ପରଜା

ପରଜା: ଗୋପୀନାଥ ମହାନ୍ତିଙ୍କ ରଚିତ ଓଡ଼ିଆ ଉପନ୍ୟାସ


ପରଜା ଗୋପୀନାଥ ମହାନ୍ତିଙ୍କ ରଚିତ ଏକ ଭାରତୀୟ ଓଡ଼ିଆ ଉପନ୍ୟାସ । ଏହାର ମୁଖ୍ୟ ବିଭାବ ହେଲା ବାସ୍ତବବାଦୀ ଉପନ୍ୟାସ । ବିଂଶ ଶତାବ୍ଦୀର ମଧ୍ୟଭାଗରେ ଏହିପରି ଉପନ୍ୟାସର ଚାହିଦା ଫ୍ରାନସ ତଥା ୟୁରୋପର ଅନ୍ୟାନ୍ୟ ପ୍ରାନ୍ତରେ ବହୁତ ପରିଲକ୍ଷିତ ହେଉଥିଲା । ଏହା ବିଭିନ୍ନ ଭାରତୀୟ ଭାଷାରେ ତଥା ଇଂରାଜୀରେ ମଧ୍ୟ ଅନୁବାଦିତ ହୋଇସରିଛି । ଇଂରାଜୀରେ ଏହାର ଅନୁବାଦ କରିଥିଲେ ପ୍ରଫେସର ବିକ୍ରମ ଦାସ [୧][୨]

ପରଜା  
ଲେଖକଗୋପୀନାଥ ମହାନ୍ତି
ଦେଶଭାରତ
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶକବିଦ୍ୟାପୁରୀ, ବାଲୁବଜାର, କଟକ
ପ୍ରକାଶ ତାରିଖ୧୯୪୫, ମେ ୧୯୮୩, ଜୁଲାଇ ୧୯୯୧, ଅକ୍ଟୋବର ୧୯୯୭, ଜାନୁୟାରୀ ୨୦୦୧, ନଭେମ୍ବର ୨୦୦୭
ମାଧ୍ୟମ ପ୍ରକାରଛପା ବହି (କାଗଜ ମଲାଟ)
ପୃଷ୍ଠା୩୪୦ (ଦଶମ ମୁଦ୍ରଣ)
ISBN୯୭୮-୮୧-୭୪୧୧-୬୪୬-୮

ଉପନ୍ୟାସ ସମ୍ପର୍କରେ

ଚରିତ୍ର

ଅବିଭକ୍ତ କୋରାପୁଟ ଜିଲ୍ଲାର ଘଞ୍ଚ ଜଙ୍ଗଲ ଭିତରେ ଜୀବନ ବଞ୍ଚୁଥିବା ସରଳ ଅଥଚ ସଂଗ୍ରାମୀ ପରଜା ଜନଜାତିର ମଣିଷ ଏହାର ମୁଖ୍ୟ ଚରିତ୍ର ସୁକୃଜାନୀ

ବର୍ଣ୍ଣିତ ପରିବେଶ

ଡଙ୍ଗର-ଟାଙ୍ଗର, ପାହାଡ-ପର୍ବତ, ଝୋଲା-ଝରଣା, ଜାତି ଜାତି ପଶୁପକ୍ଷୀ, ସରୀସୃପ ଏବଂ ଗଛଲତାରେ ପ୍ରାଣବନ୍ତ ଧରିତ୍ରୀ ଏଠାରେ ମୁଖ୍ୟ ବର୍ଣ୍ଣିତ ପରିବେଶ। ଏଥିରେ ସୁକୃଜାନୀ ବିଷୟରେ ଆଲୋଚନା କରିଛନ୍ତି

କାହାଣୀ

ସେଇ ମଣିଷମାନଙ୍କ ଧର୍ମବିଶ୍ୱାସ, ରୀତି-ନୀତି, ଆଚାର-ବିଚାର, ପ୍ରେମ-ପ୍ରତାରଣା, ମିତ୍ରତା-ଶତ୍ରୁତା, ଦ୍ୱେଷ-ଅନୁରାଗ, ବିଶ୍ୱାସ-ଅବିଶ୍ୱାସ, ସଭ୍ୟ ଓ ମୁଖାଧାରୀ ମଣିଷମାନଙ୍କଦ୍ୱାରା ପ୍ରତାରିତ ସ୍ୱପ୍ନ, ବର୍ତ୍ତମାନ ଓ ତଜ୍ଜନିତ ପ୍ରତିବାଦ ଓ ଅବସାଦ ଏହାର ମୁଖ୍ୟ ବିଷୟ ।[୩]

