ବୈସାଖୀ

ବୈସାଖୀ ବୈଶାଖ ମାସ ଏବଂ ଇଂରାଜୀ ମାସ ଅପ୍ରେଲ ୧୩ ତାରିଖରେ ପାଳନ କରାଯାଏ । ଏହାକୁ ପଞ୍ଜାବ ଏବଂ ହରିଆଣାର ଲୋକମାନେ ନୂଆ ଖରିଫ ଫସଲର ପର୍ବ ରୂପରେ ପାଳନ କରିଥାନ୍ତି । ଏହା ଏହି ପ୍ରଦେଶରେ ପର୍ବପର୍ବାଣିମାନଙ୍କ ମଧ୍ୟରୁ ଗୋଟିଏ । ଏହି ଦିନ, ୧୩ ଏପ୍ରେଲ ୧୬୯୯ରେ ଶିଖ୍ ଧର୍ମର ଦଶମ ଗୁରୁ ଗୋବିନ୍ଦ ସିଂହ ଖାଲସା ପନ୍ଥର ସ୍ଥାପନା କରିଥିଲେ । ତେଣୁ ଶିଖ‌ମାନେ ଏହି ପର୍ବକୁ ସାମୁହିକ ଜନ୍ମଦିନ ହିସାବରେ ପାଳନ କରିଥାନ୍ତି ।

ବୈସାଖୀ
ବୈସାଖୀ
Birthplace of Khalsa. Anandpur Sahib. Punjab. India.
ଅନ୍ୟ ନାମବୈସାଖୀ, ଖାଲସା ସର୍ଜନ ଦିବସ.
ପାଳନକାରୀଖାଲସା ସର୍ଜନ ଦିବସ- ସିଖ. ଫସଲ ପର୍ବ/ପଞ୍ଜାବୀ ନୂଆ ବର୍ଷ- multi-faith.
ପ୍ରକାରପଞ୍ଜାବୀ ପର୍ବ
ବିଶେଷତାଫସଲ ସମୟରେ ହେଉଥିବା ପର୍ବ, ପଞ୍ଜାବୀ ନୂଆ ବର୍ଷ, Solar new year and birth of the Khalsa
ପାଳନParades and Nagar Kirtan. Fairs. Baptism ceremonies occurring worldwide at this time of year (Amrit Sanchaar Ceremony)
ପର୍ବ ପାଳନPrayers, processions, raising of the Nishan Sahib flag, Fairs.

ପାଳନ

ଏହି ଦିନ ଲୋକମାନେ ପଞ୍ଜାବର ପରମ୍ପରାଗତ ନୃତ୍ୟ ଭାଙ୍ଗଡ଼ା ଓ ଗିଦ୍ଦା କରିଥାନ୍ତି । ସନ୍ଧ୍ୟାରେ ଲୋକମାନେ ଏକାଠୀ ହୋଇ ନିଆଁ ଚାରିପଟେ ନାଚ ଗୀତ କରିଥାନ୍ତି । ଗୁରୁଦ୍ୱାରରେ ଲୋକମାନେ ପୂଜା କରିଥାନ୍ତି ଏବଂ ଶ୍ରଦ୍ଧାଳୁମାନେ ଏହିଦିନ ଗୁରୁଦ୍ୱାରାରେ କରସେବା ମଧ୍ୟ କରନ୍ତି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

କୃଷ୍ଣ ଜନ୍ମାଷ୍ଟମୀ୭ (ସଂଖ୍ୟା)ପ୍ରତିଭା ଶତପଥୀହୃଦାନନ୍ଦ ପାଣିଗ୍ରାହୀଅର୍ଚ୍ଚନା (କବିତା ସଙ୍କଳନ)ଲଳିତା (୧୯୪୯ର ସିନେମା)ହନୁମାନ ଜୟନ୍ତୀଓଡ଼ିଶାର ପର୍ବପର୍ବାଣିରାଣୀ ଲକ୍ଷ୍ମୀବାଈକାଳିନ୍ଦୀ ଚରଣ ପାଣିଗ୍ରାହୀସିପାହୀ ବିଦ୍ରୋହଦଶହରାହସ୍ତମୈଥୁନଅଚିହ୍ନା ବାସଭୂମିବେଲବାଲିଗୁଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲକ୍ଷ୍ମୀକାନ୍ତ ମହାପାତ୍ର୨୮ ମାର୍ଚ୍ଚବେଦଏ ଭି ସ୍ୱାମୀଆଲଜେରିଆଦଧି ନାଟଖାରବେଳଚୁମ୍ବନଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଡାଇଭର୍ଟିକୁଲାଇଟିସ୍ଭୀମ ଭୋଇରାସାୟନିକ ମୌଳିକସମୟ (କାଳ)ଶ୍ରୀନିବାସ ରାମାନୁଜନମାଟିର ମଣିଷ (ଉପନ୍ୟାସ)ନୂଆଖାଇଇନ୍ଦିରା ଗାନ୍ଧୀଜନ ଗଣ ମନରଜ ପର୍ବଆହମ୍ମଦୀୟକେଟୋପ୍ରୋଫେନଲୁସାକସଉରା ଜନ‌ଜାତିମହୁ୧୯୭୮ନୀଳମାଧବ ମନ୍ଦିରସ୍କନ୍ଦ ପୁରାଣହିନ୍ଦୁ ଧର୍ମକୋଣାର୍କକାତ୍ୟାୟିନୀଧଉଳିସାନ୍ତାଳ ଜନଜାତିଶର୍ଦ୍ଦିୟୁ ଟ୍ୟୁବସୌମ୍ୟ ରଞ୍ଜନ ପଟ୍ଟନାୟକ୧୯ ଜାନୁଆରୀଭୌଗଳିକ ଦିଗବାରେଣି୧୯୭୯ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରକାଳୀକା ଭଗବତୀ ମନ୍ଦିରଓଡ଼ିଆ ରାମାୟଣମାସ୧୯୮୪ଉପେନ୍ଦ୍ର ଭଞ୍ଜପଟ୍ଟଚିତ୍ରଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରି🡆 More