ନତକାଇ

]

ନତକାଇ
ଗ୍ରାମ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଟକ
ପଞ୍ଚାୟତ ସମିତିନିଶ୍ଚିନ୍ତକୋଇଲି
ଗ୍ରାମ ପଞ୍ଚାୟତନତକାଇ
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୪ ୨୦୭
Area code+୦୬୭୧
ଯାନବାହାନ ପଞ୍ଚୀକରଣOR/05

ନତକାଇ ଓଡ଼ିଶାର କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ଥାନା ଅଧୀନରେ ଥିବା ଏକ ଗାଆଁ ।

ଗମନାଗମନ

ଏହା ସାଲେପୁର ନିକଟରେ ଅବସ୍ଥିତ । ଏହା କଟକଠାରୁ ୪୦ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା

ଶିକ୍ଷା

ସ୍କୁଲ

ଏହାର ଅନତି ଦୂରରେ 'ବାଣୀନଗର' (ବଣୁଆ ସାହି)ଠାରେ ଏକ ନିମ୍ନପ୍ରାଥମିକ ବିଦ୍ୟାଳୟ ଓ ବଲ୍ଲଭୀଦେବୀ ମହିଳା ମହାବିଦ୍ୟାଳୟ, 'ମୁକୁନ୍ଦପୁର'ଠାରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ 'ଏକରୁଖି'ଠାରେ ଗୋଟିଏ ମଧ୍ୟ ଇଂରାଜୀ ବିଦ୍ୟାଳୟ ଅଛି ।

ଅନ୍ୟାନ୍ୟ

ଏହି ଗ୍ରାମର 'ବାଣୀନଗର'ଠାରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ 'ଛନ୍ଦାବଜାର'ଠାରେ ଡାକଘର ଅଛି ।

ପର୍ଯ୍ୟଟନ

ଏହି ଗାଆଁରେ ଗ୍ରାମଦେବତୀ ମଙ୍ଗଳାଙ୍କ ମନ୍ଦିର ସହ ଶକ୍ତିଶ୍ୱର ଶିବ ମନ୍ଦିର, କାଳୀ ମନ୍ଦିର, ତ୍ରିନାଥ ମନ୍ଦିର, ଶିରିଡି ସାଇ ମନ୍ଦିର, ହିଙ୍ଗୁଳା ମନ୍ଦିର ଓ ଗୋଟିଏ ମସଜିଦ ଅଛି । ଏଠାରେ ପ୍ରତିବର୍ଷ ଦୋଳ ମେଳଣ ଓ ପଣା ସଂକ୍ରାନ୍ତି ଦିନ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୋଇଥାଏ[ଆଧାର ଲୋଡ଼ା]

ବ୍ୟକ୍ତିବିଶେଷ

  1. କାଳନ୍ଦୀ ଚରଣ ବେହେରା (କଟକ ସଦର ବିଧାୟକ[ଆଧାର ଲୋଡ଼ା]
  2. ଚନ୍ଦ୍ରସାରଥି ବେହେରା (ସାଲେପୁର ବିଧାୟକ)[ଆଧାର ଲୋଡ଼ା]

ଆହୁରି ଦେଖନ୍ତୁ

ଆଧାର

Tags:

ନତକାଇ ଗମନାଗମନନତକାଇ ବିଶେଷତାନତକାଇ ଶିକ୍ଷାନତକାଇ ଅନ୍ୟାନ୍ୟନତକାଇ ପର୍ଯ୍ୟଟନନତକାଇ ବ୍ୟକ୍ତିବିଶେଷନତକାଇ ଆହୁରି ଦେଖନ୍ତୁନତକାଇ ଆଧାରନତକାଇ

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାବ୍ୟାଙ୍କଯଦୁମଣି ମହାପାତ୍ରଓଡ଼ିଶାର ଇତିହାସଅଭିରାମ ପରମହଂସଚିଲିକା ହ୍ରଦବିନ୍ଦୁମଧୁସୂଦନ ଦାସଭାରତୀୟ ସଂଖ୍ୟା ପ୍ରଣାଳିତାଳଧ୍ୱଜଦ୍ଵାରକାଧୀଶ ମନ୍ଦିରଜୟ ଜଗନ୍ନାଥପୁରୁଷୋତ୍ତମ ଦେବଧର୍ମେନ୍ଦ୍ର ପ୍ରଧାନବଣ୍ଡ (ଅର୍ଥ)ଫେବୃଆରୀ ୨୮ହେପାଟାଇଟିସ ବିଓଡ଼ିଆ ଉଇକିପିଡ଼ିଆଅନ୍ନଦା ଶଙ୍କର ରାୟହୃତ୍‌ପିଣ୍ଡପ୍ରାଣକୃଷ୍ଣ ପରିଜାଶାନ୍ତନୁ କୁମାର ଆଚାର୍ଯ୍ୟହନୁମାନପକୋଡ଼ାଜ୍ଞାନକୋଷକିଶୋରୀ ଚରଣ ଦାସଅଣ୍ଡା ରୋଲସବ୍ୟସାଚୀ ମିଶ୍ରହରେକୃଷ୍ଣ ମହତାବଚାଟ୍ ଜିପିଟିମହାଦେଶନବକଳେବରପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ୨୭ ଜୁନବୈଶାଖଭଦ୍ରକ ଜିଲ୍ଲାଓଡ଼ିଆ ଭାଗବତରତ୍ନାକର ଚଇନିମ୍ୟାଲେରିଆଓଡ଼ିଆ କବି ମାନଙ୍କର ତାଲିକାବୃହସ୍ପତିଇରା ମହାନ୍ତିହନୁମାନ ଚାଳିଶାଗର୍ଭାଶୟ କର୍କଟଫେବୃଆରୀ୪ ଇଡିଅଟସ୍କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ପାର୍ବତୀବିରଳା ମନ୍ଦିର, କୋଲକାତାନିତ୍ୟାନନ୍ଦ ଶତପଥୀସ୍ତନଜ୍ୟୋତିର୍ଲିଙ୍ଗନୟାଗଡ଼ ଜିଲ୍ଲାବିର୍ସା ମୁଣ୍ଡାପ୍ରଥମ ବିଶ୍ୱଯୁଦ୍ଧଗୋପାଳ କୃଷ୍ଣ ରଥନେଲସନ ମଣ୍ଡେଲାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର୪ (ସଂଖ୍ୟା)ନେମାଳସାରଳା ଦାସଉତ୍କଳ ଦୀପିକାକଖାରୁ ଫୁଲ ଭଜା୧ (ସଂଖ୍ୟା)ବିରଜା ମନ୍ଦିରପୁଥୁପ୍ପାଲ୍ଲୀ, କୋଟ୍ଟାୟାମଉତ୍ତମ ମହାନ୍ତିଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More