ପ୍ରବାସୀ ଶ୍ରମିକ

କାମ ଧନ୍ଦା ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକମାନଙ୍କୁ ପ୍ରବାସୀ ଶ୍ରମିକ କୁହାଯାଏ । ଓଡ଼ିଶାରେ ଏହି ସମସ୍ୟା ଦିନ‌କୁ ଦିନ ଗମ୍ଭିର ହେବାରେ ଲାଗିଛି । ବିଶେଷକରି ୧୯୯୯ ମସିହାର ମହାବାତ୍ୟା ପରେ ଏହା ବଢ଼ିବାରେ ଲାଗିଛି । ବିଶେଷକରି ପଶ୍ଛିମ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଓ ରାୟପୁର ଅଞ୍ଛଳକୁ ଇଟାଭାଟିରେ କାମ ପାଇଁ ପରିବାର ସ‌ହ ଲୋକମାନେ ଯାଇଥାନ୍ତି । ସେଠାରେ ନାନା ପ୍ରକାରର ଶୋଷଣର ଶିକାର ହୋଇଥାନ୍ତି । ଏପରିକି ଅନେକ ସମୟରେ ଇଟାଭାଟିର ମାଲିକମାନେ ସେମାନଙ୍କୁ ବନ୍ଧକ ରଖିଦିଅନ୍ତି । ସେହିପରି ଦକ୍ଷିଣ ଓଡ଼ିଶାରୁ ଅନେକ ଲୋକ ଦାଦନ ଖଟିବାକୁ ସୁଦୁର ସୁରାଟ, ମୁମ୍ବଇ ଇତ୍ୟାଦି ଯାଗାକୁ ଯାଇଥାନ୍ତି । ଏବେ ଦିନକୁ ଦିନ ଅଧିକରୁ ଅଧିକ ଯୁବକମାନେ ଉପକୂଳ ଓଡ଼ିଶାରୁ କେରଳ, ତାମିଲନାଡୁ,ହୈଦେରାବାଦ ଆଦି ଯାଗାକୁ ‌‌‌‌‌‌‌‌‌‌‌‌ ‌‌ବ‌ହୁ ମାତ୍ରାରେ ଯାଉଛନ୍ତି । ପ୍ରବାସୀ ଶ୍ରମିକମାନଙ୍କ ଦିନ‌କୁଦିନ ବଡଢ଼ୁଥିବା ସଂଖ୍ୟା ସ‌ହିତ ତାଳଦେଇ ସେମାନଙ୍କର ସମସ୍ୟା ମଧ୍ୟ ବଢ଼ି ଚାଲିଛି । ବିନା ପରିଚୟ ପତର ରେ, ବିନା ଲାଈସେନ୍ସରେ ବାହାର ରାଜ୍ୟକୁ ଯାଈ ଠିକାଦାରମାନଙ୍କଦ୍ୱାରା ବିଭିନ୍ନ ବିପଦଜନ କ କାମରେ ନିଯୁକ୍ତ ହୋଇଥାନ୍ତି । ସେଠାରେ ସେମାନଙ୍କୁ ଠିକ୍ରେ ମଜୁରି ମିଳି ନ ଥାଏ,ଭଲରେ ଖାଈବାକୁ ମିଳି ନ ଥାଏ,ରହିବା ପାଈଂ ଅସ୍ୱାସ୍ଥ୍ଯକର ପରିବେଶ ମିଳିଥାଏ । ଅନେକ ସମୟରେ ସେଠାକାର ପୋଲିସ ମଧ୍ୟ ପରିଚୟ ପତ୍ର ଜାଞ୍ଚ ଆଳରେ ଅନେକ ହ ଈରାଣ ହରକତ କରିଥାନ୍ତି।ଇଟାଭାଟିରେ ଖଟୁଥିବା ଲୋକେ ଅଧିକ ହଈରାଣ ହୋଇଥାନ୍ତି। କାରଣ ସେମାନେ ପିଲାଛୁଆ ନେଇ ଯାଈଥାନ୍ତି । ସାହୁକାରଠାରୁ ଅଗ୍ରୀମ ଆକାରରେ ଟଙ୍କା ନେଇଥିବାରୁ ପରିବାରସହ ଚାରି ଛ ଅ ମାସ ଧରି ସେମାନଙ୍କୁ ଅକ ଥନୀୟ ଯନ୍ତ୍ରଣା ଭୋଗିବାକୁ ପଡେ। କାମରୁ ଫେରିଲାବେଳେ ସେମାନେ ଖାଲି ହାତରେ ଫେରିଥାନ୍ତି।

