ବିଶ୍ୱକପ କ୍ରିକେଟ

୧୯୭୫ ଜୁନ ୭ରେ ଇଂଲଣ୍ଡରେ ଆରମ୍ଭ ହେଇଥିଲା ପୁରୁଷ ବିଶ୍ୱକପ କ୍ରିକେଟ । ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ଏହି ଖେଳର ଆୟୋଜନ କରିଥିଲା । ପ୍ରତିଚାରି ବର୍ଷରେ ଏହି ମ୍ୟାଚ ଅନୁଷ୍ଠିତ ହେଇଥିଲା ପ୍ରଥମେ ପ୍ରାରମ୍ଭିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଏବଂ ତା'ପରେ ଚୁଡାନ୍ତ ମ୍ୟାଚ । ଏହାଥିଲା ବିଶ୍ୱର ଚତୁର୍ଥ ସର୍ବ ବୃହତ ତଥା ଚତୁର୍ଥ ସର୍ବାଧିକ ଦର୍ଶକ ଦେଖୁଥିବା କ୍ରୀଡ଼ା ପ୍ରତିଯୋଗିତା । ତେବେ ମହିଳାଙ୍କ ପାଇଁ ପୃଥକ ବିଶ୍ୱକପ ପ୍ରତିଯୋଗିତା କରାଯାଇଥିଲା । ଏହା ମଧ୍ୟ ପ୍ରତି ଚାରିବର୍ଷରେ ହେଉଅଛି । ବିଶ୍ୱକପ କ୍ରିକେଟ ପ୍ରତିଯୋଗିତାରେ ଉଭୟ ଦିନିକିଆ ଓ ଟେଷ୍ଟ ମ୍ୟାଚ ଖେଳୁଥିବା ୧୦ଟି ଦଳ ଅଂଶଗ୍ରହଣ କରନ୍ତି । ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ୪ଥର, ଭାରତ ଓ ୱଷ୍ଟଇଣ୍ଡିଜ୨ଥର ଲେଖାଏଁ ଟାଇଟଲ ହାସଲ କରିଛନ୍ତି ।

ବିଶ୍ୱକପ କ୍ରିକେଟ
ପ୍ରଶାସକଆନ୍ତର୍ଜାତୀୟ କ୍ରିକେଟ ପରିଷଦ
ପ୍ରଣାଳୀଆନ୍ତର୍ଜାତୀୟ ଏକଦିବଶୀୟ
ପ୍ରଥମ ଟୁର୍ଣ୍ଣାମେଣ୍ଟ୧୯୭୫, ଇଂଲଣ୍ଡ
ଶେଷ ଟୁର୍ଣ୍ଣାମେଣ୍ଟ୨୦୧୧, ଭାରତ, ବାଂଲାଦେଶ ଏବଂ ଶ୍ରୀଲଙ୍କା
ପର ଟୁର୍ଣ୍ଣାମେଣ୍ଟ୨୦୧୫, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ
ଦଳ ସଂଖ୍ୟା19
ଏବେକାର ଚାମ୍ପିଅନବିଶ୍ୱକପ କ୍ରିକେଟ India (ଦ୍ୱିତୀୟ ଥର)
ସଫଳତମବିଶ୍ୱକପ କ୍ରିକେଟ Australia (ଚତୁର୍ଥ ଥର)
ଅଧିକ ରନ India ସଚିନ ତେନ୍ଦୁଲକର (୩୨୭୯)
ଅଧିକ ଉଇକେଟAustralia ଗ୍ଲେନ ମ୍ୟାଗ୍ରାଥ (୭୯)

ଆଧାର

ବାହାର ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

ରାଜ୍ୟ ସଭାଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାସମୟ (କାଳ)ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାବୈଷ୍ଣବ ଚରଣ ସାମଲଚାଣକ୍ୟବିଦୁସ୍ମିତାଚେନ୍ନାଇଜଗନ୍ନାଥ ମନ୍ଦିରସାରଳା ପୁରସ୍କାରରାସନ କାର୍ଡ଼ (ଭାରତ)ଭାରତର ଜିଲ୍ଲାମାନଙ୍କର ତାଲିକା୫୯୮୧୯୩୦ଶଙ୍ଖଚିଲଲୁହାମଙ୍ଗଳ ପାଣ୍ଡେଆସିକାମୟୂରସୁକନ୍ୟା ସମୃଦ୍ଧି ଯୋଜନାନାଲିମୁଣ୍ଡିଆ ବାଜପରଝିଅ ଘର ଭାଙ୍ଗେନାଜୀବସାରଚନ୍ଦନ ଯାତ୍ରାନୀଳକଣ୍ଠ ଦାସଭାରତବ୍ରଜନାଥ ବଡ଼ଜେନାଫୁଲବାଣୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପାକିସ୍ତାନପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଇଣ୍ଡିଆନ ପ୍ରିମିଅର ଲିଗଗଣିତ୧୯୬୩ଉତ୍କଳ ଦିବସଡୁସେନ ମସ୍କୁଲାର ଡିସ୍ଟ୍ରୋଫିତପ୍ତପାଣିଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସସମ୍ବଲପୁରୀ ଭାଷାପାଟକୁରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତାଳଚେର ଗଡ଼ଜାତ ରାଜ୍ୟବ୍ୟଞ୍ଜନ ବର୍ଣ୍ଣଦିଲ୍ଲୀପ ଦାସଯୋଗ୨୧ନିଓୱାଇଜ ଧୂମକେତୁପ୍ରାଣୀ୧୧ମାନସ ରଞ୍ଜନ ମଲ୍ଲିକମଇକଳିଙ୍ଗ ସ୍ଥାପତ୍ୟ କଳାଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦ୧୯୦୦୧୯ ଫେବୃଆରୀରତି ରଞ୍ଜନ ମିଶ୍ରତରଙ୍ଗ-କଣିକା ଦ୍ୱୈତବାଦରାବଣଗରିଷ୍ଠ ସାଧାରଣ ଗୁଣନୀୟକଲୋକ ସଭାବ୍ରହ୍ମପୁରରାଧାନାଥ ରଥ (ମନସ୍ତତ୍ତ୍ୱବିଦ)ମାଣ୨୦୨୪ ଭାରତୀୟ ସାଧାରଣ ନିର୍ବାଚନପାଟଦେଇ୧୯୮୩ଲକ୍ଷ୍ମୀକାନ୍ତ ମହାପାତ୍ର୧ (ସଂଖ୍ୟା)ବସନ୍ତ କୁମାର ଶତପଥୀଗଞ୍ଜାମ ଜିଲ୍ଲା🡆 More