ମୁକ୍ତେଶ୍ୱର ଦେଉଳ: ହାତୀଓଟ ମନ୍ଦିର

ମୁକ୍ତେଶ୍ୱର ଦେଉଳ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପର୍ଶୁରାମ ମନ୍ଦିରର ଅନତିଦୂରରେ ଅବସ୍ଥିତ । ଏହି ମନ୍ଦିରଟି ୯୫୦-୯୭୫ ମସିହା ମଧ୍ୟରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ଓଡ଼ିଶାରେ ହିନ୍ଦୁ ମନ୍ଦିର ଅନୁସନ୍ଧାନ ଏବଂ ଗବେଷଣାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ମନ୍ଦିରର କାରୁକାର୍ଯ୍ୟ ପ୍ରାଚୀନ ବିକାଶର ନିଦର୍ଶନ ଦେଇଥାଏ, ଏଥିରୁ ଏକ ଶତ ବର୍ଷ ଧରି ବିଭିନ୍ନ ପରୀକ୍ଷାନିରୀକ୍ଷାର ପ୍ରାରମ୍ଭ ହୋଇଥିବା ଅନୁମାନ କରାଯାଏ; ଯାହା ଭୁବନେଶ୍ୱରରେସ୍ଥିତ ରାଜାରାଣୀ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳେ । ଏହା ମଧ୍ୟ ସହରର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ଅଟେ ।

ମୁକ୍ତେଶ୍ୱର ଦେଉଳ
ମୁକ୍ତେଶ୍ୱର ଦେଉଳ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଖୋର୍ଦ୍ଧା
Location
Countryଭାରତ

ଇତିହାସ

ଏହାର ନିର୍ମାଣ ୧୦ମ ଶତାବ୍ଦୀରେ ସୋମବଂଶୀ ଶାସନ ସମୟରେ କରାଯାଇଥିଲା । ଏହି ମନ୍ଦିରଟି ପର୍ଶୁରାମେଶ୍ୱର ମନ୍ଦିର ଏବଂ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ ମଧ୍ୟରେ ତିଆରି ହୋଇଥିଲା ବୋଲି ଅନେକ ଗବେଷଣାକାରୀ ଅନୁମାନ କରନ୍ତି । ଓଡ଼ିଶାର ବାକି ଦେଉଳମାନଙ୍କ ତୁଳନାରେ ଏହାର ଆକାର କମ (୩୫ ଫୁଟ), ମାତ୍ର ଏହାର ବାହାରଭାଗରେ ଥିବା ତୋରଣ ଓ ଭିତରର ପଥରରେ ଖୋଦା କାରୁକାର୍ଯ୍ୟ ରହିଛି । ଏହି ମନ୍ଦିରର ସମ୍ମୁଖ ଭାଗରେ ଥିବା ତୋରଣ ପାଖାପାଖି ସ୍ଥାନରେ ଥିବା ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନାହିଁ । ଏକ ଶୈବ ଧାର୍ମିକ ସ୍ଥଳ ସହ ଏହା ଓଡ଼ିଶା ମନ୍ଦିର ନିର୍ମାଣ ଶୈଳୀର ଏକ ଉପାସନା ସ୍ଥଳ ।

ନିର୍ମାଣ ଶୈଳୀ

୧୦ମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ଏକ ଛୋଟ, କାରୁକାର୍ଯ୍ୟ ଓ ସୂକ୍ଷ୍ମ କଳାରେ ଭରା ଏକ ବିଶ୍ୱକର୍ମା ମହାରଣା କାରୁକାର୍ଯ୍ୟର ନିଦର୍ଶନ । ଏହା ପାଖରେ ଏକ ପୋଖରୀ ଭକ୍ତମାନଙ୍କଦ୍ୱାରା ବ୍ୟବହାର କରାଯାଇଥାଏ । ନାରୀମାନେ ଏହି ପୋଖରୀରେ ସନ୍ତାନ ଆଶାରେ ପଇସା ପକାଇଥାନ୍ତି ।

ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ପ୍ରତି ବର୍ଷ ମନ୍ଦିର ପରିସରରେ ତିନି ଦିନ ପାଇଁ ଏକ ନୃତ୍ୟ କାର୍ଯ୍ୟକ୍ରମ, ମୁକ୍ତେଶ୍ୱର ନୃତ୍ୟ ପର୍ବ ଆୟୋଜନ କରନ୍ତି । ଏହି ପର୍ବରେ ଓଡ଼ିଶୀ ନୃତ୍ୟ ଏବଂ ସଂଗୀତର ବୈଶିଷ୍ଟତାକୁ ପାଳନ କରାଯାଇଥାଏ । ରାଜ୍ୟ ସରକାରଙ୍କର ୱେବ ପୋର୍ଟାଲରେ ଏହି ଉତ୍ସବଟିର ୱେବକାଷ୍ଟ କରାଯାଇଥାଏ ।

ଗ୍ୟାଲେରି

ଆଧାର

Tags:

ମୁକ୍ତେଶ୍ୱର ଦେଉଳ ଇତିହାସମୁକ୍ତେଶ୍ୱର ଦେଉଳ ନିର୍ମାଣ ଶୈଳୀମୁକ୍ତେଶ୍ୱର ଦେଉଳ ସାଂସ୍କୃତିକ କାର୍ଯ୍ୟକ୍ରମମୁକ୍ତେଶ୍ୱର ଦେଉଳ ଗ୍ୟାଲେରିମୁକ୍ତେଶ୍ୱର ଦେଉଳ ଆଧାରମୁକ୍ତେଶ୍ୱର ଦେଉଳଓଡ଼ିଶାଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

ଉଇକିମିଡ଼ିଆ ମୁଭମେଣ୍ଟତ୍ରିଭୁଜଏପ୍ଟିନେଜୁମାବବାଘରାଜକିଶୋର ରାୟଅଖିଳ ମୋହନ ପଟ୍ଟନାୟକକରଣ (ଜାତି)ଦଶାବତାରମହାବୀର ଜୈନକୃଷ୍ଣଚନ୍ଦ୍ର ପାଣିଗ୍ରାହୀଯୌଥ ପରିବାରଉଇକିପିଡ଼ିଆ ସମୂହର ତାଲିକାସାବିତ୍ରୀ ଓଷାନଅଙ୍କ ଦୁର୍ଭିକ୍ଷଯକୃତୟୁରୋପଗୋଦାବରୀଶ ମିଶ୍ରଅରବିନ୍ଦ କେଜରିୱାଲଜ୍ଞାନକୋଷରାଧାଓଡ଼ିଶା ଉଚ୍ଚ ନ୍ୟାୟାଳୟଶ୍ରୀନିବାସ ରାମାନୁଜନମଙ୍ଗଳା ମନ୍ଦିରବୈଷ୍ଣବ ପାଣିସୂର୍ଯ୍ୟରାମଦୀନକୃଷ୍ଣ ଦାସ୨୪ ଜୁନଅଟିଜିମ୍ ସ୍ପେକ୍ଟ୍ରମକଲେରାଅବସାଦଲେଟରମୋଭିରମହାପାତ୍ର ନୀଳମଣି ସାହୁସୁରେନ୍ଦ୍ର ମହାନ୍ତିନରେନ୍ଦ୍ର ମୋଦୀୟାସ ମହାବାତ୍ୟା୭୨୦ମିହିର ଦାସବ୍ରାହ୍ମ ସମାଜମଧୁସୂଦନ ଦାସବାହାରିନରକ୍ତହୀନତାରାଜାରାଣୀ ମନ୍ଦିରମାସଶଙ୍ଖ କ୍ଷେତ୍ର🡆 More