ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଗରାଇ

ଭୋଗରାଇ (କ୍ରମିକ ସଂଖ୍ୟା: ୩୬) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭୋଗରାଇ ବ୍ଳକ ।

ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୩,୬୦୪
ଜିଲ୍ଲା: ବାଲେଶ୍ୱର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବାଲେଶ୍ୱର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅନନ୍ତ ଦାସ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସଙ୍କଠାରୁ ୧୯୫୧୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅନନ୍ତ ଦାସ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କାର୍ତ୍ତିକେଶ୍ୱର ପାତ୍ରଙ୍କଠାରୁ ୧୭,୬୫୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଭୋଗରାଇ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଅନନ୍ତ ଦାସ ୭୩,୪୭୪ ୫୩.୩୪ -
କଂଗ୍ରେସ କାର୍ତ୍ତିକେଶ୍ୱର ପାତ୍ର ୫୫,୮୨୪ ୪୦.୫୩ -
ଭାଜପା ରମାକାନ୍ତ ବେହେରା ୬,୪୬୮ ୪.୭୦ -
ବସପା ସୁଦର୍ଶନ ଜେନା ୭୮୨ ୦.୫୭ -
କଳିଙ୍ଗ ସେନା ମଧୁସୂଦନ ପାଣିଗ୍ରାହୀ ୬୩୦ ୦.୪୬ -
ସମୃଦ୍ଧ ଓଡ଼ିଶା ଆଶିଷ କୁମାର ଦାସ ୫୭୪ ୦.୪୨ -
ଭୋଟ ବ୍ୟବଧାନ ୧୭,୬୫୦ ୧୨.୮୧* -
ମତଦାନ ହାର ୧,୩୭,୭୭୩ ୭୨.୨୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବାଲେଶ୍ୱର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ସୋନାକ୍ଷୀ ସିହ୍ନାଗୋଦାବରୀଶ ମହାପାତ୍ରଦାମୋଦର ରାଉତବିଜ୍ଞାନଅଂଶୁମାନ ମହାନ୍ତିସଂତୃପ୍ତ ମିଶ୍ରଦକ୍ଷିଣ ଚୀନ ସାଗରୟୁ ଟ୍ୟୁବଇସ୍ରାଏଲଓଡ଼ିଆ କଥାଚିତ୍ର ଜଗତଆଲୋକ-ବୈଦୁତିକ ପ୍ରଭାବବ୍ୟାଙ୍କଇନଷ୍ଟାଗ୍ରାମଭୂଗୋଳଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରସରୋଜିନୀ ନାଇଡୁ୧୭ ମାର୍ଚ୍ଚବୀଣାପାଣି ମହାନ୍ତିଅଂଶୁଘାତଉମେଶଚନ୍ଦ୍ର ସରକାରଅର୍କ କେଶରୀ ଦେଓ୧୬୨୫ଅମାବାସ୍ୟାର ଚନ୍ଦ୍ରଭାଷାକିଶୋରୀ ଚରଣ ଦାସଚନ୍ଦ୍ରଶେଖର ଭେଙ୍କଟ ରମଣଦିୱାନା ଦିୱାନୀ୨୪ ଅପ୍ରେଲଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଗୋଦାବରୀଶ ମିଶ୍ରସୁନାମଧୁମେହଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିନୀଳାଦ୍ରି ଭୂଷଣ ହରିଚନ୍ଦନନରେନ୍ଦ୍ର ମୋଦୀପ୍ରସବଚାଉଳରାଜ୍ୟ ସଭାସାନ୍ତାଳ ଜନଜାତିବନ୍ଧୁତାବନ୍ଦେ ଉତ୍କଳ ଜନନୀଜୟନ୍ତ ମହାପାତ୍ରପୃଥିବୀର ବାୟୁମଣ୍ଡଳଭୁବନେଶ୍ୱର ବେହେରା୪ ମାର୍ଚ୍ଚ୨୭ ମାର୍ଚ୍ଚକଟକବିଷ୍ଣୁବ୍ରତ ରାଉତରାୟକମ୍ବୋଡ଼ିଆପୁରୀଜଗନ୍ନାଥଙ୍କ ବେଶଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ହୃଦରକ୍ତନାଳୀ ରୋଗପଠାଣି ସାମନ୍ତପ୍ରଥମ ବିଶ୍ୱଯୁଦ୍ଧପୃଥ୍ୱୀରାଜ ଚୌହାନଶରତ କୁମାର ମହାନ୍ତିଓଡ଼ିଶାର ସାଂସଦ ମାନଙ୍କର ତାଲିକାଫାଲଗୁନଜୟୀ ରାଜଗୁରୁଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଅଚ୍ୟୁତାନନ୍ଦ ଦାସପଞ୍ଚସଖା🡆 More