ୍ରଧାନ ପୃଷ୍ଠାସମ୍ବାଦ୧୭୫୨ଔଷଧୀୟ ବୃକ୍ଷଲତାଓଡ଼ିଶାର ଇତିହାସଇସାଭୁକୋନାଜୋନିଅମ୧୯୨୭ଶବ୍ଦ (ପଦ)ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବିଶ୍ୱନାଥ କରପ୍ରତୀକ୍ଷାମହମ୍ମଦଶେଷ ବସନ୍ତର ଚିଠିମହେନ୍ଦ୍ର ସିଂହ ଧୋନିରାମଶଙ୍କର ରାୟଓଡ଼ିଶା ଭାସ୍କରହନୁମାନ ଚାଳିଶାବ୍ୟାଙ୍କଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଆକବରସର୍ବପଲ୍ଲୀ ରାଧାକୃଷ୍ଣନଭାରତୀୟ ମୁଦ୍ରାଚକ୍ରବର୍ତ୍ତୀ ରାଜଗୋପାଳାଚାରୀଗୋବିନ୍ଦ ଚନ୍ଦ୍ର ଦାସରଣେନ୍ଦ୍ର ପ୍ରତାପ ସ୍ୱାଇଁଭାରତ ରତ୍ନହାକିମ ବାବୁସୁଭାଷ ଚନ୍ଦ୍ର ବୋଷହାଡ଼କୋଷ୍ଠକାଠିନ୍ୟଆଇସଲ୍ୟାଣ୍ଡଜ୍ଞାନୀନ୍ଦ୍ର ବର୍ମାମନମୋହନ ସାମଲପଞ୍ଜାବୀ ଉଇକିପିଡ଼ିଆନଳିନୀକାନ୍ତ ମହାନ୍ତିମାଟ୍ରିକ୍ସ🡆 More