ଭାରତୀୟ ନୌସେନା (Devanāgarī: भारतीय नौ सेना, Bhāratīya Nau Senā) ହେଉଛି ଭାରତୀୟ ସଶସ୍ତ୍ର ସେନାରର ଏକ ଅଂଗ। ନୌସେନାର ମୁଖ୍ୟ କମାଣ୍ଡର (Commander-in-Chief) ହେଉଛନ୍ତି ଭାରତର ରାଷ୍ଟ୍ରପତି। ଭାରତୀୟ ନୌସେନାଧ୍ୟକ୍ଷ (Chief of Naval Staff) (CNS)ହେଉଛନ୍ତି ଆଡମିରାଲ ପାହ୍ୟାର ଚତୁର୍ତାରକାଧାରୀ ଜଣେ ଅଫିସର ଯିଏ ପ୍ରତ୍ୟକ୍ଷ ରୂପେ ନୌସେନାର କମାଣ୍ଡ କରିଥାନ୍ତି।
ଭାରତୀୟ ନୌସେନା Bharatiya Nau Sena | |
---|---|
Active | 1947–Present |
Country | ଭାରତ |
Branch | Navy |
Size | 58,350 active personnel 190 aircraft 179 ships |
Part of | Ministry of Defence Indian Armed Forces |
Headquarters | ନୂଆ ଦିଲ୍ଲୀ |
Motto | शं नो वरुणः Transliteration: Sham No Varunah (May the Lord of the Oceans be auspicious unto us) |
Anniversaries | Navy Day: 4 December |
Engagements | Portuguese-Indian War Indo-Pakistani War of 1965 Bangladesh Liberation War Indo-Pakistani War of 1971 |
Decorations | Indian Military Honour Awards |
Commanders | |
Chief of Naval Staff | Admiral Devendra Kumar Joshi |
Vice Chief of Naval Staff | Vice Admiral RK Dhowan |
Notable commanders | Admiral S. M. Nanda |
Insignia | |
Naval Ensign | |
Naval Ensign (2001–2004) | |
Naval Ensign (1950–2001) | |
Aircraft flown | |
Attack | Mikoyan MiG-29K, BAE Sea Harrier |
Electronic warfare | Dornier Do 228 |
Fighter | Mikoyan MiG-29K, BAE Sea Harrier |
Helicopter | HAL Dhruv, Kamov Ka-28, Kamov Ka-31, Sea King Mk.42C, UH-3 Sea King |
Patrol | Boeing P-8 Poseidon Ilyushin Il-38, Tupolev Tu-142 |
Reconnaissance | Dornier Do 228, IAI Heron, IAI Searcher Mk II |
Trainer | HAL HJT-16, Harrier T-60 |
ଭାରତୀୟ ନୌସେନାର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତୀୟ ତଟସୀମାକୁ ସୁରକ୍ଷା ପ୍ରଦାନ କରିବା। ଏହା ଛଡ଼ା ଆନ୍ତର୍ଜାତୀୟ ସମ୍ପର୍କକୁ ଦୃଢ଼ୀଭୂତ କରିବାଲାଗି ମଧ୍ୟ ଏହା ସଂଯୁକ୍ତ ଅଭ୍ୟାସ, ବନ୍ଦର ପରିଦର୍ଶନ, ମାନବୀୟ ମିସନ ଓ ଆପଦା ଉଦ୍ଧାର ଆଦି ମାଧ୍ୟମରେ କାମ କରିଥାଏ। ଅଧୁନା ଆଧୁନିକିକରଣଦ୍ୱାରା ସେନାବାହିନୀର କାମରେ ଲାଗୁଥିବା ପୁରାତନ ଉପକରଣଗୁଡ଼ିକୁ ସ୍ଥାନରେ ନୂତନ ଉପକରଣ ସ୍ଥାପନା କରାଯାଇ, ଭାରତୀୟ ନୌସେନାକୁ ପୂର୍ଣ୍ଣ ବିକଶିତ ନୀଳ-ଜଳ ନୌସେନାରେ ପରିଣତ କରିବାର ଅଭିଯାନ ସପଳ ହୋଇ ପାରିଛିଛି।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
This article uses material from the Wikipedia ଓଡ଼ିଆ article ଭାରତୀୟ ନୌସେନା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.