ପ୍ରଶଂସା

ପ୍ରସିଦ୍ଧ ଇଂରାଜୀ ଲେଖକ ଅମିତାଭ ଘୋଷ ଥରେ କହିଥିଲେ ଯେ "ଏହା ଏକ ଉଲ୍ଲେଖନୀୟ ଉପନ୍ୟାସ .... ଆମ ସମୟର ସବୁଠାରୁ ଶ୍ରେଷ୍ଠ ଲେଖା ।" [୧] ବହିଟିର ପ୍ରକାଶକ ଲେଖିଥିଲେ "ଉପନ୍ୟାସ ଭିତରକୁ ଭେଦିଗଲେ ଲାଗେ ସତେଯେପରି ତରୁଣ କବି ଗୋପୀନାଥଙ୍କ ଆଗ୍ନେୟ ଅନୁଭବର ଅନୁପମ ଆଲେଖ୍ୟ ।"[୩]

ଆଧାର

  1. ୧.୦ ୧.୧ ମୋ କଥା- ଅନୁବାଦକ ବିକ୍ରମ ଦାସ
  2. ବୁକ୍‌ଅଦା- ଇଂରାଜୀ ଅନୁବାଦକ ବିକ୍ରମ ଦାସ
  3. ୩.୦ ୩.୧ ମହାନ୍ତି, ଗୋପୀନାଥ. ପରଜା. ବିଦ୍ୟାପୁରୀ. pp. ପଛ ମଲାଟ - ଦଶମ ମୁଦ୍ରଣ.

This article uses material from the Wikipedia ଓଡ଼ିଆ article ପରଜା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

🔥 Trending searches on Wiki ଓଡ଼ିଆ:

ଉତ୍କଳ ଦିବସପ୍ରଧାନ ପୃଷ୍ଠାଅଂକୋର୍ ୱାଟ୍ବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀମିଶେଲ ଓବାମାଆଇଜୋଲଟୋକିଓଉସେନ ବୋଲ୍ଟନୋଭାକ୍ ଜାକୋଭିକଓଡ଼ିଶାଓଡ଼ିଆ ଭାଷାଡ୍ୱେନ ଜନସନମଧୁସୂଦନ ଦାସକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଫକୀର ମୋହନ ସେନାପତିଜଗନ୍ନାଥଓଡ଼ିଆ ସାହିତ୍ୟ୧୯୬୨ଓଡ଼ିଆ ଭାଷା ଆନ୍ଦୋଳନଗୋପବନ୍ଧୁ ଦାସରାଧାନାଥ ରାୟଇରାନଉତ୍କଳ ସମ୍ମିଳନୀଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଓଡ଼ିଶାର ଇତିହାସସୁରେନ୍ଦ୍ର ମହାନ୍ତିଗୋଦାବରୀଶ ମିଶ୍ରଟିଙ୍ଗା ରାଜୁଲକ୍ଷ୍ମୀକାନ୍ତ ମହାପାତ୍ରନନ୍ଦିନୀ ଶତପଥୀଭାରତର ସଂସ୍କୃତିବାଏ ବାଏ ଦୁବାଇରାମ ନବମୀନୀଳକଣ୍ଠ ଦାସଗୋପୀନାଥ ମହାନ୍ତିଭାରତକାଳିନ୍ଦୀ ଚରଣ ପାଣିଗ୍ରାହୀଛବିଳ ମଧୁ ବର୍ଣ୍ଣବୋଧଓଡ଼ିଶା ମାନବ ଅଧିକାର ଆୟୋଗସାରଳା ଦାସଓଡ଼ିଶାର ସଂସ୍କୃତିଜଗନ୍ନାଥ ମନ୍ଦିରଗଙ୍ଗାଧର ମେହେରଲୋକ ସଭାହନୁମାନ ଚାଳିଶାଶାନ୍ତନୁ କୁମାର ଆଚାର୍ଯ୍ୟଓଡ଼ିଆଚନ୍ଦ୍ରଶେଖର ରଥଉପେନ୍ଦ୍ର ଭଞ୍ଜହଳଧର ନାଗମଧୁସୂଦନ ରାଓରଥଯାତ୍ରାଓଡ଼ିଶାର ପର୍ବପର୍ବାଣିତ୍ରିଲୋଚନ ସାହୁମନୋଜ ଦାସରାମାୟଣଓଡ଼ିଶୀପ୍ରତିଭା ରାୟପଶ୍ଚିମ ଓଡ଼ିଶାଅଖିଳ ମୋହନ ପଟ୍ଟନାୟକଓଡ଼ିଆ ସାହିତ୍ୟର ଇତିହାସକିଶୋରୀ ଚରଣ ଦାସଭାଗବତ ଟୁଙ୍ଗିଦଣ୍ଡ ନାଟ🡆 More
/** SHOW / HIDE SECTION**/function mfTempOpenSection(getID) {var x = document.getElementById("mf-section-"+getID); if (x.style.display === "none") { x.style.display = ""; } else { x.style.display = "none"; }}