କିନ୍ତୁ ଉପକୁଳ ଅଞ୍ଚଳରୁ ଯାଉଥିବା ଅର୍ଦ୍ଧ ଶିକ୍ଷିତ ଯୁବକମାନଙ୍କ ସମସ୍ୟା ଟିକେ ଅଲଗା । ସେମାନେ ମୁଖ୍ୟତ କେରଳ, ତାମିଲନାଡୁ, ହୈଦେରାବାଦ, ସୁରଟ, ମୁମ୍ବାଈ, କଲିକତା, ଦିଲ୍ଲୀ ଆଦି ସ୍ଥାନରେ ବିଭିନ୍ନ କମ୍ପାନିରେ କିମ୍ବା କାରଖାନାରେ ଦିନ ମଜୁରୀଆ ହିସାବରେ କାମ କରିଥାନ୍ତି । ଠିକାଦାର ଅବା କମ୍ପାନୀ ଏମାନଙ୍କୁ ଶୋଷଣ କଲେ ମଧ୍ୟ ଏମାନେ ମଜୁରୀ ପାଇଥାନ୍ତି । ‌‌‌‌‌‌

ଆଧାର

Tags:

ଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ପ୍ରଗତିବାଦୀସୁଇଜରଲ୍ୟାଣ୍ଡପାଇକ ଆଖଡ଼ାଭଦ୍ରକ ଜିଲ୍ଲା୧୯୬୧ଅଲାରନାଥ ମନ୍ଦିରଭାରତୀୟ ଡାକ ସେବାମୁକୁନ୍ଦ ଦେବମାଟିର ମଣିଷକାଗଜଓଡ଼ିଶାର ମାପ ବ୍ୟବସ୍ଥାଉଦୟନାଥ ଷଡ଼ଙ୍ଗୀମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାକାହ୍ନୁଚରଣ ମହାନ୍ତିବାଇଶି ପାହାଚଢଗ ଢମାଳିବିଦ୍ୟାଳୟଫେବୃଆରୀ ୨୮ଗୁଗଲସୋନପୁର ରାଜ୍ୟଗୋଦାବରୀଶ ମହାପାତ୍ରସତୀ ଅନୁସୂୟାସ୍ତୁତି ଚିନ୍ତାମଣିରାଜ ଯୋଗକାଜାଖସ୍ତାନଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହମିଦା ବାନୁ ବେଗମକାଳିଚରଣ ପଟ୍ଟନାୟକଇଣ୍ଟରନେଟନଅଙ୍କ ଦୁର୍ଭିକ୍ଷଆନନ୍ଦ ଶଙ୍କର ଦାସକବିସୂର୍ଯ୍ୟ ବଳଦେବ ରଥପଞ୍ଚସଖାସଚ୍ଚିଦାନନ୍ଦ ରାଉତରାୟଜଗନ୍ନାଥଙ୍କ ବେଶନାରାୟଣ ସାହୁଭୁବନେଶ୍ୱରରେବତୀ (କ୍ଷୁଦ୍ରଗଳ୍ପ)ଟୋକିଓମାଁ ପୀତାମ୍ବର ମନ୍ଦିରଅଗ୍ନ୍ୟାଶୟ ଅକ୍ଷମତାପାଇକ ବିଦ୍ରୋହଓଡ଼ିଶାର ଭୂଗୋଳଶାସ୍ତି୫ ନଭେମ୍ବରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଗୋପାଳ ଛୋଟରାୟମଟର ସାଇକେଲଡାଲମାଭୃସଙ୍ଗ ଗଛଟାହିଆଲାଗି ବେଶଇନ୍ଦିରା ଗାନ୍ଧୀଚିଲିକା (ବହୁବିକଳ୍ପ)୧୬୬୫କୃଷ୍ଣଚନ୍ଦ୍ର ପାଣିଗ୍ରାହୀଜାପାନ ସାଗରଉତ୍କଳ ସମ୍ମିଳନୀଆନ୍ଧ୍ର ପ୍ରଦେଶଶୈଳବାଳା ଦାସଓଡ଼ିଶାର କଳାଯୁକ୍ତରାଜ୍ୟପଥ ଓ ପୃଥିବୀଓପନ-ସୋର୍ସ ସଫ୍ଟୱେରନେତୃତ୍ୱନଅତୁଣ୍ଡୀଡାକ ମୁନସୀମୌଳିକ ସଂଖ୍ୟାଭାରତର ସଂସ୍କୃତିସୁରେନ୍ଦ୍ର ମହାନ୍ତିଆଶୁତୋଷ ପରିଡ଼ାଆନ୍ତର୍ଜାତିକ ମହିଳା ଦିବସରଥଯାତ୍ରା🡆 More